ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ନେପାଳ ଇଚ୍ଛୁକ

କାଠମାଣ୍ଡୁ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବା ଦରକାର। ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ବିବାଦର ସମାଧାନ କରିବା ଦରକାର। ନଚେତ୍ ଜଣେ ଶାନ୍ତିପ୍ରିୟ ଦେଶ ଏବଂ ନିରପେକ୍ଷ ରାଷ୍ଟ୍ର ଭାବରେ ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ନେପାଳ ଚେଷ୍ଟା କରିବ। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ପ୍ରଥମ ଥର ପାଇଁ ଦକ୍ଷିଣ ଏସିଆ ଦେଶ ମଧ୍ୟରୁ ନେପାଳ […]

INDIA PAK

INDIA PAK

Subhransu Sekhar
  • Published: Saturday, 25 January 2020
  • Updated: 25 January 2020, 05:42 PM IST

କାଠମାଣ୍ଡୁ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବା ଦରକାର। ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ବିବାଦର ସମାଧାନ କରିବା ଦରକାର। ନଚେତ୍ ଜଣେ ଶାନ୍ତିପ୍ରିୟ ଦେଶ ଏବଂ ନିରପେକ୍ଷ ରାଷ୍ଟ୍ର ଭାବରେ ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ନେପାଳ ଚେଷ୍ଟା କରିବ। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ପ୍ରଥମ ଥର ପାଇଁ ଦକ୍ଷିଣ ଏସିଆ ଦେଶ ମଧ୍ୟରୁ ନେପାଳ ଏଭଳି ପ୍ରସ୍ତାବ ଦେଇଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିଛି। ଏମିତିକି ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ଚୁକ୍ତି ଉପରେ ଏବେ ରୋକ ଲାