ଦେବାଳୟରେ ଆଉ ବାଜିବନି ମାଇକ୍‌: ନା ମନ୍ଦିର, ନା ମସ୍‌ଜିଦ୍‌

ନୂଆଦିଲ୍ଲୀ: ଧାର୍ମିକ ଓ ସାର୍ବଜନୀନ ସ୍ଥାନରେ ବେଆଇନ୍‌ ଭାବେ ଲାଉଡ ସ୍ପିକର ବା ମାଇକ୍‌ ବଜାଇବା ଉପରେ ରୋକ ଲଗାଇଛନ୍ତି ଉତ୍ତରପ୍ରଦେଶ ସରକାର। ବିନା ଅନୁମତିରେ ବାଜୁଥିବା ସମସ୍ତ ଲାଉଡ ସ୍ପିକରକୁ ଜାନୁଆରୀ ୨୦  ତାରିଖ ସୁଦ୍ଧା ହଟାଇ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାରେ ଆଲ୍ଲାବାଦ ହାଇକୋର୍ଟଙ୍କର ଶୁଣାଣି ପରେ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଲାଉଡ ସ୍ପିକର ବାଜିବା ନେଇ ମଧ୍ୟ ଅନେକ ବିବାଦ ଦେଖା ଦେଇଛି। […]

Yogi

Yogi

Rakesh Mallick
  • Published: Monday, 08 January 2018
  • Updated: 08 January 2018, 08:31 PM IST

Sports

Latest News

ନୂଆଦିଲ୍ଲୀ: ଧାର୍ମିକ ଓ ସାର୍ବଜନୀନ ସ୍ଥାନରେ ବେଆଇନ୍‌ ଭାବେ ଲାଉଡ ସ୍ପିକର ବା ମାଇକ୍‌ ବଜାଇବା ଉପରେ ରୋକ ଲଗାଇଛନ୍ତି ଉତ୍ତରପ୍ରଦେଶ ସରକାର। ବିନା ଅନୁମତିରେ ବାଜୁଥିବା ସମସ୍ତ ଲାଉଡ ସ୍ପିକରକୁ ଜାନୁଆରୀ ୨୦  ତାରିଖ ସୁଦ୍ଧା ହଟାଇ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାରେ ଆଲ୍ଲାବାଦ ହାଇକୋର୍ଟଙ୍କର ଶୁଣାଣି ପରେ ୟୁପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଲାଉଡ ସ୍ପିକର ବାଜିବା ନେଇ ମଧ୍ୟ ଅନେକ ବିବାଦ ଦେଖା ଦେଇଛି। ବଲିଉଡ୍‌ ଗାୟକ ସୋନୁ ନିଗମ ଏ ସମ୍ପର୍କିତ ଟ୍ୱିଟ୍‌ କରି ବିବାଦକୁ ଆସିଥିଲେ।

ଆସନ୍ତୁ ଜାଣିବା ଭାରତରେ ଲାଉଡ ସ୍ପିକର ବାଜିବା ନେଇ କଣ ସବୁ ରହିଛି ନିୟମ କାନୁନ୍‌

ପରିବେଷ ସଂରକ୍ଷଣ ଆଇନ୍‌ ୧୯୮୬ ଅନ୍ତର୍ଗତ ଧ୍ୱନୀ ପ୍ରଦୂଷଣ ଆଇନ୍ ୨୦୦୦ ଅନୁସାରେ ଲାଉଡ ସ୍ପିକର କିମ୍ବା କୌଣସି ଉଚ୍ଚ ଧ୍ୱନୀ ଯୁକ୍ତ ଯନ୍ତ୍ର ବଜାଇବା ଆଇନତଃ ଅପରାଧ। କେଉଁ ସ୍ଥାନରେ, କେଉଁ ସମୟରେ କେଉଁ ଅଞ୍ଚଳରେ ଓ କେତେ ସ୍ତରରେ ଧ୍ୱନୀ ବାଜିପାରିବ ସେ ନେଇ ସ୍ୱତନ୍ତ୍ର ନିୟମାବଳୀ ରହିଛି।

