ଚୋକ୍‌ସି ଜଣେ ବଦମାସ: ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଣ୍ଟିଗୁଆ ଏବଂ ବରବୁଡା ପ୍ରଧାନମନ୍ତ୍ରୀ ଗାଷ୍ଟନ୍‌ ବ୍ରାଉନି ପିଏନ୍‌ବି ଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ବଦମାସ କହିବା ସହ ତାଙ୍କୁ ଭାରତ ପଚରାଉଚରା କରିପାରିବ ବୋଲି କହିଛନ୍ତି। ଏହି ୧୪୦୦ କୋଟି ଦୁର୍ନୀତି ମାମଲାର ଅଭିଯୁକ୍ତଙ୍କୁ ଭାରତୀୟ ତଦନ୍ତକାରୀ ସଂସ୍ଥା ବିନା ଦ୍ୱିଧାରେ ଆଣ୍ଟିଗୁଆ ଆସି ପଚରାଉଚରା କରିପାରିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସିଟିଜେନ୍‌ଶିପ୍‌ ବାଇ ଇନ୍‌ଭେଷ୍ଟମେଣ୍ଟ ଜରିଆରେ ଚୋକ୍‌ସି ନାଗରିକତ୍ୱ ପାଇଥିଲେ। ପିଏନ୍‌ବି ଜାଲିଆତି ପରେ ଚୋକ୍‌ସି ଏହି ଉପାୟରେ […]

choksi

choksi

Subrat Kumar Nayak
  • Published: Wednesday, 25 September 2019
  • Updated: 25 September 2019, 09:52 PM IST

Sports

Latest News

ନୂଆଦିଲ୍ଲୀ: ଆଣ୍ଟିଗୁଆ ଏବଂ ବରବୁଡା ପ୍ରଧାନମନ୍ତ୍ରୀ ଗାଷ୍ଟନ୍‌ ବ୍ରାଉନି ପିଏନ୍‌ବି ଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ବଦମାସ କହିବା ସହ ତାଙ୍କୁ ଭାରତ ପଚରାଉଚରା କରିପାରିବ ବୋଲି କହିଛନ୍ତି।

ଏହି ୧୪୦୦ କୋଟି ଦୁର୍ନୀତି ମାମଲାର ଅଭିଯୁକ୍ତଙ୍କୁ ଭାରତୀୟ ତଦନ୍ତକାରୀ ସଂସ୍ଥା ବିନା ଦ୍ୱିଧାରେ ଆଣ୍ଟିଗୁଆ ଆସି ପଚରାଉଚରା କରିପାରିବେ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସିଟିଜେନ୍‌ଶିପ୍‌ ବାଇ ଇନ୍‌ଭେଷ୍ଟମେଣ୍ଟ ଜରିଆରେ ଚୋକ୍‌ସି ନାଗରିକତ୍ୱ ପାଇଥିଲେ। ପିଏନ୍‌ବି ଜାଲିଆତି ପରେ ଚୋକ୍‌ସି ଏହି ଉପାୟରେ ଆଣ୍ଟିଗୁଆ ଚାଲିଯାଇଥିଲେ। ଭାରତୀୟ ତଦନ୍ତକାରୀ ସଂସ୍ଥା ଠିକ୍‌ ସମୟରେ ଆମକୁ ଚୋକ୍‌ସିଙ୍କ ବାବଦରେ ସୂଚନା ଦେଇଥିଲେ ଏହା ହୋଇପାରିନଥା’ନ୍ତା। କିନ୍ତୁ ଏବେବି ଡେରି ହୋଇନି, ଖୁବ୍‌ ଶୀଘ୍ର ଚୋକ୍‌ସି ଭାରତ ଫେରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story