ସୋନଭଦ୍ରାରେ ମିଳିଲା ସୁନାର ଭଣ୍ଡାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସୁନାର ଭଣ୍ଡାର ମିଳିଥିବା ଦେଖିବାକୁ ମିଳିଛି। ସୋନଭଦ୍ରାରେ ଥିବା ଏକ ପାହାଡରେ ୩ ହଜାର ଟନ ସୁନାର ଭଣ୍ଡାର ମିଳିଛି। ଏବେ ଏହି ସୁନା ଭଣ୍ଡାରର ନିଲାମୀ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାରୀ ଭାବରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସରକାର ୭ ଜଣିଆ ଟିମ୍ ଗଠନ କରିଛନ୍ତି। ୨୦୦୫ରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ)ର ଏକ ଟିମ୍ ସୋନଭଦ୍ରାରେ ସୁନା ଖିବା ନେଇ ଗବେଷଣା କରୁଥିଲା। ଏହାପରେ […]

SONEBHADRA

SONEBHADRA

Subhransu Sekhar
  • Published: Friday, 21 February 2020
  • Updated: 21 February 2020, 01:31 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସୁନାର ଭଣ୍ଡାର ମିଳିଥିବା ଦେଖିବାକୁ ମିଳିଛି। ସୋନଭଦ୍ରାରେ ଥିବା ଏକ ପାହାଡରେ ୩ ହଜାର ଟନ ସୁନାର ଭଣ୍ଡାର ମିଳିଛି। ଏବେ ଏହି ସୁନା ଭଣ୍ଡାରର ନିଲାମୀ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସରକାରୀ ଭାବରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସରକାର ୭ ଜଣିଆ ଟିମ୍ ଗଠନ କରିଛନ୍ତି।

୨୦୦୫ରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ)ର ଏକ ଟିମ୍ ସୋନଭଦ୍ରାରେ ସୁନା ଖିବା ନେଇ ଗବେଷଣା କରୁଥିଲା। ଏହାପରେ ୨୦୧୨ରେ ଏ ନେଇ ସ୍ପଷ୍ଟ କରାଯାଇଥିଲା। ଏବେ ରାଜ୍ୟ ସରକାର ସୁନା ବ୍ଲକ ଆବଣ୍ଟନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସୁନା ବ୍ୟତୀତ ଏହି ପାହାଡରେ ଅନେକ ମାତ୍ରାରେ ଲୁହାପଥର ସହିତ ଅନ୍ୟାନ୍ୟ ଖଣିଜ ପଦାର୍ଥ ମଧ୍ୟ ରହିଥିବା ନେଇ ସୂଚନା ମିଳିଛି।

ସୋନଭଦ୍ରାର କୋନ ଥାନାରେ ଥିବା ହରଦୀ ଗାଁ, ଦୁଦ୍ଧି ତହସିଲରେ ଥିବା ମହୁଲି ଗାଁରେ ପାହାଡ ଭିତରେ ସୁନା ଭର୍ତ୍ତି ହୋଇ ରହିଛି ବୋଲି ଜଣାପଡ଼ିଛି। ହରଦି ଅଞ୍ଚଳରୁ ୬୪୬.୧୫ କିଲୋଗ୍ରାମ ସୁନାର ଭଣ୍ଡାର ରହିଥିବା ବେଳେ ସୋନ ପହାଡିରେ ୨୯୪୩.୨୫ ଟନ ସୁନାର ଭଣ୍ଡାର ରହିଥିବା ନେଇ ସୂଚନା ରହିଛି। ଏହି ସମସ୍ତ ସୁନାର ମୂଲ୍ୟ ୧୨ ଲକ୍ଷ କୋଟି ଟଙ୍କା ବୋଲି ଜଣାପଡ଼ିଛି।

ସର୍ଭେରେ ସାମିଲ୍ ଥିବା ସଦସ୍ୟଙ୍କ ସୂଚନା ଅନୁଯାୟୀ, ସୋନଭଦ୍ରାରେ ପ୍ରଥମେ ୧୯୮୦ ପରେ ୧୯୯୦-୯୨ ମଧ୍ୟରେ ସୁନା ଥିବା ନେଇ ଗବେଷଣା କରାଯାଇଥିଲା। ଏହାପରେ ୨୦୦୫ରେ ତୃତୀୟ ଥର ଏବଂ ୨୦୧୨ରେ ଚତୁର୍ଥ ଥର ସୁନା ଥିବା ନେଇ ଗବେଷଣା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story