ସ୍ତ୍ରୀଠୁ ଧାର ନେଇ କିଣିଥିଲେ ଲଟେରୀ ଟିକେଟ୍‌ , ଜିତିଲେ ୨୮କୋଟି

ଦୁବାଇ: ଚାକିରି କରିବାକୁ ଦୁବାଇ ଯାଇ କାମ ନ ମିଳିବାରୁ ସେଠାରୁ ହତାଶ ହୋଇ ଫେରିଥିଲେ। କିନ୍ତୁ ସେଠାରୁ ଫେରିବାର କିଛି ଦିନ ପରେ ସେ ଏମିତି ଖବର ପାଇଛନ୍ତି ଯେ ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ଚକିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ବିଲାସ ରିକ୍କାଲା ନାମକ ଜଣେ ବ୍ୟକ୍ତି ୪ ମିଲିଅନ୍‌ ଡଲାର ଅର୍ଥାତ ୨୭,୮୬,୬୭,୬୦୦ ଟଙ୍କାର ପୁରସ୍କାର ଜିତିଛନ୍ତି। ବିଲାସ ଦୁବାଇରୁ ଗତ ୪୫ ଦିନ ତଳେ ହତାଶ ହୋଇ ଭାରତ ଫେରିଆସିଥିଲେ। ଆଜି […]

dubai

dubai

Subrat Kumar Nayak
  • Published: Sunday, 04 August 2019
  • Updated: 04 August 2019, 09:23 PM IST

Sports

Latest News

ଦୁବାଇ: ଚାକିରି କରିବାକୁ ଦୁବାଇ ଯାଇ କାମ ନ ମିଳିବାରୁ ସେଠାରୁ ହତାଶ ହୋଇ ଫେରିଥିଲେ। କିନ୍ତୁ ସେଠାରୁ ଫେରିବାର କିଛି ଦିନ ପରେ ସେ ଏମିତି ଖବର ପାଇଛନ୍ତି ଯେ ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ଚକିତ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ବିଲାସ ରିକ୍କାଲା ନାମକ ଜଣେ ବ୍ୟକ୍ତି ୪ ମିଲିଅନ୍‌ ଡଲାର ଅର୍ଥାତ ୨୭,୮୬,୬୭,୬୦୦ ଟଙ୍କାର ପୁରସ୍କାର ଜିତିଛନ୍ତି।

ବିଲାସ ଦୁବାଇରୁ ଗତ ୪୫ ଦିନ ତଳେ ହତାଶ ହୋଇ ଭାରତ ଫେରିଆସିଥିଲେ। ଆଜି ତାଙ୍କୁ ଖବର ମିଳିଲା ଯେ ସେ ‘ବିଗ୍‌ ଟିକେଟ୍‌ ଲଟେରୀ’ର ବିଜେତା ହୋଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି ଏହି ଲଟେରୀ ପାଇଁ ଟଙ୍କା ସେ ତାଙ୍କ ସ୍ତ୍ରୀଠାରୁ ଧାର ଆଣିଥିଲେ।

ବିଲାସ ଏବଂ ତାଙ୍କ ପତ୍ନୀ ଗାଁରେ ଚାଷବାସ କରନ୍ତି। ଏଥିରୁ ବର୍ଷକୁ ୩ ଲକ୍ଷ ଟଙ୍କା ଯାଏ ରୋଜଗାର ହୁଏ। ତାଙ୍କର ୨ ଝିଅ ମଧ୍ୟ ଅଛନ୍ତି। ତେବେ ପରିବାର ଚଳାଇବା ପାଇଁ ଏତିକି ଟଙ୍କା ଯଥେଷ୍ଟ ନ ହେବାରୁ ସେ ଦୁବାଇ ପଳାଇଥିଲେ। ସେଠାରେ ଗତ ୨ ବର୍ଷ ଧରି ସେ ଲଟେରୀ ଟିକେଟ୍‌ କିଣି ଆସୁଥିଲେ। ଏଥର ସେ ପତ୍ନୀଙ୍କଠାରୁ ୨୦ ହଜାର ଟଙ୍କା ଧାର ନେଇ ତାଙ୍କର ଜଣେ ସାଙ୍ଗ ରବିଙ୍କ ସହାୟତାରେ ୩ଟି ଦୁବାଇର ଲଟେରୀ ଟିକେଟ୍‌ କିଣିଥିଲେ। ଏବେ ପୁରସ୍କାର ମିଳିବା ପରେ ଏହାର ଶ୍ରେୟ ସେ ପତ୍ନୀଙ୍କୁ ହିଁ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story