ନୂଆଦିଲ୍ଲୀ: ଆଣ୍ଟିଗୁଆ ଏବଂ ବରବୁଡା ପ୍ରଧାନମନ୍ତ୍ରୀ ଗାଷ୍ଟନ୍ ବ୍ରାଉନି ପିଏନ୍ବି ଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କୁ ବଦମାସ କହିବା ସହ ତାଙ୍କୁ ଭାରତ ପଚରାଉଚରା କରିପାରିବ ବୋଲି କହିଛନ୍ତି।
ଏହି ୧୪୦୦ କୋଟି ଦୁର୍ନୀତି ମାମଲାର ଅଭିଯୁକ୍ତଙ୍କୁ ଭାରତୀୟ ତଦନ୍ତକାରୀ ସଂସ୍ଥା ବିନା ଦ୍ୱିଧାରେ ଆଣ୍ଟିଗୁଆ ଆସି ପଚରାଉଚରା କରିପାରିବେ ବୋଲି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ସିଟିଜେନ୍ଶିପ୍ ବାଇ ଇନ୍ଭେଷ୍ଟମେଣ୍ଟ ଜରିଆରେ ଚୋକ୍ସି ନାଗରିକତ୍ୱ ପାଇଥିଲେ। ପିଏନ୍ବି ଜାଲିଆତି ପରେ ଚୋକ୍ସି ଏହି ଉପାୟରେ ଆଣ୍ଟିଗୁଆ ଚାଲିଯାଇଥିଲେ। ଭାରତୀୟ ତଦନ୍ତକାରୀ ସଂସ୍ଥା ଠିକ୍ ସମୟରେ ଆମକୁ ଚୋକ୍ସିଙ୍କ ବାବଦରେ ସୂଚନା ଦେଇଥିଲେ ଏହା ହୋଇପାରିନଥା’ନ୍ତା। କିନ୍ତୁ ଏବେବି ଡେରି ହୋଇନି, ଖୁବ୍ ଶୀଘ୍ର ଚୋକ୍ସି ଭାରତ ଫେରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।
National
ମିଲିଟାରୀ ଅଞ୍ଚଳରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପରିବାର ଲୋକ ଆଣିଲେ ଦୁଷ୍କର୍ମ ଅଭିଯୋଗ
ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣଙ୍କ ନିଖୋଜ ରହିଥିଲେ। ବାପା ମା’ ରାତି ତମାମ ନିଖୋଜ ଝିଅକୁ ଖୋଜିଥିଲେ ହେଁ କୌଣସି ପ୍ରକାରର ସୁଫଳ ପାଇ ନଥିଲେ।
National
୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି, ୫ ଯବାନ ମୃତ
ବର୍ତ୍ତମାନ ସୁଦ୍ଧା ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
Politics
ଅନାସ୍ଥା ପ୍ରସ୍ତାବକୁ ନେଇ ମୁହଁ ଖୋଲିଲେ ରାଜ୍ୟସଭା ଅଧ୍ୟକ୍ଷ: କହିଲେ- ବାଇପାସ ସର୍ଜରୀ ପାଇଁ ପରିବାର କଟା ଛୁରୀ
ଆଜି ପ୍ରଥମଥର ପାଇଁ ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ଅନାସ୍ଥା ପ୍ରସ୍ତାବ ଉପରେ ମୁହଁ ଖୋଲିଛନ୍ତି।
National
ଆମ୍ବେଦକର ବିବାଦ: ରଣକ୍ଷେତ୍ର ପାଲଟିଲା ପୌରପାଳିକାର ବୈଠକ
ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ କରିଥିବା ଟିପ୍ପଣୀ ପ୍ରସଙ୍ଗ ପୌରପାଳିକା ବୈଠକରେ ଉଠିଥିଲା।