ବିରୁଷ୍କାଙ୍କୁ ଆଶୀର୍ବାଦ ଦେଲେ ମୋଦି

ନୂଆଦିଲ୍ଲୀ: ଦିଲ୍ଲୀର ହୋଟେଲ ତାଜ୍‌ରେ ଆରମ୍ଭ ହୋଇଯାଇଛି ବିରୁଷ୍କାଙ୍କ ଭବ୍ୟ ରିସେପସନ୍‌ ପାର୍ଟି। ବଡ଼ ବଡ଼ ହସ୍ତି ଏଥିରେ ସାମିଲ ହେବାକୁ ଲାଗିଛନ୍ତି। ଉଭୟ ବିରାଟ ଓ ଅନୁଷ୍କା ବହୁତ ସୁନ୍ଦର ଦିଶୁଛନ୍ତି। ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି। ବିରାଟ ଓ ଅନୁଷ୍କା ପାର୍ଟିରେ ବହୁତ ଆକର୍ଷଣୀୟ ଲାଗୁଛନ୍ତି। ବିରାଟଙ୍କ କୁର୍ତ୍ତାରେ ୧୮ କ୍ୟାରେଡର ସୁନା ବଟମ୍‌ ଲାଗିଛି। ସେହିପରି ଅନୁଷ୍କା ବନାରସୀ ଶାଢ଼ୀରେ ଚମକୁଛନ୍ତି। ପାର୍ଟି ଆରମ୍ଭରେ ନବ […]

viruska

viruska

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 10:51 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ହୋଟେଲ ତାଜ୍‌ରେ ଆରମ୍ଭ ହୋଇଯାଇଛି ବିରୁଷ୍କାଙ୍କ ଭବ୍ୟ ରିସେପସନ୍‌ ପାର୍ଟି। ବଡ଼ ବଡ଼ ହସ୍ତି ଏଥିରେ ସାମିଲ ହେବାକୁ ଲାଗିଛନ୍ତି। ଉଭୟ ବିରାଟ ଓ ଅନୁଷ୍କା ବହୁତ ସୁନ୍ଦର ଦିଶୁଛନ୍ତି। ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।

viruskaବିରାଟ ଓ ଅନୁଷ୍କା ପାର୍ଟିରେ ବହୁତ ଆକର୍ଷଣୀୟ ଲାଗୁଛନ୍ତି। ବିରାଟଙ୍କ କୁର୍ତ୍ତାରେ ୧୮ କ୍ୟାରେଡର ସୁନା ବଟମ୍‌ ଲାଗିଛି। ସେହିପରି ଅନୁଷ୍କା ବନାରସୀ ଶାଢ଼ୀରେ ଚମକୁଛନ୍ତି।

viruskaପାର୍ଟି ଆରମ୍ଭରେ ନବ ଦମ୍ପତିଙ୍କୁ ପରିବାର ଲୋକେ ଶୁଭେଚ୍ଛା ଜଣାଇଥିଲେ। ରାତି ବଢ଼ିବା ସହ ପାର୍ଟିର ଆସର ଜମିବାରେ ଲାଗିଛି।

viruskaସେହିପରି ୨୬ ଡିସେମ୍ବରରେ ମୁମ୍ବାଇରେ ମଧ୍ୟ ଏକ ଭବ୍ୟ ରିସେପସନ୍‌ ପାର୍ଟି ହେବ।viruskaଶ୍ରୀଲଙ୍କା ସହ ଟି-୨୦ ମ୍ୟାଚ୍‌ ଚାଲିଥିବାରୁ ଭାରତୀୟ ଟିମ୍‌ ଦିଲ୍ଲୀ ପାର୍ଟିରେ ସାମିଲ ହେଉନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story