ମିଥୁନ୍‌ଙ୍କ ପୁଅ ନାମରେ ଲଭ୍‌, ସେକ୍ସ, ଧୋକା ଅଭିଯୋଗ : ଭାଙ୍ଗିଗଲା ବାହାଘର

ମୁମ୍ବାଇ: ଲୋକପ୍ରିୟ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ତଥା ମିମୋଙ୍କର ବାହାଘର ଭାଙ୍ଗିଗଲା। ମିମୋଙ୍କ ନାମରେ ଜଣେ ଭୋଜପୁରୀ ଅଭିନେତ୍ରୀ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଯେତେବେଳେ ସେ ଗର୍ଭବତୀ ଥିଲେ ମହାଅକ୍ଷୟ ତାଙ୍କୁ କିଛି ଔଷଧ ଦେଇଥିଲେ।  ଯାହାଫଳରେ ତାଙ୍କର ଗର୍ଭପାତ ହୋଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ବିବାହର ମୋହ ଦେଖାଇ ୪ ବର୍ଷ ପର୍ଯ୍ୟନ୍ତ ସେ ସେହି […]

mah

mah

Rakesh Mallick
  • Published: Tuesday, 10 July 2018
  • Updated: 10 July 2018, 11:41 AM IST

Sports

Latest News

ମୁମ୍ବାଇ: ଲୋକପ୍ରିୟ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ତଥା ମିମୋଙ୍କର ବାହାଘର ଭାଙ୍ଗିଗଲା। ମିମୋଙ୍କ ନାମରେ ଜଣେ ଭୋଜପୁରୀ ଅଭିନେତ୍ରୀ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଯେତେବେଳେ ସେ ଗର୍ଭବତୀ ଥିଲେ ମହାଅକ୍ଷୟ ତାଙ୍କୁ କିଛି ଔଷଧ ଦେଇଥିଲେ।  ଯାହାଫଳରେ ତାଙ୍କର ଗର୍ଭପାତ ହୋଇଥିଲା।

ସେ ଅଭିଯୋଗ କରିଛନ୍ତି ଯେ, ବିବାହର ମୋହ ଦେଖାଇ ୪ ବର୍ଷ ପର୍ଯ୍ୟନ୍ତ ସେ ସେହି ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ଧୋକା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଅଭିନେତ୍ରୀ ଜଣକ କହିଛନ୍ତି ଯେ ମିମୋଙ୍କ ମା’ ଯୋଗିତା ବାଲୀ ମଧ୍ୟ ତାଙ୍କୁ ଧମକ ଦେଇଥିଲେ। ସେ କହିଥିଲେ ମହାଅକ୍ଷୟଙ୍କ ସହ ସମ୍ପର୍କ ଜାରି ରଖିଲେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ  ପଡ଼ିବ।  ତେଣୁ  ମା’ ପୁଅଙ୍କ ଭୟରେ ସେ ମୁମ୍ବାଇରୁ ଦିଲ୍ଲୀ ଚାଲି ଯାଇଥିଲେ।

ଅନ୍ୟପଟେ ମହାଅକ୍ଷୟଙ୍କୁ ଦିଲ୍ଲୀ ଅଦାଲତରୁ ଆଗୁଆ ଜାମିନ୍‌ ମିଳିସାରିଛି।  ସୂଚନାଯୋଗ୍ୟ ଯେ, ମହାଅକ୍ଷୟଙ୍କ ସହ ମଦାଲସା ଶର୍ମା ନାମ୍ନୀ ଜଣେ ଯୁବତୀଙ୍କ ସହ ବିବାହ ଠିକ୍‌ ହୋଇଥିଲା।  ତେବେ ଉପରୋକ୍ତ ଘଟଣା ପଦାକୁ ଆସିବା ପରେ ମହାଅକ୍ଷୟଙ୍କ ବାହାଘର ଭାଙ୍ଗିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story