ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ମାଲଡିଭସର ସର୍ବୋଚ୍ଚ ସମ୍ମାନ, ସୋଲିହଙ୍କୁ କ୍ରିକେଟ ବ୍ୟାଟ ଉପହାର ଦେଲେ ମୋଦି

ମାଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲଡିଭସର ସର୍ବୋଚ୍ଚ ସମ୍ମାନ ମିଳିଛି। ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମାଲଡିଭସରେ ପହଞ୍ଚିବା ପରେ ମାଲଡିଭସର ରାଷ୍ଟ୍ରପତି ଇବ୍ରାହିମ୍ ମହମଦ ସୋଲିହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ମୋଦି ଦ୍ୱିତୀୟ ଥର ଦାୟିତ୍ୱ ନେବା ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ବେଳେ ମାଲଡିଭସ ରାଷ୍ଟ୍ରପତି ସୋଲିହଙ୍କୁ ପ୍ରଧାନମନ୍ତ୍ରୀ […]

MODI AWARDED AS MALDIVES HIGEST CIVILLIAN AWARD (1)

Subhransu Sekhar
  • Published: Saturday, 08 June 2019
  • Updated: 08 June 2019, 07:56 PM IST

Sports

Latest News

ମାଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲଡିଭସର ସର୍ବୋଚ୍ଚ ସମ୍ମାନ ମିଳିଛି। ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମାଲଡିଭସରେ ପହଞ୍ଚିବା ପରେ ମାଲଡିଭସର ରାଷ୍ଟ୍ରପତି ଇବ୍ରାହିମ୍ ମହମଦ ସୋଲିହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ମୋଦି ଦ୍ୱିତୀୟ ଥର ଦାୟିତ୍ୱ ନେବା ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କା ଗସ୍ତରେ ଯିବେ।

ଏହି ଗସ୍ତ ବେଳେ ମାଲଡିଭସ ରାଷ୍ଟ୍ରପତି ସୋଲିହଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ କ୍ରିକେଟ ଟିମର ସବୁ ଖେଳାଳିଙ୍କ ଅଟୋଗ୍ରାଫ ଥିବା ଏକ କ୍ରିକେଟ ବ୍ୟାଟ ଉପହାର ଦେଇଛନ୍ତି। ସୋଲିହ କ୍ରିକେଟ ପ୍ରେମୀ ହୋଇଥିବାରୁ ତାଙ୍କୁ ସେ ଏହି ଉପହାର ଦେଇଛନ୍ତି ବୋଲି ଟ୍ୱିଟ୍ କରି ମୋଦି କହିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ହିନ୍ଦ ମହାସାଗରରେ ଥିବା ସମସ୍ତ ଦ୍ୱୀପରାଷ୍ଟ୍ର ଗୁଡ଼ିକ ସହିତ ସମ୍ପର୍କ ମଜଭୁତ କରିବା ଭାରତର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମାଲଡିଭସର କ୍ରିକେଟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହଯୋଗ କରୁଛି ବୋଲି ଗୁରୁବାର ଦିନ ବୈଦେଶିକ ମନ୍ତ୍ରଣାଳୟ ସୂଚନା  ଦେଇଛି। ଏଥିସହ ଆଗାମୀ ଦିନରେ ଭାରତ ମାଲଡିଭସରେ ଏକ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବ ବୋଲି ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲରେ ହୋଇଥିବା ଆଇପିଏଲ ମ୍ୟାଚ ଦେଖିବା ପାଇଁ ମଧ୍ୟ ମାଲଡିଭସର ରାଷ୍ଟ୍ରପତି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story