ମେଘାଳୟ ଉପନିର୍ବାଚନରେ ବାଜି ମାରିଲା କଂଗ୍ରେସ

ମେଘାଳୟ : ମେଘାଳୟ ଚୋକପଟ ବିଧାନସଭା ଉପନିର୍ବାଚନରେ କଂଗ୍ରେସର ବ୍ଲୁବେଲ ସାଙ୍ଗାମା ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ଆଞ୍ଚଳିକ ଦଳ ଗାରୋ ନ୍ୟାସନାଲ କାଉନସିଲ (ଜିଏନସି)ରୁ ପ୍ରାର୍ଥୀ ହୋଇଥିବା ଫିଲିପୋଲ ଡି. ମାରାକଙ୍କୁ ୨୫୫୦ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସାଙ୍ଗାମା ୮୦୪୨ ଭୋଟ ପାଇଥିବାବେଳେ ଫିଲିପୋଲ ୫୪୯୨ ଭୋଟ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଚୋକପାଟ ଉପନିର୍ବାଚନ ଘୋଷଣା ପୂର୍ବରୁ ସାଙ୍ଗାମା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଛାଡି କଂଗ୍ରେସରେ […]

congress-logo

congress-logo

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 01:12 PM IST

Sports

Latest News

ମେଘାଳୟ : ମେଘାଳୟ ଚୋକପଟ ବିଧାନସଭା ଉପନିର୍ବାଚନରେ କଂଗ୍ରେସର ବ୍ଲୁବେଲ ସାଙ୍ଗାମା ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ଆଞ୍ଚଳିକ ଦଳ ଗାରୋ ନ୍ୟାସନାଲ କାଉନସିଲ (ଜିଏନସି)ରୁ ପ୍ରାର୍ଥୀ ହୋଇଥିବା ଫିଲିପୋଲ ଡି. ମାରାକଙ୍କୁ ୨୫୫୦ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସାଙ୍ଗାମା ୮୦୪୨ ଭୋଟ ପାଇଥିବାବେଳେ ଫିଲିପୋଲ ୫୪୯୨ ଭୋଟ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଚୋକପାଟ ଉପନିର୍ବାଚନ ଘୋଷଣା ପୂର୍ବରୁ ସାଙ୍ଗାମା ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଜିଏନଏସର ବିଧାୟକ କ୍ଲିଫୋର୍ଡ ଆର.ମାରକଙ୍କ ଅକାଳ ବିୟୋଗ ଘଟିବାରୁ ଉପ ନିର୍ବଚନ ହୋଇଥିଲା । ତେବେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ସ୍ୱର୍ଗତ ମାରକଙ୍କ ପତ୍ନୀ କଳ୍ପନା ଡି. ସାଙ୍ଗମା ୫ହଜାର ୯ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେହିଭଳି ସ୍ୱାଧୀନ ପ୍ରାର୍ଥୀ ୧୧୮୯ଟି ଭୋଟ ପାଇଥିବାବେଳେ ନୋଟାରେ ୪୨୪ଟି ଭୋଟ ଯାଇତିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶାନ୍ଥ ନାଇକ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଶନିବାର ଏହି ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା । ଏଥିରେ ରେକର୍ଡ ସଂଖ୍ୟକ ୮୩.୧୧ ପ୍ରତିଶତ ମତଦାନ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story