ଦିଲ୍ଲୀରେ ପହଞ୍ଚିଲା ଅମର ସିଂଙ୍କ ପ୍ରାର୍ଥୀବ ଶରୀର

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଅମର ସିଂଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଛି। ରବିବାର ଦିଲ୍ଲୀର ଛତ୍ରପୁରସ୍ଥିତ ତାଙ୍କ ବାସଭବନକୁ ମୃତ ଦେହକୁ ଅଣାଯାଇଛି। ଦିଲ୍ଲୀରେ ପ୍ରାର୍ଥୀବ ଶରୀର ପହଞ୍ଚିବା ପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ନେତା ଶିବପାଲ ସିଂ ଯାଦବ ଏବଂ ଅନ୍ୟମାନେ ସେଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଅମର ସିଂଙ୍କର ୬୪ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ଅମର ସିଂ ଗତ ମାସ ସିଙ୍ଗାପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିକଟରେ ତାଙ୍କର କିଡନୀ […]

amar-singh-mortal-remains (1)

amar-singh-mortal-remains (1)

Subhransu Sekhar
  • Published: Sunday, 02 August 2020
  • Updated: 02 August 2020, 10:40 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଅମର ସିଂଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଛି। ରବିବାର ଦିଲ୍ଲୀର ଛତ୍ରପୁରସ୍ଥିତ ତାଙ୍କ ବାସଭବନକୁ ମୃତ ଦେହକୁ ଅଣାଯାଇଛି। ଦିଲ୍ଲୀରେ ପ୍ରାର୍ଥୀବ ଶରୀର ପହଞ୍ଚିବା ପରେ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ନେତା ଶିବପାଲ ସିଂ ଯାଦବ ଏବଂ ଅନ୍ୟମାନେ ସେଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଅମର ସିଂଙ୍କର ୬୪ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ଅମର ସିଂ ଗତ ମାସ ସିଙ୍ଗାପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିକଟରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା ଏବଂ ଚିକିତ୍ସା ଚାଲିଥିଲା।

https://twitter.com/ANI/status/1289948279979905028

ଅମର ସିଂ ବର୍ତ୍ତମାନ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ଥିଲେ। ନିକଟରେ ସେ ସମାଜବାଦୀ ପାର୍ଟିରୁ ଅଲଗା ହୋଇଥିଲେ। ଅମର ସିଂ କେବଳ ରାଜନୀତି ନୁହେଁ ବଲିଉଡରେ ମଧ୍ୟ ଖୁବ୍ ପ୍ରସିଦ୍ଧ ଥିଲେ। ଜୟପ୍ରଦା ଠାରୁ ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ତାଙ୍କର ବହୁତ ଭଲ ସମ୍ପର୍କ ଥିଲା।

ସାଂସଦ ଅମର ସିଂଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ନିତୀନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରିୟଙ୍କା ଗାନ୍ଧୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story