ଗୋଟିଏ ବେଦୀରେ ଜଣେ ବର ଦୁଇ କନ୍ୟା

ଭୋପାଳ: କରୋନା ମହାମାରୀ ବେଳେ ଅଜବ ବିବାହ ଦେଖିବାକୁ ମିଳିଛି। ଗୋଟିଏ ବେଦୀରେ ଜଣେ ବର ନିଜ ପ୍ରେମିକାକୁ ବିବାହ କରିବା ସହିତ ବାପା ମା’ ପସନ୍ଦ କରିଥିବା ଝିଅକୁ ମଧ୍ୟ ଏକା ସାଙ୍ଗରେ ବିବାହ କରିଛନ୍ତି। ଏଭଳି ନିଆରା ବାହାଘର ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି। ବର ପାଖରେ ବସିଥିବା କନ୍ୟା ଜଣକ ତାଙ୍କ ପ୍ରେମିକା ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣେ ବରର ପରିବାର ଲୋକେ ଦେଖିଥିବା ଝିଅ। ମଧ୍ୟପ୍ରଦେଶର […]

MARRIAGE VIRAL

MARRIAGE VIRAL

Subhransu Sekhar
  • Published: Sunday, 12 July 2020
  • Updated: 12 July 2020, 04:01 PM IST

Sports

Latest News

ଭୋପାଳ: କରୋନା ମହାମାରୀ ବେଳେ ଅଜବ ବିବାହ ଦେଖିବାକୁ ମିଳିଛି। ଗୋଟିଏ ବେଦୀରେ ଜଣେ ବର ନିଜ ପ୍ରେମିକାକୁ ବିବାହ କରିବା ସହିତ ବାପା ମା’ ପସନ୍ଦ କରିଥିବା ଝିଅକୁ ମଧ୍ୟ ଏକା ସାଙ୍ଗରେ ବିବାହ କରିଛନ୍ତି। ଏଭଳି ନିଆରା ବାହାଘର ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି। ବର ପାଖରେ ବସିଥିବା କନ୍ୟା ଜଣକ ତାଙ୍କ ପ୍ରେମିକା ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣେ ବରର ପରିବାର ଲୋକେ ଦେଖିଥିବା ଝିଅ।

ମଧ୍ୟପ୍ରଦେଶର ବୈତୁଲ ନିବାସୀ ସନ୍ଦୀପ ଉଇକେ ଜୁଲାଇ 8 ତାରିଖରେ ଘୋଡାଡୋଗରି ବ୍ଲକର କେରିଆ ଗାଁରେ ଏହି ଅଜବ ବାହାଘର ହୋଇଥିବା ଜଣାପଡ଼ିଛି।

https://twitter.com/Anurag_Dwary/status/1281866569954426880

ସନ୍ଦୀପ ଏବେ ଦୁଇ ଜଣ ଝିଅକୁ ବିବାହ କରିଛନ୍ତି। ସେଥିମଧ୍ୟରୁ ଜଁଣେ ହୋଶଂଗାବାଦ ଜିଲ୍ଲାର ଆଉ ଜଣେ କୋୟଲାରୀ ଗାଁର।  ଭୋପାଳରେ ସନ୍ଦୀପ ପାଠ ପଢ଼ୁଥିବା ବେଳେ ହୋଶାଂଗାବାଦର ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅନ୍ୟପଟେ ସନ୍ଦୀପଙ୍କ ବାପା-ମା ପୂର୍ବରୁ ତାଙ୍କ ପାଇଁ ଝିଅ ଖୋଜି ସାରିଥିଲେ। ବିବାହକୁ ନେଇ ବିବାଦ ବଢ଼ିବାରୁ ଗାଁରେ ପଞ୍ଚାୟତ ବସିଥିଲା। ପଞ୍ଚାୟତର ନିର୍ଯାସ ବାହାରିଥିଲା ଯେ, ଉଭୟ ଝିଅ ସନ୍ଦୀପଙ୍କୁ ବିବାହ କରିବା ପାଇଁ ରାଜି ଅଛନ୍ତି। ଉଭୟ ଝିଅ ମଧ୍ୟ ବିବାହ ନେଇ କୌଣସି ଆପତ୍ତି ନଥିବା ପଞ୍ଚାୟତ ଆଗରେ କହିଥିଲେ। ଏହାପରେ ଉଭୟ ଝିଅ ସନ୍ଦୀପଙ୍କୁ ଗୋଟିଏ ବେଦୀରେ ବିବାହ କରିଛନ୍ତି।

ଏହି ବାହାଘର କେରିଆ ଗାଁରେ ଆୟୋଜିତ ହୋଇଥିଲା। ପଞ୍ଚାୟତର ନିଷ୍ପତ୍ତିକୁ ତିନି ପରିବାର ଗ୍ରହଣ କରିଥିଲେ। ଆଉ ସମସ୍ତ ପରିବାର ବିବାହରେ ଯୋଗ ଦେଇଥିଲେ। ତେବେ ଏହା ପ୍ରଥମ ଘଟଣା ଯେଉଁଠି ଗୋଟିଏ ବେଦୀରେ ଜଣେ ବର ଦୁଇ କନ୍ୟାକୁ ବିବାହ କରୁଛି। ଆଗରୁ ଏମିତିକା ବିବାହ ହୋଇନଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story