ବଜାରରେ ମର୍‌ସଡିଜ୍‌ ଝଡ଼: ପରିବେଶ ନଷ୍ଟ ହେବାରୁ ୩୦୦ ନିୟୁତ କାର ଉଠାଇ ନେଲା କମ୍ପାନୀ

ନୂଆଦିଲ୍ଲୀ: ୟୁରୋପ ବଜାରରେ  ମର୍‌ସଡିଜ୍‌ ବେଞ୍ଜ ଝଡ଼।  ଏହି କମ୍ପାନୀର କାର୍‌  ଅଧିକ ଧୂଆଁ ଛାଡ଼ି ପ୍ରଦୂଷଣ କରିବାରୁ  କମ୍ପାନୀ ପକ୍ଷରୁ ସମଗ୍ର ୟୁରୋପରୁ ୩୦୦ ନିୟୁତ କାର ପ୍ରତ୍ୟାହାର କରିନେଇଛି।  ଜର୍ମାନୀରେ ତିଆରି ହେଉଥିବା ଏହି ବିଳାସପୂର୍ଣ୍ଣ କାର ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଥିଲା। ବିଷଶେକରି ଡିଜେଲ କାର ଗୁଡ଼ିକରୁ ଅଧିକ ଧୂଆଁ ନିର୍ଗତ ହେବାରୁ ପରିବେଶ ଉପରେ କୁପ୍ରଭାବ ପକାଉ ଥିଲା।  ଆଇନକାନୁନ ଉଲ୍ଲଂଘନ କରି ପରିବେଶ ପୂଦୂଷଣ କଲା ଭଳି କାର ତିଆରି […]

merdes

merdes

Rakesh Mallick
  • Published: Tuesday, 18 July 2017
  • Updated: 18 July 2017, 10:50 PM IST

Sports

Latest News

ନୂଆଦିଲ୍ଲୀ: ୟୁରୋପ ବଜାରରେ  ମର୍‌ସଡିଜ୍‌ ବେଞ୍ଜ ଝଡ଼।  ଏହି କମ୍ପାନୀର କାର୍‌  ଅଧିକ ଧୂଆଁ ଛାଡ଼ି ପ୍ରଦୂଷଣ କରିବାରୁ  କମ୍ପାନୀ ପକ୍ଷରୁ ସମଗ୍ର ୟୁରୋପରୁ ୩୦୦ ନିୟୁତ କାର ପ୍ରତ୍ୟାହାର କରିନେଇଛି।  ଜର୍ମାନୀରେ ତିଆରି ହେଉଥିବା ଏହି ବିଳାସପୂର୍ଣ୍ଣ କାର ସଂକ୍ରାନ୍ତରେ ଅନେକ ଅଭିଯୋଗ ଆସିଥିଲା।

ବିଷଶେକରି ଡିଜେଲ କାର ଗୁଡ଼ିକରୁ ଅଧିକ ଧୂଆଁ ନିର୍ଗତ ହେବାରୁ ପରିବେଶ ଉପରେ କୁପ୍ରଭାବ ପକାଉ ଥିଲା।  ଆଇନକାନୁନ ଉଲ୍ଲଂଘନ କରି ପରିବେଶ ପୂଦୂଷଣ କଲା ଭଳି କାର ତିଆରି କରୁଥିବାରୁ ଏହା ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଥିଲା। ପରେ କମ୍ପାନୀ ନିଜ ତରଫରୁ  ଏହି କାରକୁ ପ୍ରତ୍ୟାହାର କରିନିଆଯାଇଛି । ପରବର୍ତ୍ତୀ ସମୟରେ ନୂଆ ମଡେଲ କାର ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଥର ପରିବେଶ ସଂକ୍ରାନ୍ତରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story