ମୁଫତିଙ୍କ ଝିଅଙ୍କ ଖୁଲାସା, ଘରେ ରହି ମା'ଙ୍କ ସହ ଏମିତି ହେଉଥିଲେ କଥା

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଗୋଟିଏ ଦିନ ପୂର୍ବରୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ ହୋଇ ରହିଛନ୍ତି। ଏହାପରେ ସେପ୍ଟେମ୍ୱର ୨୦ରୁ ମୁଫତିଙ୍କ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡେଲ ବ୍ୟବହାର କରୁଛନ୍ତି ତାଙ୍କ ଝିଅ ଇଲତିଜା ମୁଫତି। ଆଜି ଟୁଇଟ୍ କରି ଏକ ପୋଷ୍ଟ ଶେୟାର କରିଛନ୍ତି ଇଲତିଜା। ଯେଉଁଥିରେ ସେ କିଭଳି ତାଙ୍କ ମା’ଙ୍କ ସହ ଚିଠି ଜରିଆରେ କଥା ହେଉଥିଲେ। […]

Mufti-daughter

Mufti-daughter

Subhransu Sekhar
  • Published: Friday, 07 February 2020
  • Updated: 07 February 2020, 05:17 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ଗୋଟିଏ ଦିନ ପୂର୍ବରୁ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି ଗୃହବନ୍ଦୀ ହୋଇ ରହିଛନ୍ତି। ଏହାପରେ ସେପ୍ଟେମ୍ୱର ୨୦ରୁ ମୁଫତିଙ୍କ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡେଲ ବ୍ୟବହାର କରୁଛନ୍ତି ତାଙ୍କ ଝିଅ ଇଲତିଜା ମୁଫତି। ଆଜି ଟୁଇଟ୍ କରି ଏକ ପୋଷ୍ଟ ଶେୟାର କରିଛନ୍ତି ଇଲତିଜା। ଯେଉଁଥିରେ ସେ କିଭଳି ତାଙ୍କ ମା’ଙ୍କ ସହ ଚିଠି ଜରିଆରେ କଥା ହେଉଥିଲେ।

ଇଲତିଜା ଆଜି ଟୁଇଟ୍ କରିଥିବା ପୋଷ୍ଟରେ ଲେଖିଛନ୍ତି, ଠିକ୍ ୬ ମାସ ତଳେ ସେ ଚାହିଁଥିବା ବେଳେ ତାଙ୍କ ମା’ଙ୍କୁ ପୁଲିସ ଆସି ନେଇଯାଇଥିଲା। ଦିନ ପରେ ଦିନ ଗଡ଼ି ସପ୍ତାହ ଏବଂ ସପ୍ତାହ ପରେ ସପ୍ତାହ ଅତକ୍ରିମ କରି ମାସ ଗଡ଼ିଲା। କିଛି ଦିନ ମାନସିକ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଘରୁ ଯାଉଥିବା ଖାଇବା ଟିଫିନ ବକ୍ସ ଭିତରୁ ତାଙ୍କର(ମୁଫତି) ଚିଠି ମିଳିଥିଲା। ଏହାପରେ ସେ ମଧ୍ୟ ଟିଫିନରେ ମା’ଙ୍କ ପାଇଁ ଖାଇବା ପଠାଇବା ବେଳେ ରୁଟି ଭିତରେ ଚିଠି ଲୁଚାଇ ଦେଉଥିଲେ ବୋଲି ସେ କହିଛନ୍ତି।

ଏବେ ବି କଶ୍ମୀରର ନେତା ଗୃହବନ୍ଦୀ ହୋଇ ରହିଛନ୍ତି। ଏଭଳି ଘଟଣା ଖରାପ ସ୍ୱପ୍ନ ସହିତ ସମାନ। ସରକାର ନିଜ ଲୋକଙ୍କ ସ୍ୱର ଚପାଇବାକୁ ଯାଇ ଏଭଳି କରୁଛନ୍ତି। ଭାରତର ବିଚାରଧାରା ଉପରେ ଆକ୍ରମଣ ହେଉଛି। ଏଭଳି ସ୍ଥିତିରେ ଚୁପ୍ ରହିବା ଅପରାଧକୁ ସମର୍ଥନ କରିବା ସହିତ ସମାନ। ଏଭଳି କରି ଜମ୍ମୁ କଶ୍ମୀରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି ବୋଲି ମୁଫତିଙ୍କ ଝିଅ ଲେଖିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୪ରୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ନାଁରେ ଗତକାଲି ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍‌ଏ) ଲଗାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସେମାନେ ଦୀର୍ଘ ୬ ମାସ ହେଲା ଷ୍ଟେଟ ଗେଷ୍ଟ ହାଉସରେ ଅଟକ ଥିବା ବେଳେ ଏବେ ସେମାନଙ୍କ ନାଁରେ ପିଏସଏ ଲାଗୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story