୨୭ରେ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ; ବିନାଶର ଭବିଷ୍ୟବାଣୀ ଦେଲା ଧର୍ମଗ୍ରନ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଅର୍ଥାତ ଆସନ୍ତା ଶୁକ୍ରବାର ସଂଘଟିତ ହେବ ଚନ୍ଦ୍ରଗ୍ରହଣ। ଏହା ହେବ ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ। ଏହାକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି। ଭାରତରେ ଏହା ଦୃଶ୍ୟମାନ ହେବ। ଖାଲି ଆଖିରେ ଅତି ସହଜରେ ଏହାକୁ ଦେଖିହେବ। ଭାରତୀୟ ସମୟ ରାତି ୧୧ ଘଣ୍ଟା ୫୪ ମିନିଟ୍‌ ୦୨ ସେକେଣ୍ଡରେ ଦେଖାଦେବ। ତା’ପର ଦିନ ଅର୍ଥାତ ୨୮ ତାରିଖ ସକାଳ ୩.୪୯ ମିନିଟ୍‌ରେ ଚନ୍ଦ୍ରଗ୍ରହଣ […]

lunar

lunar

Rakesh Mallick
  • Published: Wednesday, 25 July 2018
  • Updated: 25 July 2018, 10:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଅର୍ଥାତ ଆସନ୍ତା ଶୁକ୍ରବାର ସଂଘଟିତ ହେବ ଚନ୍ଦ୍ରଗ୍ରହଣ। ଏହା ହେବ ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ। ଏହାକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି। ଭାରତରେ ଏହା ଦୃଶ୍ୟମାନ ହେବ। ଖାଲି ଆଖିରେ ଅତି ସହଜରେ ଏହାକୁ ଦେଖିହେବ। ଭାରତୀୟ ସମୟ ରାତି ୧୧ ଘଣ୍ଟା ୫୪ ମିନିଟ୍‌ ୦୨ ସେକେଣ୍ଡରେ ଦେଖାଦେବ। ତା’ପର ଦିନ ଅର୍ଥାତ ୨୮ ତାରିଖ ସକାଳ ୩.୪୯ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ସମାପ୍ତ ହେବ। ଏହି ସମୟରେ ଚନ୍ଦ୍ର ଲାଲ୍‌ ଦେଖାଯିବ। ପଢ଼ନ୍ତୁ ଏହି ଚନ୍ଦ୍ରଗ୍ରହଣ ସଂପର୍କରେ ଆଉକିଛି ତଥ୍ୟ।

  • ଯେତେବେଳେ ଚନ୍ଦ୍ର ସିଧାସଳଖ ଭାବରେ ପୃଥିବୀ ପଛକଡ଼ ଦେଇ ଗତି କରେ ଓ ଏହା ପୃଥିବୀର ଛାଇରେ ଲୁଚିଯାଏ, ଏହାକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ।
  • ୨୭ ତାରିଖର ଚନ୍ଦ୍ରଗ୍ରହଣ ୨୦୦୧ରୁ ୨୧୦୦ ମସିହା ମଧ୍ୟରେ ସଂଘଟିତ ସମସ୍ତ ଚନ୍ଦ୍ରଗ୍ରହଣଠାରୁ ଲମ୍ବା ଅବଧିର। ଏହାର ଅବଧି ରହିବ ୧ ଘଣ୍ଟା ୪୩ ମିନିଟ୍‌।
  • ଏହା ପୂର୍ବରୁ ସବୁଠୁ ଲମ୍ବା ଚନ୍ଦ୍ର ଗ୍ରହଣ ୨୦୧୪ ଅକ୍ଟୋବର ୮ ତାରିଖ ଓ ୨୦୧୫ ମସିହା ଡିସେମ୍ବର ୨୮ ତାରିଖରେ ପଡ଼ିଥିଲା। କିନ୍ତୁ ଏହା ଏଥରଠାରୁ କମ୍ ସମୟର।
  • ଏହିଦିନ ମଧ୍ୟ ବ୍ଲଡ୍‌ ମୁନ୍ ଦୃଶ୍ୟମାନ ହେବ। ଅର୍ଥାତ ଚନ୍ଦ୍ରର ରଙ୍ଗ ଇଷତ୍ ଲାଲ୍ ଦେଖାଯିବ।
  •  ୨୭ ତାରିଖ ରାତିସାରା ଚନ୍ଦ୍ରଗ୍ରହଣ ଲାଗିରହିବ।
  • ଏହାପରେ ୨୦୨୮ ମସିହା ଡିସେମ୍ବର ୨୫ ତାରିଖରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।
  • ଏକ ଧାର୍ମିକ ପୁସ୍ତକରେ ଏଥର ଚନ୍ଦ୍ରଗ୍ରହଣକୁ ନେଇ ଭବିଷ୍ୟବାଣୀ କରାଯାଇଛି। ଏହା ବିନାଶର ସୂଚନା ବୋଲି ଏଥିରେ ଦର୍ଶାଯାଇଛି।
  • ‘ବୁକ୍‌ ଅଫ୍‌ ଜୟ’ର ଅଧ୍ୟାୟ ୨.୩୦ରୁ ୩୧ରେ କୁହାଯାଇଛି ଯେ- ‘‘ମୁଁ ସ୍ୱର୍ଗରେ ଓ ପୃଥିବୀରେ ଚମତ୍କାର ଦେଖେଇବି। ରକ୍ତ ନିଆ ଓ ଧୂଆଁ ପିଣ୍ଡୁଳା ହେବି। ସୂର୍ଯ୍ୟ ଉପରେ ଅନ୍ଧାର ମାଡ଼ିଯିବ। ଜହ୍ନ ପୂରା ଗାଢ଼ ଲାଲ୍ ରଙ୍ଗ ହୋଇଯିବ।”
  • କିନ୍ତୁ ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଚନ୍ଦ୍ର ଲାଲ୍ ହେବା ପଛରେ ସୂର୍ଯ୍ୟ କିରଣ ହିଁ ଦାୟୀ। ଯାହାକୁ ‘ରେଲ୍‌ସ ସ୍କେଷ୍ଟ୍ରିଙ୍ଗ୍‌’ କୁହାଯାଏ।
  • ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ସମୟରେ ଆକାଶ ନୀଳ ଦେଖାଯିବାର କାରଣ ବି ‘ରେଲ୍‌ସ୍‌ ସ୍କେଷ୍ଟ୍ରିଙ୍ଗ୍‌’’ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story