ତାଜ୍‌ମହଲ୍‌ରେ ଆଉ ପଢ଼ାଯିବ ନାହିଁ ନମାଜ

ନୂଆଦିଲ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ତାଲିରେ ସାମିଲ ଥିବା ପ୍ରେମର ପ୍ରତୀକ ତାଜ୍‌ମହଲ୍‌ରେ ଆଉ ନମାଜ୍ ପଢ଼ାଯିବ ନାହିଁ। ସୁପ୍ରିମ କୋର୍ଟ ଆଜି କହିଛନ୍ତି ଯେ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏଠାରେ ନମାଜ ପଢ଼ାଯାଇପାରିବ ନାହିଁ। ଅନ୍ୟ କୌଣସି ସ୍ଥାନରେ ନମାଜ ପଢ଼ିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ମୁସଲମାନମାନେ ତାଜ୍‌ମହଲ୍‌ରେ ସେମାନଙ୍କ ସହ ବାହାର ଲୋକଙ୍କୁ ବି ନମାଜ ପଢ଼ିବାକୁ ଅନୁମତି ଦିଆଯିବା ନେଇ ଆବେଦନ କରିଥିଲେ। ଯାହାକୁ ସୁପ୍ରିମ କୋର୍ଟ […]

taj_mahal_a_1509070984_1531118707_618x347

Rakesh Mallick
  • Published: Monday, 09 July 2018
  • Updated: 09 July 2018, 03:22 PM IST

Sports

Latest News

ନୂଆଦିଲ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ତାଲିରେ ସାମିଲ ଥିବା ପ୍ରେମର ପ୍ରତୀକ ତାଜ୍‌ମହଲ୍‌ରେ ଆଉ ନମାଜ୍ ପଢ଼ାଯିବ ନାହିଁ। ସୁପ୍ରିମ କୋର୍ଟ ଆଜି କହିଛନ୍ତି ଯେ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏଠାରେ ନମାଜ ପଢ଼ାଯାଇପାରିବ ନାହିଁ। ଅନ୍ୟ କୌଣସି ସ୍ଥାନରେ ନମାଜ ପଢ଼ିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ମୁସଲମାନମାନେ ତାଜ୍‌ମହଲ୍‌ରେ ସେମାନଙ୍କ ସହ ବାହାର ଲୋକଙ୍କୁ ବି ନମାଜ ପଢ଼ିବାକୁ ଅନୁମତି ଦିଆଯିବା ନେଇ ଆବେଦନ କରିଥିଲେ। ଯାହାକୁ ସୁପ୍ରିମ କୋର୍ଟ ଆଜି ଖାରଜ କରିଛନ୍ତି।

କୁହାଯାଏ, ତାଜ୍‌ଜମହଲ୍‌ରେ ଥିବା ମସଜିଦ୍‌ରେ ଶୁକ୍ରବାର ଦିନ ଜୁମାର ନମାଜ ପଢ଼ାଯାଏ। ଏହାକୁ ନେଇ ପୂର୍ବରୁ ଅନେକ ବିରୋଧ ମଧ୍ୟ ହୋଇଛି। ଏଥିପାଇଁ ଶୁକ୍ରବାର ଦିନ ମସଜିଦ୍‌ ବନ୍ଦ ମଧ୍ୟ ରହେ।

ଅନେକ ଥର ବିଜେପି ନେତାମାନେ ତାଜ୍‌ମହଲ୍‌କୁ ଶିବ ମନ୍ଦିର ବୋଲି ଦାବି କରିଛନ୍ତି। କିଛି ଲୋକ ଏହାକୁ ତେଜୋମହାଳୟ ବୋଲି ମଧ୍ୟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଖିଳ ଭାରତୀୟ ଇତିହାସ ସଙ୍କଳନ ସମିତି (ABISS) ତାଜ୍‌ମହଲରେ ନମାଜ ପଢ଼ା ଉପରେ ରୋକ ଲଗାଇବା ପାଇଁ ଆବେଦନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story