ଅଯୋଧ୍ୟା ରାୟ: ଟିଭି ଚ୍ୟାନେଲଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲେ ସରକାର

ନୂଆଦିଲ୍ଲୀ: ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଚ୍ୟାନେଲ ଏବଂ କେବଳ ଟିଭିମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରସାରଣ ସମୟରେ ଯତ୍ନବାନ ହେବାକୁ ଏଥିରେ କୁହାଯାଇଛି। ଏହାକୁ ସମସ୍ତ ସ୍ୟାଟେଲାଇଟ୍‌, ଡିଟିଏଚ୍‌, ଏମ୍‌ଏସ୍‌ଓ ଏବଂ କେବଲ ଟିଭି ଅପରେଟର ମାନିବାକୁ ନିର୍ଦ୍ଦେଶ ରହିଛି। ଏଥିରେ କୁହାଯାଇଛି ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟ ସମ୍ପର୍କିତ କୌଣସି ଆଲୋଚନା, ବିତର୍କ ଏବଂ ରିପୋର୍ଟିଂ ସମୟରେ ପ୍ରୋଗ୍ରାମ୍‌ କୋଡ୍‌ ବା କାର୍ଯ୍ୟକ୍ରମ […]

tv-remote

tv-remote

Subrat Kumar Nayak
  • Published: Saturday, 09 November 2019
  • Updated: 09 November 2019, 04:13 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଚ୍ୟାନେଲ ଏବଂ କେବଳ ଟିଭିମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରସାରଣ ସମୟରେ ଯତ୍ନବାନ ହେବାକୁ ଏଥିରେ କୁହାଯାଇଛି। ଏହାକୁ ସମସ୍ତ ସ୍ୟାଟେଲାଇଟ୍‌, ଡିଟିଏଚ୍‌, ଏମ୍‌ଏସ୍‌ଓ ଏବଂ କେବଲ ଟିଭି ଅପରେଟର ମାନିବାକୁ ନିର୍ଦ୍ଦେଶ ରହିଛି।

ଏଥିରେ କୁହାଯାଇଛି ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟ ସମ୍ପର୍କିତ କୌଣସି ଆଲୋଚନା, ବିତର୍କ ଏବଂ ରିପୋର୍ଟିଂ ସମୟରେ ପ୍ରୋଗ୍ରାମ୍‌ କୋଡ୍‌ ବା କାର୍ଯ୍ୟକ୍ରମ ସଂହିତା ମାନିବାକୁ ହେବ। କେବଲ୍‌ ଟେଲିଭିଜନ୍‌ ଆକ୍ଟ ୧୯୯୫କୁ ଏଥିରେ କୁହାଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, କୌଣସି ଧାର୍ମିକ ଗୋଷ୍ଠୀକୁ କଷ୍ଟ ଦେବାଭଳି ବା ରାଷ୍ଟ୍ର ଦ୍ରୋହକୁ ପ୍ରୋତ୍ସାହନ ଦେବାଭଳି ବିଷୟ ପ୍ରସାରଣ ହୋଇପାରିବନାହିଁ। ଅଶ୍ଲୀଳ, ଅପମାନଜନକ, ଉଦ୍ଦେଶ୍ୟମୂଳକ, ମିଛ ଏବଂ ଅର୍ଦ୍ଧସତ୍ୟ ଆଦି ତଥ୍ୟ ପ୍ରସାରଣ କରାଯାଇପାରିବ ନାହିଁ। ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିକାରୀ ବିଷୟ ମଧ୍ୟ ପ୍ରସାରିତ ହୋଇପାରିବନାହିଁ ବୋଲି କୁହାଯାଇଛି। ଏତଦ୍‌ବ୍ୟତୀତ ଦେଶର ଅଖଣ୍ଡତାକୁ ପ୍ରଭାବିତ କରୁଥିବା ତଥ୍ୟର ପ୍ରସାରଣ ଉପରେ ମଧ୍ୟଏହି ଆଇନ ରୋକ୍‌ ଲଗାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story