ବୋଡୋ ଚୁକ୍ତି ପରେ ଏନଡିଏଫବିର ଆତ୍ମସମର୍ପଣ

Assam Chief Minister Sarbananda Sonowal here on Thursday. State Finance Minister and Convenor of North-East Democratic Alliance Himanta Biswa Sarma and top police officers were present at the programme held at Guwahati Medical College Hospital auditorium here.

NDFB cadres lay down arms at surrender ceremony in Guwahati (1)

Subhransu Sekhar
  • Published: Thursday, 30 January 2020
  • Updated: 30 January 2020, 04:40 PM IST

Sports

Latest News

ଗୌହାଟି: କେନ୍ଦ୍ର ଏବଂ ରାଜ୍ୟ ସହ ଉଗ୍ରପନ୍ଥୀ ଗୋଷ୍ଠୀ ନ୍ୟାସନାଲ ଡେମକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଡୋଲ୍ୟାଣ୍ଡର ତ୍ରିସ୍ତରୀୟ ଚୁକ୍ତି ପରେ ଆଜି ବୋଡା ସଂଗଠନର ୧,୬୧୫ କ୍ୟାଡର ଗୌହାଟିରେ ଆତ୍ମସମର୍ପଣ କରିଛନ୍ତି। ବୋଡୋ ସଂଗଠନ ଆତ୍ମସମର୍ପଣ କରିବ ବୋଲି ଚୁକ୍ତି ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ। ଜାନୁଆରୀ ୨୭ ତାରିଖରେ କେନ୍ଦ୍ର ସରକାର, ଆସାମ ସରକାର ଓ ବୋଡା ସଂଗଠନ ମଧ୍ୟରେ ତ୍ରିସ୍ତରୀୟ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଆସାମ ଏବଂ ଉତ୍ତର ପୂର୍ବରେ ଶାନ୍ତି ଏବଂ ସ୍ଥିରତା ପାଇଁ ଐତିହାସିକ ପଦକ୍ଷେପ ବୋଲି କୁହାଯାଇଥିଲା।

ଆଜି ଆତ୍ମସମର୍ପଣ ବେଳେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନୋଓ୍ୱାଲସ ଅର୍ଥମନ୍ତ୍ରୀ ଏବଂ ନର୍ଥ-ଇଷ୍ଚ ଡମୋକ୍ରାଟିକ ଆଲାଏନ୍ସର ଆବାହକ ହିମନ୍ତ ବିଶ୍ୱ ଶର୍ମା, ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ନ୍ୟାଶନାଲ ଡେମୋକ୍ରାଟିକ ଫ୍ରଣ୍ଟ ବୋଡୋଲାଣ୍ଡ (ଏନଡିଏଫବି)ର ୧,୬୧୫ କ୍ୟାଡର ଏବଂ ୧୭୮ଟି ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରାଯାଇଥିଲା। ଏହି ଅସ୍ତ୍ରଶସ୍ତ୍ର ମଧ୍ୟରେ ଏକ ସିରିଜ ରାଇଫଲ, ଏମ-୧୬ ରାଇଫଲ, ୪୮୦୩ ରାଉଣ୍ଡ ବୋମା, ୧୪ ଗ୍ରେନେଡ, ଗୋଟିଏ ଦୁଇ ଇଞ୍ଚର ମୋରଟର ରହିଛି।

ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କ ମଧ୍ୟରୁ ଏନଡିଏଫବି (ଧୀରେନ ବୋଡୋ) ଏବଂ ଏନଡିଏଫବି (ପ୍ରୋଗ୍ରେସିଭ)ର ୮୩୬, ଏନଡିଏଫବି (ରଞ୍ଜନ ଦଇମାରି) ୫୭୯, ଏନଡିଏଫବି (ଏସ)ର ୨୦୦ ଜଣ ଥିଲେ।

ସୂଚନାଯୋଗ୍ୟ, ଆଜି ଆତ୍ମସମର୍ପଣ କରିଥିବା କ୍ୟାଡର ଉଗ୍ରପନ୍ଥୀ ନୁହେଁ। ଏମାନେ ସମସ୍ତେ ଆମ ଭାଇ ବୋଲି ୨୭ ତାରିଖରେ ଶାହ କହିଥିଲେ। ଚୁକ୍ତି ବେଳେ ୧୫୦୦ କୋଟି ଟଙ୍କା ନିବେଶରେ ବୋଡୋ ଲୋକଙ୍କର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ଅମିତ ଶାହ କହିଥିଲେ। ଏମାନଙ୍କ ମଧ୍ୟରୁ ଯାହାର ସ୍ୱଚ୍ଛ ରେକର୍ଡ ଥିବ ସେମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ସୁଯୋଗ ମିଳିବ। ବୋଡୋ ଆନ୍ଦୋଳନରେ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବ। ବୋଡା ଚୁକ୍ତି ଅନୁଯାୟୀ ବିଟିଏଡିର ନାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନ୍‌ ରଖାଯିବ। ଅନ୍ୟପକ୍ଷରେ ବୋଡୋ ଲୋକଙ୍କୁ ‘ପାର୍ବତ୍ୟ ଆଦିବାସୀ’ ମାନ୍ୟତା ଦିଆଯିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ସେହିଭଳି ଦେବନାଗରୀ ଭାଷାରେ ଲେଖାଯାଉଥିବା ବୋଡୋ ଆସାମର ସହଯୋଗୀ ସରକାରୀ ଭାଷାର ମାନ୍ୟତା ପାଇବ ବୋଲି ଶାହ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story