୨ ଘଣ୍ଟା ଧରି ମହେଶ ଭଟ୍ଟଙ୍କୁ ଜେରା କଲା ପୁଲିସ

ମୁମ୍ୱାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ୱାଇ ପୁଲିସ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା କରିଛି। ମୁମ୍ୱାଇର ସାନ୍ତ୍ରାକୁଜ ପୁଲିସ ଷ୍ଟେସନରେ ମହେଶ ଭଟ୍ଟ ଦିନ ୧୧.୩୦ରେ ପହଞ୍ଚିଥିଲେ। ଏହାପରେ ମୁମ୍ୱାଇ ପୁଲିସର ଜୋନ ନମ୍ୱର ୯ର ଡିସିପି ଅଭିଷେକ ତ୍ରିମୁଖେ ସହିତ ମୋଟ୍ ୩ ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ମହେଶ ଭଟ୍ଟଙ୍କୁ ବଭିନ୍ନ ପ୍ରସଙ୍ଗରେ ଜେରା କରି ବୟାନ ରେକର୍ଡ କରିଛି। ବାନ୍ଦ୍ରା ପୁଲିସ ଷ୍ଟେସନରେ ବୟାନ […]

mahesh-bhatt

mahesh-bhatt

Subhransu Sekhar
  • Published: Monday, 27 July 2020
  • Updated: 27 July 2020, 06:07 PM IST

ମୁମ୍ୱାଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ୱାଇ ପୁଲିସ ଫିଲ୍ମ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଜେରା କରିଛି। ମୁମ୍ୱାଇର ସାନ୍ତ୍ରାକୁଜ ପୁଲିସ ଷ୍ଟେସନରେ ମହେଶ ଭଟ୍ଟ ଦିନ ୧୧.୩୦ରେ ପହଞ୍ଚିଥିଲେ। ଏହାପରେ ମୁମ୍ୱାଇ ପୁଲିସର ଜୋନ ନମ୍ୱର ୯ର ଡିସିପି ଅଭିଷେକ ତ୍ରିମୁଖେ ସହିତ ମୋଟ୍ ୩ ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ମହେଶ ଭଟ୍ଟଙ୍କୁ ବଭିନ୍ନ ପ୍ରସଙ୍ଗରେ ଜେରା କରି ବୟାନ ରେକର୍ଡ କରିଛି।

ବାନ୍ଦ୍ରା ପୁଲିସ ଷ୍ଟେସନରେ ବୟାନ ରେକର୍ଡ କରିବାକୁ ମହେଶ ଭଟ୍ଟଙ୍କୁ କହିଥିଲା ମୁମ୍ୱାଇ ପୁଲିସ। ହେଲେ ମିଡିଆର ଉପସ୍ଥିତି ଦେଖି ମହେଶ ଭଟ୍ଟ ପୁଲିସକୁ ସାନ୍ତ୍ରାକୁଜ ପୁଲିସ ଷ୍ଟେସନରେ ବୟାନ ରେକର୍ଡ କରିବାକୁ କହିଥିଲେ।

ରବିବାର ଏହି ଆତ୍ମହତ୍ୟା ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ପୁଲିସ ସମସ୍ତ ଦିଗକୁ ଯାଇ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ୩୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ମହେଶ ଭଟ୍ଟ ଏବଂ କରଣ ଜୋହରଙ୍କ ବୟାନ ମଧ୍ୟ ରେକର୍ଡ ହୋଇପାରେ।

ସୂଚନାଯୋଗ୍ୟ, ନିକଟରେ ମୁମ୍ବାଇ ପୁଲିସ ଲେଖକ, ଅଭିନେତା ତଥା ନିର୍ଦ୍ଦେଶକ ରୁମି ଜାଫ୍ରେଙ୍କୁ ମଧ୍ୟ ପଚରାଉଚରା ପାଇଁ ଡାକିଥିଲା। ଏମିତିରି ୟଶ ରାଜ ଫିଲ୍ମସର ମୁଖ୍ୟ ଆଦିତ୍ୟ ଚୋପ୍ରା, ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜର ଆଦିଙ୍କୁ ଡ଼ାକି ପୁଲିସ ବୟାନ ରେକର୍ଡ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story