ଥିରୁଅନନ୍ତପୁରମ: କେରଳ ୱାୟନାଡ଼ ଲୋକସଭା ଆସନରେ ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ଦେବ ଏନଡ଼ିଏ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭାରତ ଧର୍ମ ଜନ ସେନା ଅଧ୍ୟକ୍ଷ ଶ୍ରୀ ତୁଶାର ଭେଲାପ୍ପାଲ୍ଲିଙ୍କୁ ଏନଡ଼ିଏ ପ୍ରାର୍ଥୀ କରିବ ବୋଲି ଟ୍ବିଟ କରି କହିଛନ୍ତି।
I proudly announce Shri Thushar Vellappally, President of Bharat Dharma Jana Sena as NDA candidate from Wayanad.
A vibrant and dynamic youth leader, he represents our commitment towards development and social justice. With him, NDA will emerge as Kerala's political alternative.
— Chowkidar Amit Shah (@AmitShah) April 1, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।