ଗାନ୍ଧିଙ୍କ ମାର୍ଗ ଅନୁସରଣ କର, ଈଶ୍ୱର ସଜାଇ ଦିଅନି: ନୀତୀଶ

ପାଟନା: ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆହ୍ୱାନ କରିଛନ୍ତି ଗାନ୍ଧିଙ୍କ ମାର୍ଗ ଅନୁସରଣ କରିବା ଠିକ୍‌, କିନ୍ତୁ ତାଙ୍କର ଇଶ୍ୱର ସଜାଇ ପୂଜା କରିବା ଠିକ୍‌ ନୁହେଁ। ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ସେ ଏକ ଆଲୋଚନାଚକ୍ରରେ କହିଛନ୍ତି, ଲୋକେ ଏବେ ପଢ଼ାପଢ଼ି ଛାଡ଼ି ଦେଇଛନ୍ତି। ସେମାନେ ସୋଶାଲ ମିଡିଆରେ ଆସିଥିବା ବିଷୟ ପ୍ରତି ଭାରି ଆଗ୍ରହୀ ହେଉଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, ଆଜିର ଯୁବ ସମାଜ ଯଦି ଗାନ୍ଧିଙ୍କ ମାର୍ଗକୁ ସାମାନ୍ୟ […]

nitish

nitish

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 10:32 PM IST

Sports

Latest News

ପାଟନା: ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆହ୍ୱାନ କରିଛନ୍ତି ଗାନ୍ଧିଙ୍କ ମାର୍ଗ ଅନୁସରଣ କରିବା ଠିକ୍‌, କିନ୍ତୁ ତାଙ୍କର ଇଶ୍ୱର ସଜାଇ ପୂଜା କରିବା ଠିକ୍‌ ନୁହେଁ। ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ସେ ଏକ ଆଲୋଚନାଚକ୍ରରେ କହିଛନ୍ତି, ଲୋକେ ଏବେ ପଢ଼ାପଢ଼ି ଛାଡ଼ି ଦେଇଛନ୍ତି। ସେମାନେ ସୋଶାଲ ମିଡିଆରେ ଆସିଥିବା ବିଷୟ ପ୍ରତି ଭାରି ଆଗ୍ରହୀ ହେଉଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ, ଆଜିର ଯୁବ ସମାଜ ଯଦି ଗାନ୍ଧିଙ୍କ ମାର୍ଗକୁ ସାମାନ୍ୟ ଅନୁସରଣ କରନ୍ତା ଆମ ଦେଶ ଓ ସମାଜରେ ବହୁତ ସଂସ୍କାର ଆସନ୍ତା। କିନ୍ତୁ ତାଙ୍କୁ ଈଶ୍ୱର ସଜାଇବା ଉଚିତ ନୁହେଁ। ଏହା ଫଳରେ ତାଙ୍କୁ କେବଳ ପୂଜା କରିବାରେ ଆମେ ସୀମିତ ରହିଯିବା।

ଗାନ୍ଧି ଉଲ୍ଲେଖ କରିଥିବା ପାପ ସବୁ ବାବଦରେ ସେ କହିଥିଲେ, କାମ ବିନା ଧନ, ନୈତିକତା ବିନା ଆନନ୍ଦ, ଚରିତ୍ର ବିନା ଜ୍ଞାନ ଏବଂ ନୀତି ବିନା ରାଜନୀତି ଆଦିକୁ ଗାନ୍ଧି ପାପ ବୋଲି କହିଥିଲେ। ନୀତୀଶ କହିଥିଲେ, ଗାନ୍ଧି ଆଉ ଗୋଟିଏ ପାପ କଥା କହିଥିଲେ, ମାନବିକତା ବିନା ବିଜ୍ଞାନ। ଆମେ ଏଭଳି ଏକ ସମୟରେ ବଞ୍ଚୁଛେ ଯେତେବେଳେ ସୋଶାଲ ମିଡିଆରେ ଅଳିଆ ଗଦା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story