ଗୁମର ଫିଟାଇବେ କଙ୍ଗନା! ସୁଶାନ୍ତ ସିଂହ ମାମଲାରେ ସମନ ପଠାଇଲା ପୁଲିସ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୁଲିସ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମନ ପଠାଇଛି। କଙ୍ଗନା ବର୍ତ୍ତମାନ ହିମାଚଳ ପ୍ରଦେଶରେ ଅଛନ୍ତି। ବୟାନ ରେକର୍ଡ ପାଇଁ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ କହିଛି ମୁମ୍ୱାଇ ପୁଲିସ। ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ କହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ଗୋଟିଏ ଦିନ ପରେ କଙ୍ଗନା ରଣାୱତ […]

kangana-ranaut-on-sushant-singh-rajput-suicide

Subhransu Sekhar
  • Published: Friday, 24 July 2020
  • Updated: 24 July 2020, 08:03 PM IST

Sports

Latest News

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୁଲିସ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ସମନ ପଠାଇଛି। କଙ୍ଗନା ବର୍ତ୍ତମାନ ହିମାଚଳ ପ୍ରଦେଶରେ ଅଛନ୍ତି। ବୟାନ ରେକର୍ଡ ପାଇଁ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ କହିଛି ମୁମ୍ୱାଇ ପୁଲିସ।

ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ କହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର ଗୋଟିଏ ଦିନ ପରେ କଙ୍ଗନା ରଣାୱତ ଦୁଇ ମିନିଟର ଏକ ଭିଡିଓ ଜାରି କରି ଥିଲେ। ଯେଉଁଥିରେ ସୁଶାନ୍ତ ବଲିଉଡରେ ନେପୋଟିଜିମର ଶିକାର ହୋଇଥିବା କହିଥିଲେ।

କଙ୍ଗନା ରାଣାଓ୍ୱତଙ୍କ ଓକିଲ କହିଛନ୍ତି, କଙ୍ଗନାଙ୍କୁ ମୁମ୍ୱାଇ ପୁଲିସ ସମନ ପଠାଇଛି। ମାର୍ଚ୍ଚ ୧୭ରୁ ସେ ମନାଲିରେ ଅଛନ୍ତି ଏବଂ ପଚରାଉଚରା ପାଇଁ ମହାରାଷ୍ଟ୍ର ପୁଲିସକୁ ଏକ ଟିମ୍ ପଠାଇବାକୁ ସେ ଅନୁରୋଧ କରିଛନ୍ତି। ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ତଦନ୍ତ କରିବା ପାଇଁ କଙ୍ଗନା ରାଜି ଅଛନ୍ତି।

https://twitter.com/ANI/status/1286623892149133313

କଙ୍ଗନାଙ୍କୁ ମୁମ୍ବାଇ ପୁଲିସ ପ୍ରଶ୍ନର ଏକ ତାଲିକା ପଠାଇବେ ଏହାର ଜବାବ ମେଲରେ କଙ୍ଗନା ଦେବେ ବୋଲି କଙ୍ଗନାଙ୍କ ଓକିଲ କହିଛନ୍ତି। ଯଦି ପୁଲିସକୁ ମୁହାଁମୁହିଁ ପଚରାଉଚରା କରିବାକୁ ପଡିବ, ତେବେ ଜଣେ ଅଧିକାରୀଙ୍କୁ ମଧ୍ୟ ମନାଲିସ୍ଥିତ ତାଙ୍କ ଘରକୁ ପଠା ପାରିବେ। ଏଥିସହ ପୁଲିସ ଯଦି ଭିଡିଓ ରେକର୍ଡିଂର ବିକଳ୍ପ ଦେବ ତା’ହେଲେ କଙ୍ଗନା ରାଜି ଅଛନ୍ତି ବୋଲି କଙ୍ଗନା ତାଙ୍କ ଓକିଲ ଜରିଆରେ ପରାମର୍ଶ ଦେଇଛନ୍ତି।

କରୋନା ମହାମାରୀ ପାଇଁ ମୁମ୍ୱାଇ ଆସିବା ସମ୍ଭବପର ନଥିବାରୁ କଙ୍ଗାନା ବାନ୍ଦ୍ରା ପୁଲିସ ଷ୍ଟେସନ ପହଞ୍ଚି ପାରିବେ ନାହିଁ ବୋଲି କଙ୍ଗନାଙ୍କ ଓକିଲ କହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ କଙ୍ଗନାଙ୍କ ଏହି ପରାମର୍ଶ ଉପରେ ନିଷ୍ପତ୍ତି ନେଇ ନାହିଁ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା, ୟଶ ରାଜ ଫିଲ୍ମସ (ଓ୍ୱାଇଆରଏଫ) ମୁଖ୍ୟ ଆଦିତ୍ୟ ଚୋପ୍ରା, କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମା ଏବଂ ସିନେ କ୍ରିଟିକ୍ସ ରାଜୀବ ମାସାଣ୍ଡଙ୍କ ସମେତ ପୁଲିସ ଏପର୍ଯ୍ୟନ୍ତ ବଲିଉଡ ସହିତ ଜଡ଼ିତ ଅନେକ ବ୍ୟକ୍ତିଙ୍କୁ ପଚରା ଉଚରା କରି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story