ମିଆଁମାରରେ କୋମେନ୍ ପ୍ରଭାବ: ପ୍ରଳୟଙ୍କାରୀ ବନ୍ୟାରେ ୪୭ ମୃତ,୨ ଲକ୍ଷ ପ୍ରଭାବିତ

ରେଙ୍ଗୁନ: ମିଆଁମାରର କେନ୍ଦ୍ରାଞ୍ଚଳରେ ଘୁଣ୍ଣିଝଡ କୋମେନ୍ ପ୍ରଭାବରେ ପ୍ରଳୟଙ୍କାରୀ ବନ୍ୟା ଆସି ୪୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ମିଆଁମାରର ୧୪ଟି ରାଜ୍ୟରୁ ୧୧ଟି ରାଜ୍ୟରେ ୧୦୦୦ ମିଲିମିଟର ବର୍ଷା ହୋଇଛି। ଏଥି ଯୋଗୁଁ ଦେଶର ବିଭିନ୍ନ ପ୍ରମୁଖ ନଦୀରେ ପ୍ରବଳ ବନ୍ୟା ଆସି ୧୧ଟି ରାଜ୍ୟର ବଡବଡ ସହରକୁ ବନ୍ୟାଜଳ ପ୍ରବେଶ କରିଛି। ଗତ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ବନ୍ୟା […]

mis 4

mis 4

Rakesh Mallick
  • Published: Monday, 03 August 2015
  • Updated: 04 May 2017, 03:45 PM IST

Sports

Latest News

mia 5ରେଙ୍ଗୁନ: ମିଆଁମାରର କେନ୍ଦ୍ରାଞ୍ଚଳରେ ଘୁଣ୍ଣିଝଡ କୋମେନ୍ ପ୍ରଭାବରେ ପ୍ରଳୟଙ୍କାରୀ ବନ୍ୟା ଆସି ୪୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ମିଆଁମାରର ୧୪ଟି ରାଜ୍ୟରୁ ୧୧ଟି ରାଜ୍ୟରେ ୧୦୦୦ ମିଲିମିଟର ବର୍ଷା ହୋଇଛି। ଏଥି ଯୋଗୁଁ ଦେଶର ବିଭିନ୍ନ ପ୍ରମୁଖ ନଦୀରେ ପ୍ରବଳ ବନ୍ୟା ଆସି ୧୧ଟି ରାଜ୍ୟର ବଡବଡ ସହରକୁ ବନ୍ୟାଜଳ ପ୍ରବେଶ କରିଛି। ଗତ ଦଶନ୍ଧି ମଧ୍ୟରେ ସବୁଠାରୁ ଭୟଙ୍କର ବନ୍ୟା ବୋଲି ମିଆଁମାର ସରକାର ପକ୍ଷରୁ କୁହାଯାଇଛି। ବନ୍ୟାଞ୍ଚଳ ପରିଦର୍ଶନ କରି ମିଆଁମାର ରାଷ୍ଟ୍ରପତି ଥୀନ ସୀନ କହିଛନ୍ତି ଏହି ପ୍ରଳୟଙ୍କାରୀ ବନ୍ୟାରେ ଅଧିକାଂଶ ଚାଷଜମିରେ ବନ୍ୟାଜଳ ଜମି ରହିଛି। ଏଥିଯୋଗୁଁ ହଜାର ହଜାର ଏକ ଫସଲ ନଷ୍ଟ ହୋଇଯାଇଛି।

mia3ବନ୍ୟା ଛାଡିବା ପରେ ଏହାର ଅନୁଧ୍ୟାନ କରାଯାଇ ଚାଷୀଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ‍ବୋଲି ସେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ସୋମବାର ମିଆଁମାର ବିରୋଧୀ ଦଳନେତ୍ରୀ ଆଙ୍ଗ ସାନ ସୁ କି ପରିଦର୍ଶନ କରିଛନ୍ତି। ସୁ କିଙ୍କ ଏକ ଟିମ ରେଙ୍ଗୁନ, ବାଗୋ, ବର୍ମା ଓ କ୍ୟାପିଟାଲ ଉତ୍ତର ଭାଗରେ ପ୍ରଭାବିତ ପ୍ରବଳ ବନ୍ୟାଞ୍ଚଳକୁ ଯାଇ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଦେଶର ରାଖାଇନ ରାଜ୍ୟରେ ପ୍ରଭାବିତ ୧ ଲକ୍ଷ ବନ୍ୟା ପ୍ରପିଡିତଙ୍କୁ ଉଦ୍ଧାର କରାଯାଇ ଥଇଥାନ କେନ୍ଦ୍ରରେ ରଖାଯାଇ ଥିବାବେଳେ ବହୁଲୋକ ଏବେ ବି ନିଖୋଜ ଅଛନ୍ତି। ଏଥିରେ ଦେଶର ସେନା ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story