ଗୁରୁଗ୍ରାମ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇ ପଡ଼ିଛନ୍ତି। ସୋମବାର ରାତିରେ ଏକ ଚାର୍ଟାଡ ବିମାନରେ ମୁଲାୟମଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ନିଆଯାଇଛି।
ରବିବାର ଦିନ ମୁଲାୟମ ପ୍ରଥମେ ଦୁର୍ବଳ ଅନୁଭବ କରିବାରୁ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଚିକିତ୍ସା କରି ବ୍ଲଡ୍ ସୁଗାର ଓ ରକ୍ତଚାପ ଅଧିକ ବଢ଼ିଯାଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସୋମବାର ସକାଳେ ମୁଲୟାମ ସିଂ ଯାଦବ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ।
ଏହାପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ମୁଲାୟମଙ୍କୁ ଗତକାଲି ତାଙ୍କୁ ବାସଭବନରେ ଭେଟି ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ। ଏହି ସାକ୍ଷାତ ସମୟରେ ମୁଲାୟମଙ୍କ ପୁଅ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବ ଓ ମୁଲାୟମଙ୍କ ସାନ ଭାଇ ଶିବପାଲ ସିଂହ ଯାଦବ ଉପସ୍ଥିତ ଥିଲେ।
ଦଳର ବରିଷ୍ଠ ନେତାଙ୍କ ସୂଚନା ଅନୁଯାୟୀ ଏବେ ମେଦାନ୍ତ ହସ୍ପିଟାଲରେ ମୁଲାୟମ କିଛି ଦିନ ଡାକ୍ତରଙ୍କ ନଜରରେ ରହି ଚିକିତ୍ସିତ ହେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳାଙ୍କ ECG କରୁଥିଲେ ସଫେଇ କର୍ମଚାରୀ, ମାଡ଼ି ବସିଲେ ପୂର୍ବତନ କର୍ପୋରେଟର
ଇସିଜି ପାଇଁ କ’ଣ ଅତିରିକ୍ତ ଟଙ୍କା ମିଳୁଛି ବୋଲି ସିଦ୍ଦିକୀ ପଚାରିବାରୁ ଏହାର ଜବାବ ନା ବୋଲି କହିଥିଲେ ମୁକେଶ।
National
ସମ୍ଭାଳି ପାରିଲେନି, ମଦ ଦୋକାନରେ ଚୋରି କରିବା ବେଳେ ପ୍ରବଳ ପିଇଦେଲ: ଆଉ ତା’ ପରେ...
ନବବର୍ଷ ପୂର୍ବରୁ ଏତେ ଜିନିଷ ଲୁଟ କରିବାରେ ସେ ସଫଳ ହୋଇଥିବାରୁ ଖୁସିରେ ପିଇ ଚାଲିଥିଲା। ସେ ଏତେ ପିଇଥିଲା ଯେ ତାକୁ ପୂରା ନିଶା ହୋଇଯାଇଥିଲା।
National
ବର୍ଷର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
୨୦୨୪ର ଶେଷ ଦିନରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ।
Politics
ବିଜେପିର ବଡ଼ ଦାବି: ବେଆଇନ ଭାବେ ଦିଲ୍ଲୀରେ ଭୋଟ ଦେଇଛନ୍ତି ଆପ୍ ସାଂସଦଙ୍କ ପତ୍ନୀ
ସାଂସଦ ସଞ୍ଜୟ ସିଂହଙ୍କ ପତ୍ନୀ ବେଆଇନ ଭାବେ ନୂଆଦିଲ୍ଲୀ ବିଧାନସଭା ଆସନରେ ନାଁ ପଞ୍ଜୀକରଣ କରି ଭୋଟ ଦେଇଥିଲେ ବୋଲି ବିଜେପି କହିଛି।
Politics
କେଜ୍ରିୱାଲଙ୍କୁ 'ନିର୍ବାଚନୀ ହିନ୍ଦୁ' କହି ଫଟୋ ପୋଷ୍ଟ କଲା ବିଜେପି
ନିର୍ବାଚନ ପୂର୍ବରୁ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥି ମାନଙ୍କ ପାଇଁ ଦରମା ପ୍ରତିଶ୍ରୁତି ଦେଇଥିବା କେଜ୍ରିୱାଲଙ୍କୁ କଟାକ୍ଷ କରିଛି ବିଜେପି। ସମାଲୋଚନା କଲେ କେଜ୍ରିୱାଲ।