ମୁମ୍ବାଇରେ ନିର୍ମାଣ ହେଲା ସବୁଠାରୁ ମହଙ୍ଗା ‘ଟଏଲେଟ୍’

ମୁମ୍ବାଇ: ମୁମ୍ବାଇ ସହରର ମେରାଇନ୍‌ ଡ୍ରାଇଭ୍‌ରେ ସବୁଠାରୁ ମହଙ୍ଗା ପବ୍ଲିକ ଟଏଲେଟ ନିର୍ମାଣ କରାଯାଇଛି। ଏଥିରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ମଙ୍ଗଳବାର ଦିନ ଏହି ଟଏଲେଟ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲି ଦେଇଛନ୍ତି। ଜିନ୍ଦଲ ଓ ସୋମାଟେକ୍‌ ଦ୍ୱାରା କର୍ପୋରେଟ୍‌ ସୋଶାଲ ରେସ୍ପନସିବିଲିଟି ବା ସିଏସଆର କାର୍ଯ୍ୟକ୍ରମ ଜରିଆରେ ଏହାକୁ ନିର୍ମାଣ କରାଯାଇଛି। ପ୍ରଥମ ଦୁଇ ମାସ ଲୋକେ ଏହାକୁ ମାଗଣାରେ ବ୍ୟବହାର କରିପାରିବେ। ପରେ ଏହାର ବ୍ୟବହାର […]

toilet

toilet

Rakesh Mallick
  • Published: Wednesday, 03 October 2018
  • Updated: 03 October 2018, 01:37 PM IST

Sports

Latest News

ମୁମ୍ବାଇ: ମୁମ୍ବାଇ ସହରର ମେରାଇନ୍‌ ଡ୍ରାଇଭ୍‌ରେ ସବୁଠାରୁ ମହଙ୍ଗା ପବ୍ଲିକ ଟଏଲେଟ ନିର୍ମାଣ କରାଯାଇଛି। ଏଥିରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।

ବୃହନ୍ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ମଙ୍ଗଳବାର ଦିନ ଏହି ଟଏଲେଟ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଖୋଲି ଦେଇଛନ୍ତି। ଜିନ୍ଦଲ ଓ ସୋମାଟେକ୍‌ ଦ୍ୱାରା କର୍ପୋରେଟ୍‌ ସୋଶାଲ ରେସ୍ପନସିବିଲିଟି ବା ସିଏସଆର କାର୍ଯ୍ୟକ୍ରମ ଜରିଆରେ ଏହାକୁ ନିର୍ମାଣ କରାଯାଇଛି। ପ୍ରଥମ ଦୁଇ ମାସ ଲୋକେ ଏହାକୁ ମାଗଣାରେ ବ୍ୟବହାର କରିପାରିବେ। ପରେ ଏହାର ବ୍ୟବହାର ପାଇଁ ଚାର୍ଜ ନିଆଯିବ।

ସାଧାରଣତଃ ବିଏମ୍‌ସି ପବ୍ଲିକ ଟଏଲେଟ୍‌ ନିର୍ମାଣ କରିବାରେ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଏ। ହେଲେ ଏହି ଟଏଲେଟ୍‌କୁ ନିର୍ମାଣ କରିବାକୁ ବିଏମ୍‌ସିକୁ ବିଲ୍ଡିଂ ମେଟେରିଆଲ ଓ ଡିଜାଇନ୍‌ ୱାର୍କ ମାଗଣାରେ ମିଳିଥିଲା।

ସୋମାଟେକ୍‌ର ସହ ସମ୍ପାଦକ ଆକାଶ ଗୁପ୍ତା ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି, “ଏକାଧିକ କମ୍ପାନୀ ଓ କନ୍‌ସଲଟାଣ୍ଟ ଏହି ପ୍ରୋଜେକ୍ଟ ପାଇଁ ମେଟେରିଆଲ ଏବଂ ବିଶେଷଜ୍ଞ ଜ୍ଞାନ ଦେଇଛନ୍ତି। ଏହି ଟଏଲେଟ୍‌ର ଡିଜାଇନ ଡେକୋ ଆର୍କିଟେକ୍ଚର କରିଛି। ଏହାର ନିର୍ମାଣ ୱେଦରିଂ ଷ୍ଟିଲ୍‌ରେ କରାଯାଇଛି। ଟଏଲେଟ୍‌ର ଛାତରେ ସୋଲାର୍‌ ପ୍ୟାନେଲ୍‌ ଲଗାଯାଇଛି। ଏହାଦ୍ୱାରା ଟଏଲେଟ୍‌ ପାଇଁ ଆବଶ୍ୟକ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story