ଶଳା- ଭିଣୋଇ ଯୋଡ଼ିଙ୍କ ଚୋରି କାରନାମା

ନୂଆଦିଲ୍ଲୀ: ଚୋରି କରି ଫେରାର୍‌ ହେବାକୁ ପ୍ରୟାସ କରୁଥିବା ଶଳା– ଭିଣୋଇ ଯୋଡ଼ିକୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ର କହିବା ଅନୁଯାୟୀ ଏହି ଯୋଡ଼ି ଗତ ୪ବର୍ଷ ହେବ ଚୋରିକରି ଆସୁଛନ୍ତି। ପୂର୍ବରୁ ଉଭୟ ଜେଲ୍‌ ଯାଇ ମଧ୍ୟ ଫେରିଛନ୍ତି।   ଏହି ଚୋର ଶଳା– ଭିଣୋଇ ଯୋଡ଼ି ଏଥିପାଇଁ ସ୍ୱତନ୍ତ୍ର ଯେ, ଏମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବା ମାତ୍ରେ ଅନ୍ୟ ଜଣେ ଆପେ ଆପେ ଆସି ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚି ଯାଆନ୍ତି।   ମିଳିଥିବା ସୂଚନା […]

crime_1549586738_618x347

crime_1549586738_618x347

Biswobandita Swain
  • Published: Friday, 08 February 2019
  • Updated: 08 February 2019, 03:20 PM IST

Sports

Latest News

ନୂଆଦିଲ୍ଲୀ: ଚୋରି କରି ଫେରାର୍‌ ହେବାକୁ ପ୍ରୟାସ କରୁଥିବା ଶଳା- ଭିଣୋଇ ଯୋଡ଼ିକୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ର କହିବା ଅନୁଯାୟୀ ଏହି ଯୋଡ଼ି ଗତ ୪ବର୍ଷ ହେବ ଚୋରିକରି ଆସୁଛନ୍ତି। ପୂର୍ବରୁ ଉଭୟ ଜେଲ୍‌ ଯାଇ ମଧ୍ୟ ଫେରିଛନ୍ତି।
 
ଏହି ଚୋର ଶଳା- ଭିଣୋଇ ଯୋଡ଼ି ଏଥିପାଇଁ ସ୍ୱତନ୍ତ୍ର ଯେ, ଏମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବା ମାତ୍ରେ ଅନ୍ୟ ଜଣେ ଆପେ ଆପେ ଆସି ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚି ଯାଆନ୍ତି।
 
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପଶ୍ଚିମ ଦିଲ୍ଲୀରେ ବାଇକ୍‌ ଚୋରି ମାମଲା ବଢ଼ିବାରେ ଲାଗିଥିଲା। ଏସବୁରେ ରୋକ୍‌ ଲଗାଇବା ପାଇଁ ପୁଲିସ୍‌ ରାତିରେ ପ୍ୟାଟ୍ରୋଲିଂ ଆରମ୍ଭ କରିଥିଲା। ଏହି ସମୟରେ ପୁଲିସ୍‌ ନଜରରେ ଆସିଥିଲେ ଶଳା- ଭିଣୋଇ ଯୋଡ଼ି ।
 
ଏହି ଦୁଇ ଜଣ ବିନା ନମ୍ବର ପ୍ଲେଟ୍‌ର ବାଇକ୍‌ରେ ଯାଉଥିଲେ। ପୁଲିସ୍‌ ଯେତେବେଳେ ଦୁହିଁଙ୍କୁ ଅଟକାଇବାକୁ ଚେଷ୍ଟା କଲା, ଦୁହେଁ ବାଇକ୍‌ରୁ ଓହ୍ଲାଇ ଦୌଡ଼ିବାରେ ଲାଗିଲେ। ସେତେବେଳେ ପୁଲିସ୍‌ କୌଶଳକ୍ରମେ ଦୁହିଁଙ୍କୁ ଧରିନେଇଥିଲା। ପଚରାଉଚରା କରିବାରୁ ଜଣାପଡ଼ିଲା ଯେ, ସେମାନେ ହରିଦାସ ନଗରରୁ ବାଇକ୍‌ ଚୋରି କରିବା ପରେ ତା'ର ନମ୍ବର ପ୍ଲେଟ୍‌ କାଢ଼ିଦେଇଥିଲେ ଓ ଗାଡ଼ି ନେଇ ଖସି ପଳାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story