ଦୂଆରେ ମଳତ୍ୟାଗ କଲା ବୋଲି ଦେଢ଼ ବର୍ଷର ଶିଶୁକୁ ହତ୍ୟା

ଭୋପାଲ: ପଡ଼ୋଶୀଙ୍କୁ ପରିବାରର ସଦସ୍ୟ ଭଳି ମାନିଥାଉ। କିନ୍ତୁ ଏହି ପଡ଼ୋଶୀ ନିଜର କ୍ରୋଧ ପାଇଁ କଅଁଳ ଶିଶୁର ଜୀବନ ନେବା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଜଣେ ଦେଢ଼ ବର୍ଷର ଶିଶୁ ପଡ଼ୋଶୀଙ୍କ ଘର ବାହାରେ ମଳ ତ୍ୟାଗ କରିବାରୁ ତାଙ୍କ ପଡ଼ୋଶୀ ହତ୍ୟା କରିଥିବା ଭଳି ଅଜବ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଶିଶୁଙ୍କ ଘରର ପାଖ ଘରେ ରହୁଥିବା ପରିବାରର ବାପ-ଝିଅ ମିଶି ଏହି ହତ୍ୟା କରିଛନ୍ତି। […]

toddler

toddler

Subrat Kumar Nayak
  • Published: Thursday, 03 October 2019
  • Updated: 03 October 2019, 05:31 PM IST

Sports

Latest News

ଭୋପାଲ: ପଡ଼ୋଶୀଙ୍କୁ ପରିବାରର ସଦସ୍ୟ ଭଳି ମାନିଥାଉ। କିନ୍ତୁ ଏହି ପଡ଼ୋଶୀ ନିଜର କ୍ରୋଧ ପାଇଁ କଅଁଳ ଶିଶୁର ଜୀବନ ନେବା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଜଣେ ଦେଢ଼ ବର୍ଷର ଶିଶୁ ପଡ଼ୋଶୀଙ୍କ ଘର ବାହାରେ ମଳ ତ୍ୟାଗ କରିବାରୁ ତାଙ୍କ ପଡ଼ୋଶୀ ହତ୍ୟା କରିଥିବା ଭଳି ଅଜବ ଘଟଣା ମଧ୍ୟପ୍ରଦେଶରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ଶିଶୁଙ୍କ ଘରର ପାଖ ଘରେ ରହୁଥିବା ପରିବାରର ବାପ-ଝିଅ ମିଶି ଏହି ହତ୍ୟା କରିଛନ୍ତି।

ତେବେ ସେ ମଳ ତ୍ୟାଗ କରୁଥିବା ସମୟରେ ପଡ଼ୋଶୀ ଦେଖିଥିଲେ କି ନା ତାହା ଜଣାପଡ଼ିନାହିଁ। ଏପରିକି ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିନି। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos