୧୦ ମିନିଟରେ ହାଜର ହେବାକୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ନୋଟିସ୍

ମୁମ୍ୱାଇ: ବିଭିନ୍ନ ଖବର ପ୍ରସାରଣ କରି ଏବେ ନିଜେ ଖବର ପାଲଟିଛନ୍ତି ରିପବ୍ଲିକ୍ ଟିଭିର ପ୍ରତିଷ୍ଠାତା ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଆଜି ମହାରାଷ୍ଟ୍ର ବିଧାନସଭା ଚତୁର୍ଥ ଥର ପାଇଁ ତାଙ୍କୁ ସମନ କରିଛି। ଅପରାହ୍ନ ୨ଟା ୫୦ରେ ସ୍ୱାଧୀକାର ଭଙ୍ଗ ମାମଲାରେ ସମନ କରି ତିନିଟା ସୁଦ୍ଧା ହାଜର ହେବା ପାଇଁ ମହାରାଷ୍ଟ୍ର ବିଧାନସଭା ସମନ୍ କରିଥିଲା। ଯଦି ହାଜର ନହେବେ ତାହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବିଧାନସଭା ଦେଇଥିବା ନୋଟିସରେ […]

Arnab_Goswami

Arnab_Goswami

Subhransu Sekhar
  • Published: Friday, 16 October 2020
  • Updated: 16 October 2020, 08:45 PM IST

ମୁମ୍ୱାଇ: ବିଭିନ୍ନ ଖବର ପ୍ରସାରଣ କରି ଏବେ ନିଜେ ଖବର ପାଲଟିଛନ୍ତି ରିପବ୍ଲିକ୍ ଟିଭିର ପ୍ରତିଷ୍ଠାତା ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଆଜି ମହାରାଷ୍ଟ୍ର ବିଧାନସଭା ଚତୁର୍ଥ ଥର ପାଇଁ ତାଙ୍କୁ ସମନ କରିଛି। ଅପରାହ୍ନ ୨ଟା ୫୦ରେ ସ୍ୱାଧୀକାର ଭଙ୍ଗ ମାମଲାରେ ସମନ କରି ତିନିଟା ସୁଦ୍ଧା ହାଜର ହେବା ପାଇଁ ମହାରାଷ୍ଟ୍ର ବିଧାନସଭା ସମନ୍ କରିଥିଲା। ଯଦି ହାଜର ନହେବେ ତାହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବିଧାନସଭା ଦେଇଥିବା ନୋଟିସରେ କୁହାଯାଇଛି। ରିପବ୍ଲିକ ଟିଭି ପକ୍ଷରୁ ହୋଇଥିବା ଟ୍ୱିଟରେ ଏହା କୁହାଯାଇଛି।

ତେବେ ଏଭଳି ହଠାତ୍ ସମନ୍ ପାଇବା ପରେ ରିପବ୍ଲିକ ଟିଭି ମଧ୍ୟ ସମାନ ଖବର ପ୍ରସାରଣ କରିଛି। ଯେଉଁଥିରେ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ସାମ୍ୱିଧାନିକ ପ୍ରକ୍ରିୟା ଭାଙ୍ଗିଯାଇଛି। ବିଧାନସଭା ପକ୍ଷରୁ ଆସିଥିବା ସମସ୍ତ ପ୍ରକାର ନୋଟିସର ଜବାବ ଦିଆଯାଇଛି। ହେଲେ ବିଧାନସଭା ଗ୍ରହଣ କରିନଥିବା ସେ କହିଛନ୍ତି।

https://twitter.com/republic/status/1317062262096490497

ମହାରାଷ୍ଟ୍ର ବିଧାନସଭା ଦ୍ୱାରା ପ୍ରଥମେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୬ ସେପ୍ଟେମ୍ବରରେ ଦିଆଯାଇଥିଲା। ରାଜ୍ୟ ବିଧାନସଭାର ଦୁଇ ଦିନିଆ ମୌସୁମୀ ଅଧିବେଶନରେ ଉଦ୍ଧବ ଠାକରେ ଏବଂ ଶରଦ ପାୱାର ଏବଂ ଅନ୍ୟ ମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହାରାଷ୍ଟ୍ର ବିଧାନସଭା ସ୍ପଷ୍ଟୀକରଣ ମାଗିଥିଲେ।

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଖବର ପ୍ରସାରଣ ସମୟରେ ରିପବ୍ଲିକ୍ ଟିଭି ମୁଖ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଯେଉଁଭଳି ଭାବେ ସମ୍ବୋଧିତ କରିଥିଲେ, ସେଥିରେ ଆପତ୍ତି ଉଠାଇ ଶିବସେନା ବିଧାୟକ ପ୍ରତାପ ସୈନିକ ଏଭଳି ଆବେଦନ କରିଥିଲେ।

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଦ୍ୱିତୀୟ ସମନ ଅକ୍ଟୋବର ୨୦ରେ ହୋଇଥିଲା। ଗୋସ୍ୱାମୀଙ୍କୁ ତୃତୀୟ ସମନ ଅକ୍ଟୋବର ୧୩ ତାରିଖରେ ହୋଇଛି। ଯେଉଁଥିରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବାଚସ୍ପତିଙ୍କ ଅନୁମତି ବିନା ସୁପ୍ରିମକୋର୍ଟରେ ବିଧାନସଭା ପ୍ରକ୍ରିୟାର ଏକ କପି ଦାଖଲ କରିବାର ଅଧିକାର ଉଲ୍ଲଂଘନ କରି ନୋଟିସ୍ ଜାରି କରାଯାଇଛି। ଏ ନେଇ ଅକ୍ଟୋବର ୧୫ ସୁଦ୍ଧା ଏକ ଲିଖିତ ସ୍ପଷ୍ଟୀକରଣ ମଗାଯାଇଛି ବୋଲି ବୁଧବାର ବିଧାନସଭା ସଚିବ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story