ମନ୍ଦସୌର: ଜଣେ ୧୯ ବର୍ଷୀୟ ଝିଅ ପ୍ରେମିକ ସହ ଘର ଛାଡ଼ି ଚାଲଯିବା ପରେ ତାଙ୍କ ବାପା ଝିଅକୁ ମୃତ ଘୋଷଣା କରିଛନ୍ତି। ଏଥି ସହିତ ବଞ୍ଚିଥିବା ଝିଅର ସ୍ମୃତିରେ ପାରମ୍ପରିକ ଭାବେ ଶୁଦ୍ଧିକ୍ରିୟା ପାଇଁ ଆୟୋଜନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଝିଅ ଜଣଙ୍କ ଗତ ୨୫ ତାରିଖରେ ଘର ଛାଡ଼ି ପଳାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ତାଙ୍କ ବାପା ଗତକାଲି ହିଁ ନିଜ ଗାଁରେ ଥିବା କମ୍ୟୁନିଟି ସେଣ୍ଟରରେ ପାରମ୍ପରିକ ଭାବେ ଶୁଦ୍ଧିକ୍ରିୟା କରାଇଥିଲେ। ଝିଅଟି ସତରେ ମରିଥିଲେ ଯେଉଁଭଳି ଶୁଦ୍ଧିକ୍ରିୟା ହୋଇଥାନ୍ତା ସେ ଠିକ ସେଇଭଳି କରାଇଥିଲେ। ସେ ଏହି ଶୁଦ୍ଧିକ୍ରିୟା ପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଛପାଇଥିଲେ। ସେ ଗାଁ ଲୋକ ଏବଂ ବନ୍ଧୁବର୍ଗଙ୍କ ମଧ୍ୟରେ ଏହାକୁ ବାଣ୍ଟି ଦେଇଥିଲେ। କାରଣ, ତାଙ୍କ ପାଇଁ ତାଙ୍କ ଝିଅ ମରିଯାଇଛି ବୋଲି ଦୁନିଆକୁ ଜଣାଇବା ପାଇଁ ଚାହୁଁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ହାଇକୋର୍ଟଙ୍କ ସାଂଘାତିକ ରୁଲିଂ: ମୃତଦେହ ସହ ସେକ୍ସ କରିବା ଦୁଷ୍କର୍ମ ନୁହେଁ
ଜଣେ ନାବାଳିକାଙ୍କ ମୃତଦେହ ସହ ଦୁଷ୍କର୍ମ କରିବା ଅଭିଯୋଗରେ ନୀଲୁ ନାଗେଶ ନିକଟରେ ତଳ କୋର୍ଟରେ ଦୋଷମୁକ୍ତ ହୋଇଥିଲେ।
National
୫୦ ଲକ୍ଷ ଟଙ୍କା ଦେଲେ ପୁଷ୍ପା-୨ ନିର୍ମାତା; ଅଲ୍ଲୁ ଅର୍ଜୁନ ଦାୟୀ ନୁହନ୍ତି କହିଲେ ମୃତକଙ୍କ ସ୍ୱାମୀ
ଥାନାରେ କରିଥିବା ଅଭିଯୋଗ ମଧ୍ୟ ଉଠାଇନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ମୃତ ମହିଳାଙ୍କ ସ୍ୱାମୀ। ପୁଅ ୨୦ ଦିନ ହେଲା କୋମାରେ, କିଛି ଜାଣିପାରୁନି।
National
ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଜଷ୍ଟିସ ଭି.ରାମସୁବ୍ରମଣ୍ୟମ
ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କୁ ଜାତୀୟ ମାନବାଧିକାର କମିଶନର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ଚଳିତବର୍ଷ ଜୁନ ୧ରେ ଶେଷ ହୋଇଥିଲା।
National
ହସ୍ପିଟାଲ ବେଡରେ ବିନୋଦ କାମ୍ବଲି
ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି। କିନ୍ତୁ ଏବେ ସେ ବିପଦ ମୁକ୍ତ ହୋଇ ନଥିବା ଆଇଏଏନଏସ୍ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।