ମୋଦି ଏବଂ ଟ୍ରମ୍ପଙ୍କ ଭିତରେ କୋକ୍‌ ବୋତଲ ରଖିଲା କିଏ?

ନ୍ୟୁୟର୍କ: ଗତକାଲି ନ୍ୟୁୟର୍କଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବହୁ ଅଜବ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଯଦିଓ ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଲୋକେ କିନ୍ତୁ ଦୁଇ ନେତାଙ୍କ ମଝିରେ ଥୁଆହୋଇଥିବା ଡାଏଟ୍‌ କୋକ୍‌ ବୋତଲକୁ ନଜର କରିନେଇଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସୁକତାର କାରଣ ପାଲଟିଛି। ଖାଣ୍ଟି ଓଡ଼ିଆରେ କହିଲେ, ‘କୋକ୍‌ ତୁ କାହୁଁ ଅଇଲୁ’ ଭଳି ପ୍ରଶ୍ନ ସମସ୍ତଙ୍କ […]

modi-trump

modi-trump

Subrat Kumar Nayak
  • Published: Wednesday, 25 September 2019
  • Updated: 25 September 2019, 05:51 PM IST

ନ୍ୟୁୟର୍କ: ଗତକାଲି ନ୍ୟୁୟର୍କଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ବହୁ ଅଜବ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଯଦିଓ ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଲୋକେ କିନ୍ତୁ ଦୁଇ ନେତାଙ୍କ ମଝିରେ ଥୁଆହୋଇଥିବା ଡାଏଟ୍‌ କୋକ୍‌ ବୋତଲକୁ ନଜର କରିନେଇଛନ୍ତି। ଏହା ସମସ୍ତଙ୍କ ପାଇଁ ଉତ୍ସୁକତାର କାରଣ ପାଲଟିଛି। ଖାଣ୍ଟି ଓଡ଼ିଆରେ କହିଲେ, ‘କୋକ୍‌ ତୁ କାହୁଁ ଅଇଲୁ’ ଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଛି। ମୋଦି ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବିରୋଧ କରୁଥିବାବେଳେ ସେ ଯୋଗଦେଉଥିବା କାର୍ଯ୍ୟକ୍ରମରେ ଏହି ପ୍ଲାଷ୍ଟିକ୍‌ ବୋତଲ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ତେବେ ଏହାର କାରଣ ସ୍ୱରୂପ ଜଣାପଡ଼ିଛି ଟ୍ରମ୍ପ ନିୟମିତ କୋକ୍‌ ପିଇବାକୁ ପସନ୍ଦ କରିଥା’ନ୍ତି। ତେଣୁ ଏହାକୁ ଟେବଲ୍‌ ମଝିରେ ରଖାଯାଇଥିଲା। ସେ ଦିନକୁ ୧୨ ବୋତଲ କୋକ୍‌ ପିଅନ୍ତି ବୋଲି ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରୁ ଜଣାଯାଏ। ତେବେ ଏହା ସାଧାରଣ କୋକ୍‌ ନୁହେଁ, ଏହା କମ୍‌ କ୍ୟାଲୋରୀର ଡାଏଟ୍‌ କୋକ୍‌।
https://twitter.com/PBNS_India/status/1176546197659516928
ତେବେ ଏହି ଅଜବ ଘଟଣା ସାମ୍ନାକୁ ଆସିବା ପରେ ପ୍ରସାର ଭାରତୀ ମଧ୍ୟ ଟ୍ୱିଟ୍‌ କରିଥିଲା। ଏହି ରାଷ୍ଟ୍ରୀୟ ଖବର ସରବରାହ ସଂସ୍ଥା ପକ୍ଷରୁ କୁହାଯାଇଥିଲା, ରାଷ୍ଟ୍ରପତି ଟ୍ରମ୍ପ ନିୟମିତ କୋକ୍‌ ପିଇଥା’ନ୍ତି। ଏହି କାର୍ଯ୍ୟକ୍ରମର ଆୟୋଜକ ଆମେରିକା ପକ୍ଷରୁ ଏହି କୋକ୍‌ ବୋତଲ ରଖିବାକୁ ଯୋଜନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story