ଅଝଟ ହେଲା ଅଭିଶାପ: ‘ମୋମୋ’ ପାଇଁ ବାପା ନେଇଗଲା ପୁଅର ଜୀବନ

ନୂଆଦିଲ୍ଲୀ:ସନ୍ତାନସନ୍ତିଙ୍କ ସବୁ ଅଳିଅର୍ଦ୍ଦଳି ଏବଂ ଯନ୍ତ୍ରଣାକୁ ନୀଳକଣ୍ଠ ପରି ପାନ କରି ସେମାନଙ୍କ ମୁହଁରେ ହସ ଫୁଟାଉଥିବା ମଣିଷ ହେଉଛି ବାପା। ପିଲାର ଖୁସି ପାଇଁ ନିଜର ସବୁ ହସଖୁସିକୁ ଦୁନିଆରେ ଯଦି କେହି  ଜଳାଞ୍ଜଳି ଦେଇ ପାରନ୍ତି ସେ ହେଉଛନ୍ତି ବାପାମା’। ପିଲାଟିଏ ସାନ ହେଉ କି ବଡ଼ ବାପାମା’ଙ୍କ ପାଖରେ ହିଁ ସେ ଅଝଟ ଓ ଅମାନିଆ ହୋଇପାରେ। ହେଲେ ସେହି ଅଳି ଅର୍ଦ୍ଦଳି ଜଣେ ୬ ବର୍ଷର ପିଲାପାଇଁ ଅଭିଶାପ ପାଲିଟିଛି। ଆଉ […]

jaitpur

jaitpur

Rakesh Mallick
  • Published: Monday, 28 May 2018
  • Updated: 28 May 2018, 06:16 PM IST

ନୂଆଦିଲ୍ଲୀ:ସନ୍ତାନସନ୍ତିଙ୍କ ସବୁ ଅଳିଅର୍ଦ୍ଦଳି ଏବଂ ଯନ୍ତ୍ରଣାକୁ ନୀଳକଣ୍ଠ ପରି ପାନ କରି ସେମାନଙ୍କ ମୁହଁରେ ହସ ଫୁଟାଉଥିବା ମଣିଷ ହେଉଛି ବାପା। ପିଲାର ଖୁସି ପାଇଁ ନିଜର ସବୁ ହସଖୁସିକୁ ଦୁନିଆରେ ଯଦି କେହି  ଜଳାଞ୍ଜଳି ଦେଇ ପାରନ୍ତି ସେ ହେଉଛନ୍ତି ବାପାମା’। ପିଲାଟିଏ ସାନ ହେଉ କି ବଡ଼ ବାପାମା’ଙ୍କ ପାଖରେ ହିଁ ସେ ଅଝଟ ଓ ଅମାନିଆ ହୋଇପାରେ। ହେଲେ ସେହି ଅଳି ଅର୍ଦ୍ଦଳି ଜଣେ ୬ ବର୍ଷର ପିଲାପାଇଁ ଅଭିଶାପ ପାଲିଟିଛି। ଆଉ ତା’ର ଏଇ ଅଝଟିଆପଣ ପାଇଁ  ଆଜି ତା’ ଜୀବନ ଚାଲିଯାଇଛି। ପୁଅ ମୋମୋ ଖାଇବାରୁ ଅଡି ବସିବାରୁ କେନାଲକୁ ଫିଙ୍ଗି ତାର ଜୀବନ ନେଇଯାଇଛି ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ଜେତ୍‌ପୁର ଅଞ୍ଚଳରେ।

ସୂଚନା ମୁତାବକ, ପିଲାଟି ମୋମୋ ଖାଇବାକୁ ଅଝଟ କରି କନ୍ଦାକଟା କରୁଥିଲା। ଆଉ ତା’ର ୩୧ ବର୍ଷିୟ ବାପା ମାତାଲ ଅବସ୍ଥାରେ ପିଲାଟିକୁ ଆଗ୍ରାର ଖାଦର କେନାଲକୁ ଫିଙ୍ଗି ଦେଇଥିଲେ। ଗତକାଲି ପୋଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା।

ତଦନ୍ତ ବେଳେ ଜଣାପଡ଼ିଲା ଯେ, ଶନିବାର ରାତିର ମଦ ପିଇଥିବା ସଞ୍ଜୟ ଅଲ୍‌ଓ୍ଵି ତାଙ୍କର ପୁଅ ଆୟାନ୍‌କୁ ନେଇ ଖାଦର ପୁଲିୟା ଆସିଥିଲେ। ପୁଅଟି ମୋମୋ ପାଇଁ ଜିଦ କରିଥିଲା। ଆଉ ଏଥିରେ ବିରକ୍ତି ହୋଇ ନିଜ ହିତାହିତ ଜ୍ଞାନକୁ ଭୁଲି ଯାଇଥିଲେ ସଞ୍ଜୟ। ଆଉ କଂସେଇ ସାଜି ହଠାତ୍‌ ପୁଅଟିକୁ ଖାଦର ପୁଲିୟାରୁ କେନାଲ ମଧ୍ୟକୁ ଫିଙ୍ଗି ଦେଇଥିଲେ।

ସେଠାରେ ଉପସ୍ଥିତ ଲୋକେ ଏ ବିଷୟରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସ୍ଥାନୀୟ ଦମକଳ ବାହିନୀ, ଉଦ୍ଧାରକାରୀ ଦଳ, ବିପର୍ଯ୍ୟୟ ପ୍ରଶମନ ଦଳଙ୍କୁ ଡକାଇ ପିଲାଟିର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ବିଳମ୍ବିତ ରାତି ସୁଦ୍ଧା ସେମାନେ ତାକୁ ଠାବ କରିବାରେ ଅସଫଳ ହୋଇଥିଲେ।

ପରଦିନ ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଚାଲୁ ରହିବା ପରେ ପିଲାଟିର ଶବ କେନାଲରୁ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ବାପା ଜଣେ ରିକ୍ସା ଚାଳକ। ପୋଲିସ ୩୦୨ ଦଫା ଅନୁଯାୟୀ ସଞ୍ଜୟଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story