ମୁଲାୟମ ଅସୁସ୍ଥ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ପେଟ ଓ ଛାତି ସଂକ୍ରମିତ ହୋଇଯାଇଛି। ତେଣୁ ଗତକାଲି ରାତିରୁ ତାଙ୍କୁ ଗୁଡ଼ଗାଁଓ ସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଡ. ସୁଶୀଲ କଟାରିୟା ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଅବସ୍ଥାରେ ଆଜି ସୁଧାର ଆସିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ତିନି ଦିନ ତଳେ ମୁଲାୟମ ରୁଟିନ‌ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Mulayam Singh Yadav-

Mulayam Singh Yadav-

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 06:43 AM IST

Sports

Latest News

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ପେଟ ଓ ଛାତି ସଂକ୍ରମିତ ହୋଇଯାଇଛି। ତେଣୁ ଗତକାଲି ରାତିରୁ ତାଙ୍କୁ ଗୁଡ଼ଗାଁଓ ସ୍ଥିତ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଡ. ସୁଶୀଲ କଟାରିୟା ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଅବସ୍ଥାରେ ଆଜି ସୁଧାର ଆସିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ତିନି ଦିନ ତଳେ ମୁଲାୟମ ରୁଟିନ‌ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story