'ମେ’୨୩ ପରେ ବିଏସ୍‌ପି-ବିଜେପି ଓ ଏସ୍‌ପି-କଂଗ୍ରେସ ମେଣ୍ଟ ହେବ'

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ଫଳାଫଳ ପରେ ଉତ୍ତର ପ୍ରଦେଶରେ ଓଲଟିଯିବ ମେଣ୍ଟ ଚିତ୍ର। ଗତ କିଛି ଦିନ ତଳେ ଏକ ସର୍ଭେ ରିପୋର୍ଟ ଏ କଥା ପ୍ରକାଶ କରିଥିଲା। ଏବେ ସମାନ କଥା ଦୋହରାଇଛନ୍ତି ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କ ସରକାରରେ ମନ୍ତ୍ରୀ ହୋଇଥିବା ନସିମୁଦ୍ଦିନ୍‌ ସିଦ୍ଦିକି। ସେ ବିଏସ୍‌ପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, ମେ’ ୨୩ ତାରିଖ ପରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଛାଡ଼ି ବିଜେପିରେ ସାମିଲ ହୋଇଯିବ ବିଏସ୍‌ପି। […]

modi mayawati

modi mayawati

Subhransu Sekhar
  • Published: Thursday, 16 May 2019
  • Updated: 16 May 2019, 01:20 PM IST

Sports

Latest News

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ଫଳାଫଳ ପରେ ଉତ୍ତର ପ୍ରଦେଶରେ ଓଲଟିଯିବ ମେଣ୍ଟ ଚିତ୍ର। ଗତ କିଛି ଦିନ ତଳେ ଏକ ସର୍ଭେ ରିପୋର୍ଟ ଏ କଥା ପ୍ରକାଶ କରିଥିଲା। ଏବେ ସମାନ କଥା ଦୋହରାଇଛନ୍ତି ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କ ସରକାରରେ ମନ୍ତ୍ରୀ ହୋଇଥିବା ନସିମୁଦ୍ଦିନ୍‌ ସିଦ୍ଦିକି। ସେ ବିଏସ୍‌ପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି।

ସେ କହିଛନ୍ତି, ମେ’ ୨୩ ତାରିଖ ପରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଛାଡ଼ି ବିଜେପିରେ ସାମିଲ ହୋଇଯିବ ବିଏସ୍‌ପି। ଏନେଇ ବିଜେପି ସହିତ ମାୟାବତୀ ଗୁପ୍ତ ଆଲୋଚନା କରିସାରିଛନ୍ତି।

ଏମିତିକି ବିଏସ୍‌ପିର ଭୋଟ୍‌ ବିଜେପିକୁ ଯାଇ ସାରିଛି ବୋଲି ପୂର୍ବତନ ବିଏସ୍‌ପି ନେତା ନସିମୁଦ୍ଦିନ ସିଦ୍ଦିକି କହିଛନ୍ତି।

ମାୟାବତୀ ବିଜେପି ସହିତ ମିଶିବା ପରେ ସମାଜବାଦୀ ପାର୍ଟି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ କଂଗ୍ରେସ ସହିତ ମେଣ୍ଟ କରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଉତ୍ତର ପ୍ରଦେଶରେ ଏକାକୀ ୭୧ଟି ଆସନ ଜିତିଥିଲା। ଏହାପରେ ୨୦୧୭ରେ ମଧ୍ୟ ବିଜେପି ଏକାକୀ ୟୁପିରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି। ତେଣୁ ବିଜେପିକୁ ରୋକିବା ପାଇଁ ଚଳିତ ନିର୍ବାଚନରେ ଏସ୍‌ପି,ବିଏସ୍‌ପି ଓ ଆରଏଲଡି ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story