କଳା ଓ ସଂସ୍କୃତି ଅପେକ୍ଷା ମୋ ପାଇଁ ଦେଶ ପ୍ରଥମ: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କଳା ଓ ସଂସ୍କୃତି ଅପେକ୍ଷା ମୋ ପାଇଁ ଦେଶ ପ୍ରଥମ। ଏମିତି କିଛି ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରି ଉପାଧ୍ୟକ୍ଷ ମୁକେଶ ଅମ୍ବାନୀ। ଡିଜିଟାଲ ମିଡିଆ ‘ଦ ପ୍ରିଣ୍ଟ’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶରେ ପାକ୍‌ କଳାକାରଙ୍କ କାମରେ ଲଗାଇଯାଇଥିବା ଅଙ୍କୁଶ ଉପରେ ମନ୍ତବ୍ୟ ରଖିଛନ୍ତି ଅମ୍ବାନୀ ଏହା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, “ମୁଁ ଜଣେ ବୌଦ୍ଧିକ ବ୍ୟକ୍ତି।  ମୋ ପାଇଁ ଦେଶ ପ୍ରଥମ ଓ ଏହାକୁ ନେଇ […]

vbk-mukesh

Rakesh Mallick
  • Published: Tuesday, 18 October 2016
  • , Updated: 18 October 2016, 04:20 PM IST

ନୂଆଦିଲ୍ଲୀ: କଳା ଓ ସଂସ୍କୃତି ଅପେକ୍ଷା ମୋ ପାଇଁ ଦେଶ ପ୍ରଥମ। ଏମିତି କିଛି ମତ ରଖିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରି ଉପାଧ୍ୟକ୍ଷ ମୁକେଶ ଅମ୍ବାନୀ। ଡିଜିଟାଲ ମିଡିଆ ‘ଦ ପ୍ରିଣ୍ଟ’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶରେ ପାକ୍‌ କଳାକାରଙ୍କ କାମରେ ଲଗାଇଯାଇଥିବା ଅଙ୍କୁଶ ଉପରେ ମନ୍ତବ୍ୟ ରଖିଛନ୍ତି ଅମ୍ବାନୀ ଏହା କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, “ମୁଁ ଜଣେ ବୌଦ୍ଧିକ ବ୍ୟକ୍ତି।  ମୋ ପାଇଁ ଦେଶ ପ୍ରଥମ ଓ ଏହାକୁ ନେଇ ମୁଁ ନିଶ୍ଚିତ। ସବୁ ଭାରତୀୟଙ୍କ ପରି ମୁଁ ମଧ୍ୟ ଦେଶକୁ ଭଲ ପାଏ।”

Related story