ଆମେରିକା ଉପ ରାଷ୍ଟ୍ରପତିଙ୍କ କରୋନା ରିପୋର୍ଟ ନେଗେଟିଭ

ୱାଶିଂଟନ: ଆମେରିକା ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ମୁଖପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପ୍ରତି ସଂକ୍ରମଣ ଆଶଙ୍କା ବଢ଼ିଥିଲା। ଫଳରେ ମାଇକଙ୍କ କରୋନା ଟେଷ୍ଟ କରାଯାଇଥିଲା। କୁହାଯାଉଥିଲା ସେ କ୍ୱାରେଣ୍ଟାଇନରେ ଅଛନ୍ତି। ହେଲେ ତାଙ୍କର ଅନ୍ୟତମ ମୁଖପାତ୍ର କହିଛନ୍ତି, ମାଇକ ସଂପୂର୍ଣ୍ଣ ଭାବେ ସୁସ୍ଥ ରହିଛନ୍ତି। ସେ କ୍ୱାରେଣ୍ଟାଇନରେ ନାହାନ୍ତି ଓ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏପରି କି ସେ ଆଜିଠାରୁ ହ୍ୱାଇଟ ହାଉସକୁ […]

nb

nb

Hemant Lenka
  • Published: Monday, 11 May 2020
  • Updated: 11 May 2020, 09:09 AM IST

Sports

Latest News

ୱାଶିଂଟନ: ଆମେରିକା ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ମୁଖପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ପ୍ରତି ସଂକ୍ରମଣ ଆଶଙ୍କା ବଢ଼ିଥିଲା। ଫଳରେ ମାଇକଙ୍କ କରୋନା ଟେଷ୍ଟ କରାଯାଇଥିଲା।

କୁହାଯାଉଥିଲା ସେ କ୍ୱାରେଣ୍ଟାଇନରେ ଅଛନ୍ତି। ହେଲେ ତାଙ୍କର ଅନ୍ୟତମ ମୁଖପାତ୍ର କହିଛନ୍ତି, ମାଇକ ସଂପୂର୍ଣ୍ଣ ଭାବେ ସୁସ୍ଥ ରହିଛନ୍ତି। ସେ କ୍ୱାରେଣ୍ଟାଇନରେ ନାହାନ୍ତି ଓ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଏପରି କି ସେ ଆଜିଠାରୁ ହ୍ୱାଇଟ ହାଉସକୁ ଆସି କାମ ମଧ୍ୟ କରିବେ।

ହ୍ୱାଇଟ ହାଉସକୁ ମାଇକ ଆସିବାର ଥିଲେ ହେଁ ମେଡିକାଲ ୟୁନିଟ ଜାରି କରିଥିବା ଗାଇଡଲାଇନକୁ ପାଳନ କରିବେ ବୋଲି ମୁଖପାତ୍ର ଜଣଙ୍କ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story