ଅଡିଓ କ୍ଲିପ୍ ମାମଲା: ଗେହଲଟ ସରକାରଙ୍କୁ ରିପୋର୍ଟ ମାଗିଲା ସ୍ପରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ରାଜସ୍ଥାନର ଅଡିଓ ରେକର୍ଡିଂ କ୍ଲିପ ମାମଲାରେ ନୂଆ ମୋଡ଼। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜସ୍ଥାନ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏହି ମାମଲାରେ ଜବାବ ରଖିବାକୁ କହିଛି। ଅମିତ ଶାହଙ୍କ ନେତୃତ୍ୱାଧୀନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଘଟଣା ଉପରେ କଡ଼ା ନଜର ରଖିଥିବା ସୂଚନା ରହିଛି। ବିଧାୟକ କିଣାବିକା ମାମଲାରେ ଅଡିଓ ରେକର୍ଡିଂରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ନାମ ଆସିବା ପରେ ଏହି ମାମଲା ଏବେ ଚର୍ଚ୍ଚାକୁ ଆସିଛି। ଗଜେନ୍ଦ୍ର ସିଂ ଶେଖାଓ୍ୱତ କିନ୍ତୁ ତାଙ୍କ ନାମରେ […]

ashok gehlot

ashok gehlot

Subhransu Sekhar
  • Published: Sunday, 19 July 2020
  • Updated: 19 July 2020, 06:14 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ଅଡିଓ ରେକର୍ଡିଂ କ୍ଲିପ ମାମଲାରେ ନୂଆ ମୋଡ଼। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜସ୍ଥାନ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏହି ମାମଲାରେ ଜବାବ ରଖିବାକୁ କହିଛି। ଅମିତ ଶାହଙ୍କ ନେତୃତ୍ୱାଧୀନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଘଟଣା ଉପରେ କଡ଼ା ନଜର ରଖିଥିବା ସୂଚନା ରହିଛି। ବିଧାୟକ କିଣାବିକା ମାମଲାରେ ଅଡିଓ ରେକର୍ଡିଂରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କ ନାମ ଆସିବା ପରେ ଏହି ମାମଲା ଏବେ ଚର୍ଚ୍ଚାକୁ ଆସିଛି।

ଗଜେନ୍ଦ୍ର ସିଂ ଶେଖାଓ୍ୱତ କିନ୍ତୁ ତାଙ୍କ ନାମରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସମସ୍ତ ତଦନ୍ତ ପାଇଁ ସେ ରାଜି ବୋଲି କହିଛନ୍ତି। ବିଧାୟକଙ୍କ କିଣାବିକା ନେଇ କଂଗ୍ରେସ ଜାରି କରିଥିବା ଅଡିଓ ରେକର୍ଡ଼ିଂ ମାମଲାରେ ଗଜେନ୍ଦ୍ର ସିଂ ଶେଖଓ୍ୱତଙ୍କ ନାମ ସମେତ ତିନି ଜଣଙ୍କ ବିରୋଧରେ ଅଭିଯୋଗ ଆଣିଛି କଂଗ୍ରେସ। ତେବେ କଂଗ୍ରେସ ଯେଉଁ ଅଡିଓ ଜାରି କରିଛି ତାହା ସେ ସୋଶାଲ ମିଡିଆରୁ ପାଇଛି ବୋଲି ଦାବି କରିଛି। ଯାହାକୁ ଆଧାର କରି ଥାନାରେ ଏତଲା ମଧ୍ୟ ଦେଇଛି। ଏଯାବତ ଏହି ଅଡିଓର ସତ୍ୟତା ନେଇ ରାଜସ୍ଥାନ ପୁଲିସ ମଧ୍ୟ ସ୍ପଷ୍ଟ କରି ନାହିଁ। ଏତଲାରେ ଶେଖାଓ୍ୱତଙ୍କ ନାମ ଆସିଥିବାରୁ ସେ ଇସ୍ତଫା ଦେବା ଉଚିତ ବୋଲି କଂଗ୍ରେସ ନେତା ଅଜୟ ମାକେନ ଦାବି କରିଛନ୍ତି।

ବିଜେପି ଏହି ଅଡିଓ କ୍ଲିପ ମାମଲାରେ ଗେହଲଟ ସରକାର ଉପରେ ଅନେକ ପ୍ରଶ୍ନ କରିଛି। ଅଡିଓ ରେକର୍ଡିଂ ମାମଲାରେ ସିବିଆଇ ତଦନ୍ତ ହେବା ଦରକାର। ସରକାର ବିଧାୟକ ମାନଙ୍କ ଫୋନ୍ ରେକର୍ଡିଂ କରୁଥିବା ବିଜେପି ଅଭିଯୋଗ କରିଛି। ରାଜସ୍ଥାନରେ କଂଗ୍ରେସ ଦାବି କରୁଥିବା ଅଡିଓ କ୍ଲିପ ଏକ ଡ୍ରାମା ଏବଂ ଷଡଯନ୍ତ୍ର। ୨୦୧୮ରେ ଯେତେବେଳେ କଂଗ୍ରେସ ସରକାର ଆସିଲା ସେତେବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଛି। ଯାହାକି ପରବର୍ତ୍ତୀ ସମୟରେ ଶୀତଳ ଯୁଦ୍ଧରେ ପରିଣତ ହୋଇଛି ବୋଲି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ଘର ଭିତରର ବିବାଦ ହାଇକମାଣ୍ଡଙ୍କ ପାଖରେ ପହଞ୍ଚିବା ପରେ ହାଇକୋର୍ଟକୁ ଆସିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story