ବିଧାନସଭା ନିର୍ବାଚନ:  ଆଉ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଆଉ ୧୦୦ ଜଣ ପ୍ରାର୍ଥୀଙ୍କ ତାଲିକା  ଘୋଷଣା କରିଛନ୍ତି ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଏହି ତାଲିକାରେ  ଲକ୍ଷ୍ମୌ,କାନପୁର,ଉନ୍ନାଓ ଓ ସୀତାପୁରର ଆଶାୟୀଙ୍କ ନାମ ରହିଛି। ଗୁରୁବାର ମଧ୍ୟ ବିଏସପି ପକ୍ଷରୁ ୧୦୦ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଥିଲା। ବୁଧବାର ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ସବୁ ଦଳ ସ୍ରକିୟ ହୋଇପଡ଼ିଛନ୍ତି। ଉତ୍ତର ପ୍ରଦେଶରେ ୪୦୩ଟି ବିଧାନସଭା […]

mayabati

mayabati

Rakesh Mallick
  • Published: Friday, 06 January 2017
  • Updated: 06 January 2017, 12:58 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଆଉ ୧୦୦ ଜଣ ପ୍ରାର୍ଥୀଙ୍କ ତାଲିକା  ଘୋଷଣା କରିଛନ୍ତି ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଏହି ତାଲିକାରେ  ଲକ୍ଷ୍ମୌ,କାନପୁର,ଉନ୍ନାଓ ଓ ସୀତାପୁରର ଆଶାୟୀଙ୍କ ନାମ ରହିଛି।

ଗୁରୁବାର ମଧ୍ୟ ବିଏସପି ପକ୍ଷରୁ ୧୦୦ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଥିଲା। ବୁଧବାର ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ସବୁ ଦଳ ସ୍ରକିୟ ହୋଇପଡ଼ିଛନ୍ତି।

ଉତ୍ତର ପ୍ରଦେଶରେ ୪୦୩ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଫେବୃଆରୀ ୧୧ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ୧୫ରେ, ତୃତୀୟ ପର୍ଯ୍ୟାୟ ୧୯ରେ, ଚତୁର୍ଥ ପର୍ଯ୍ୟାୟ ୨୩ରେ ,ପଞ୍ଚମ ପର୍ଯ୍ୟାୟ ୨୭ରେ, ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ ୪ରେ  ଓ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ  ମାର୍ଚ୍ଚ ୮ରେ ହେବ।

ମାର୍ଚ୍ଚ୧୧ରେ  ଭୋଟ୍‌ ଗଣତି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story