  • ସାର୍ବଜନୀନ ସ୍ଥଳରେ ଲାଉଡ ସ୍ପିକର କିମ୍ବା କୌଣସି ଉଚ୍ଚା ଧ୍ୱନୀ ଯୁକ୍ତ ଯନ୍ତ୍ର ବଜାଇବା ପାଇଁ ପ୍ରଶାସନଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ।
  • ଲାଉଡସ୍ପିକର କିମ୍ବା କୌଣିସ ଉଚ୍ଚା ଧ୍ୱନୀ ଯୁକ୍ତ ଯନ୍ତ୍ରକୁ ସାର୍ବଜନୀନ ସ୍ଥାନରେ ରାତିରେ ବଜାଇ ପାରିବେ ନାହିଁ। ଆଇନ୍ ଅନୁସାରେ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଜାଇବା ଉପରେ କଟକଣା ଲଗାଯାଇଛି। କିନ୍ତୁ ଅଡିଟୋରିୟମ, ସମ୍ମୀଳନୀ କକ୍ଷ, କମ୍ୟୁନିଟି ହଲ୍‌ ଭଳି ବନ୍ଦ ଗୃହରେ କିମ୍ବା ହଲ୍‌ରେ ଲାଉଡ ସ୍ପିକର ବଜାବାକୁ ଅନୁମତି ରହିଛି।
  • ଏହି ନିୟମର ଉପଧାର ‘୨’ ଅନୁସାରେ କୌଣସି ବିଶେଷ ପରିସ୍ଥିତିରେ ରାଜ୍ୟ ସରକାର ନିୟମକୁ ସାମାନ୍ୟ କୋହଳ କରିପାରନ୍ତି। ଯେପରିକି କୌଣସି ସଂଗଠନ କିମ୍ବା ଧାର୍ମିକ କାର୍ଯ୍ୟକ୍ରମରେ ଲାଉଡସ୍ପିକର ଓ ଉଚ୍ଚା ଧ୍ୱନୀ ଯୁକ୍ତ ଯନ୍ତ୍ର ବଜାଇଲେ ରାତି ୧୦ରୁ ୧୨ ପର୍ଯ୍ୟନ୍ତ ସମୟ କୋହଳ କରିବାକୁ ଅନୁମତି ରହିଛି। କିନ୍ତୁ ବର୍ଷରେ ୧୫ ଦିନଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଅନୁମତି ମିଳି ପାରିବ ନାହିଁ।
  • ରାଜ୍ୟ ସରକାରଙ୍କ ଚାହିଁଲେ ସ୍ଥାନ ଅନୁସାରେ କୌଣସି ଅଞ୍ଚଳକୁ ଔଦ୍ୟୋଗିକ, ବ୍ୟବସାୟୀକ, ଆବାସିକ ଓ ଶାନ୍ତି ଅଞ୍ଚଳ ଘୋଷଣା କରିପାରିବେ। ଏହି ଅଧିକାର ରାଜ୍ୟ ସରକାରଙ୍କ ପାଖରେ ରହିଛି। ତେଣୁ ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଓ କୋର୍ଟର ୧୦୦ ମିଟର ପରିଧି ମଧ୍ୟରେ ଉଚ୍ଚା ସବ୍ଦରେ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଏ ନାହିଁ। କାରଣ ଏସବୁ କ୍ଷେତ୍ରକୁ ସରକାର ଶାନ୍ତି କ୍ଷେତ୍ର ବା ସାଇଲେନ୍‌ସ ଜୋନ୍ ଘୋଷଣା କରିପାରନ୍ତି।

କେଉଁ ଅଞ୍ଚଳରେ କ’ଣ ରହିଛି ଧ୍ୱନୀର ସୀମା: ନିୟମ ଅନୁସାରେ ସାର୍ବଜନୀନ ଓ ବ୍ୟକ୍ତିଗତ ସ୍ଥାନଗୁଡ଼ିକରେ ଲାଉଡସ୍ପିକର ଧ୍ୱନୀ ସୀମା କ୍ରମଶ ୫ ଡେସିବଲରୁ ୧୦ ଡେସିବଲ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି। ସେହିଭଳି ଜନବସତି ଅଞ୍ଚଳରେ ଧ୍ୱନୀର ସ୍ତର ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୫୫ ଡେସିବଲ ଓ ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ୪୫ ଡେସିବଲ୍‌ ପର୍ଯ୍ୟନ୍ତ ରହିଛି।

ବ୍ୟବସାୟୀକ ଅଞ୍ଚଳରେ ସକାଳ ୬ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ୬୫ ଡେସିବଲ୍ ଓ ରାତି ୧୦ ରୁ ସକାଳ ୬ଟା ପର୍ଯ୍ୟନ୍ତ ୫୫ ଡେସିବଲ୍‌ ଧ୍ୱନୀରେ ବଜାଇବାକୁ ଅନୁମତିର ରହିଛି।। ସେହିଭଳି ଔଦ୍ୟୋଗିକ ଅଞ୍ଚଳରେ ଧ୍ୱନୀର ସ୍ତର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ ୭୫ ଡେସିବଲ୍ ନିର୍ଦ୍ଧାରିତ ହୋଇଛି। ଶାନ୍ତ ଅଞ୍ଚଳ (ସାଇଲେନ୍‌ସ ଜୋନ୍) ଗୁଡ଼ିକରେ ୫୦ ଡେସିବଲ୍ ଓ ୪୦ ଡେସିବଲ୍‌ ଧ୍ୱନୀ ସ୍ତର ରହିଛି।

ପରିବେଷ ସଂରକ୍ଷଣ ଆଇନ୍ ୧୯୮୬ର ଧାରା ୧୫ ଅନୁସାରେ ଏପରି ନ କଲେ ଦଣ୍ଡନୀୟ ଅପରାଧ ହୋଇଥାଏ। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫ ହଜାରଟଙ୍କା ପର୍ଯ୍ୟନ୍ତ ଜରିମାନା ସହିତ ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story