'ମହାଭାରତ' ସ୍ମୃତି ସ୍ଥଳର ନବକଳେବର କରିବେ ମୋଦି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଦେଶର ସାଧାରଣ ନାଗରିକଙ୍କୁ ଅନେକ ପ୍ରକାର ରିହାତି ଦେବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଏହାବାଦ୍ ଦେଶର ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର। ଏଥିପାଇଁ ୨୫ ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି ସରକାର। ବଜେଟ ନେଇ ସଂସଦରେ ଅର୍ଥମନ୍ତ୍ରୀ ପଢ଼ିବା ବେଳେ କହିଛନ୍ତି, ପାଞ୍ଚ ରାଜ୍ୟରେ ଥିବା ୫ ପ୍ରତିଷ୍ଠିତ ଐତିହ୍ୟ […]

rakhigadhi

rakhigadhi

Subhransu Sekhar
  • Published: Saturday, 01 February 2020
  • Updated: 01 February 2020, 05:50 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଦେଶର ସାଧାରଣ ନାଗରିକଙ୍କୁ ଅନେକ ପ୍ରକାର ରିହାତି ଦେବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର। ଏହାବାଦ୍ ଦେଶର ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର। ଏଥିପାଇଁ ୨୫ ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି ସରକାର।

ବଜେଟ ନେଇ ସଂସଦରେ ଅର୍ଥମନ୍ତ୍ରୀ ପଢ଼ିବା ବେଳେ କହିଛନ୍ତି, ପାଞ୍ଚ ରାଜ୍ୟରେ ଥିବା ୫ ପ୍ରତିଷ୍ଠିତ ଐତିହ୍ୟ ସ୍ଥାନ ବିକଶିତ ହେବ। ଏହି ୫ ସ୍ଥାନ ହେଲା ହରିଆଣାର ରାଖିଗଢ଼ି, ମହାଭାରତ ବେଳେ ହସ୍ତିନାପୁର (ଉତ୍ତର ପ୍ରଦେଶ), ଶିବସାଗର (ଆସାମ), ଧୋଲାବିରା (ଗୁଜରାଟ) ଏବଂ ଆଦିଚନଲ୍ଲୁର (ତାମିଲନାଡୁ) ରହିଛି। ଏହି ସମସ୍ତ ସ୍ଥାନ ମହାଭାରତର ମୁକସାକ୍ଷୀ ବୋଲି କୁହାଯାଏ।

ଏହି ସମସ୍ତ ସ୍ଥାନରେ ମ୍ୟୁଜିଅମ ତିଆରି ହେବ। ଏହାଦ୍ୱାରା ପର୍ଯ୍ୟଟନ ଆଗକୁ ବଢ଼ିବ। ଏହି ସମସ୍ତ ସ୍ଥାନ ଭାରତର ଇତିହାସ ସଂସ୍କୃତି ଏବଂ ସଭ୍ୟତା ବୋଲି ମାନ୍ୟତା ଦିଆଯିବ। ଏମିତିକି ସଂସ୍କୃତିକୁ ଆଗକୁ ବଢ଼ାଇବା ପାଇଁ ସରକାର ଡିମଡ ବିଶ୍ୱବିଦ୍ୟାଳୟ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story