ନଭେମ୍ୱର ପହିଲାରୁ ବଦଳିଯିବ ରୋଷେଇ ଗ୍ୟାସ ହୋମ୍ ଡିଲେଭେରୀ ସିଷ୍ଟମ

ନୂଆଦିଲ୍ଲୀ: ବଦଳିଯିବ ରୋଷେଇ ଗ୍ୟାସର ହୋମ୍ ଡେଲିଭରୀ ସିଷ୍ଟମ୍। ବିଭିନ୍ନ ମିଡିଆର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ଏହି ନିୟମରେ ପରିବର୍ତ୍ତନ କରିଥିବା ସୂଚନା ରହିଛି। ନଭେମ୍ୱର ୧ ତାରିଖରୁ ଏହି ନିୟମ ବଦଳିଯିବ ବୋଲି କୁହାଯାଉଛି। ନୂଆ ସିଷ୍ଟମର ନାମ ହେଉଛି ଡେଲିଭରୀ ଅଥେଣ୍ଟିକେଶନ କୋଡ୍ (ଡିଏସି)। ଏଲପିଜି ସିଲିଣ୍ଡରରୁ ଗ୍ୟାସ ଚୋରୀକୁ ରୋକିବା ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି କୁହାଯାଉଛି। ଏଥିସହ ସିଲିଣ୍ଡର ହେରଫରେ ମଧ୍ୟ ଏହି ନୂଆ ନିୟମ […]

lpg-cylinder

lpg-cylinder

Subhransu Sekhar
  • Published: Friday, 16 October 2020
  • Updated: 16 October 2020, 08:05 PM IST

Sports

Latest News

ନୂଆଦିଲ୍ଲୀ: ବଦଳିଯିବ ରୋଷେଇ ଗ୍ୟାସର ହୋମ୍ ଡେଲିଭରୀ ସିଷ୍ଟମ୍। ବିଭିନ୍ନ ମିଡିଆର ରିପୋର୍ଟ ଅନୁଯାୟୀ ରାଷ୍ଟ୍ରାୟତ ତୈଳ କମ୍ପାନୀମାନେ ଏହି ନିୟମରେ ପରିବର୍ତ୍ତନ କରିଥିବା ସୂଚନା ରହିଛି। ନଭେମ୍ୱର ୧ ତାରିଖରୁ ଏହି ନିୟମ ବଦଳିଯିବ ବୋଲି କୁହାଯାଉଛି। ନୂଆ ସିଷ୍ଟମର ନାମ ହେଉଛି ଡେଲିଭରୀ ଅଥେଣ୍ଟିକେଶନ କୋଡ୍ (ଡିଏସି)।

ଏଲପିଜି ସିଲିଣ୍ଡରରୁ ଗ୍ୟାସ ଚୋରୀକୁ ରୋକିବା ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲି କୁହାଯାଉଛି। ଏଥିସହ ସିଲିଣ୍ଡର ହେରଫରେ ମଧ୍ୟ ଏହି ନୂଆ ନିୟମ ଜରିଆରେ ରୋକି ହେବ ବୋଲି ତେଲ କମ୍ପାନୀ ମାନେ ବିଚାର କରିଥିବା ସୂଚନା ରହିଛି। ଏହି ନୂଆ ବ୍ୟବସ୍ଥା ପ୍ରଥମେ ୧୦୦ ସ୍ମାର୍ଟ ସହରରେ ଲାଗୁ ହେବ। ତା’ପରେ ଅନ୍ୟ ସହରରେ। ଏହାର ପାଇଲଟ୍ ପ୍ରକଳ୍ପ ରାଜସ୍ଥାନ ଜୟପୁରରେ ଚାଲିଥିବା ସୂଚନା ରହିଛି।।

ଡିଏସି ଜରିଆରେ ବୁକିଂ କୋଡ୍ ମୋବାଇଲ୍ ନମ୍ବରକୁ ଆସିବ। ଏହାପରେ ଯେଉଁ ବ୍ୟକ୍ତି ଘରେ ରୋଷେଇ ଗ୍ୟାସ ପହଞ୍ଚାଇବେ ତାଙ୍କୁ ସଂପୃକ୍ତ କୋଡ୍ ଶେୟାର କରିବାକୁ ହେବ। କୋଡ୍ ଶେୟାର ନକଲେ ସିଲିଣ୍ଡର ଡେଲିଭର ହେବ ନାହିଁ ବୋଲି ଜଣାପଡ଼ିଛି।

ସେହିପରି ଯଦି ଜଣେ ଗ୍ରାହକଙ୍କ ମୋବାଇଲ୍ ନମ୍ବର ଅପଡେଟ୍ ହୋଇନାହିଁ, ତାହେଲେ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। କାରଣ ଡେଲିଭରି କରୁଥିବା ବ୍ୟକ୍ତିଙ୍କ ପାଖରେ ଏକ ଆପ୍ ରହିବ। ଡେଲିଭର ସମୟରେ ସେହି ଆପ୍ ଜରିଆରେ ମୋବାଇଲ୍ ନମ୍ବର ଅପଡେଟ୍ କରିଦେବେ ସଂପୃକ୍ତ ବ୍ୟକ୍ତି।

ମୋବାଇଲ୍ ନମ୍ବର ଅପଡେଟ୍ ହେବା ପରେ ଏକ କୋଡ୍ ତିଆରି ହେବ। ଯଦି ଆପଣଙ୍କର ମୋବାଇଲ୍ ନମ୍ବର ଗ୍ୟାସ୍ ବିକ୍ରୟ ଏଜେନ୍ସିରେ ପଞ୍ଜୀକୃତ ହୋଇନାହିଁ କିମ୍ବା ଆପଣ ଆପଣଙ୍କର ନମ୍ବର ପରିବର୍ତ୍ତନ କରିଛନ୍ତି ତେବେ ଏଭଳି କରିବାକୁ ହେବ।

ତେଣୁ, ଆପଣଙ୍କର ମୋବାଇଲ୍ ନମ୍ବର ଏବଂ ଠିକଣାକୁ ଗ୍ୟାସ୍ ଏଜେନ୍ସିରେ ସଂଶୋଧନ କରିବା ଦରକାର, ନଚେତ୍ ଏଲପିଜି ସିଲିଣ୍ଡର ଡେଲିଭରୀ ବନ୍ଦ ହୋଇଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story