ମୁହଁରେ ବାନ୍ଧିଛନ୍ତି ସୁନାର ମାସ୍କ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଏବେ ସମସ୍ତେ ମାସ୍କ ଲଗାଇବା ଜରୁରୀ। ଯିଏ ନ ପିନ୍ଧିବେ ସିଏ ଧରାପଡ଼ିଲେ ଜୋରିମାନା ଗଣିବେ। ଏବେ ଲୋକମାନେ ରୁମାଲ ଭଳି ମାସ୍କକୁ ମଧ୍ୟ ବ୍ୟବହାର କରୁଛନ୍ତି। ବଜାରରେ ଭଳିକି ଭଳି ମାସ୍କ ମଧ୍ୟ ବିକ୍ରି ହେଉଛି। ଏ ସବୁର ଦାମ୍ ୧୦ ଟଙ୍କାର ଆରମ୍ଭ ହେଉଛି। କିଛି କପଡାରେ ତିଆରି ହୋଇଛି, ଆଉ କିଛି କପଡା ସହିତ ଅନ୍ୟାନ୍ୟ ଜିନିଷରେ ମିଶି ତିଆରି ହୋଇଛି। ଏବେ କିନ୍ତୁ ମହାରାଷ୍ଟ୍ରର ପୁଣେ […]

golden mask

golden mask

Subhransu Sekhar
  • Published: Saturday, 04 July 2020
  • Updated: 04 July 2020, 09:23 AM IST

Sports

Latest News

ମୁମ୍ୱାଇ: କରୋନା ମହାମାରୀ ପାଇଁ ଏବେ ସମସ୍ତେ ମାସ୍କ ଲଗାଇବା ଜରୁରୀ। ଯିଏ ନ ପିନ୍ଧିବେ ସିଏ ଧରାପଡ଼ିଲେ ଜୋରିମାନା ଗଣିବେ। ଏବେ ଲୋକମାନେ ରୁମାଲ ଭଳି ମାସ୍କକୁ ମଧ୍ୟ ବ୍ୟବହାର କରୁଛନ୍ତି। ବଜାରରେ ଭଳିକି ଭଳି ମାସ୍କ ମଧ୍ୟ ବିକ୍ରି ହେଉଛି। ଏ ସବୁର ଦାମ୍ ୧୦ ଟଙ୍କାର ଆରମ୍ଭ ହେଉଛି। କିଛି କପଡାରେ ତିଆରି ହୋଇଛି, ଆଉ କିଛି କପଡା ସହିତ ଅନ୍ୟାନ୍ୟ ଜିନିଷରେ ମିଶି ତିଆରି ହୋଇଛି।

ଏବେ କିନ୍ତୁ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିଂପରୀ ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ଏକ ମାସ୍କ କିଣି ପିନ୍ଧିଛନ୍ତି। ଯାହାର ଦାମ ୨.୮୯ ଲକ୍ଷ। ଏହା ସୁନାରେ ତିଆରି ହୋଇଛି।

ଶଙ୍କର କହିଛନ୍ତି, ଏହା ଏକ ପତଳା ମାସ୍କ। ଏଥିରେ ଅନେକ ଛୋଟ ଛୋଟ କଣା ରହିଛି। ତେଣୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେବ ନାହିଁ। ତେବେ ଏହା କରୋନା ମୁକାବିଲାରେ କେତେ ସହାୟକ ହେବ ସେ ଜାଣିନଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos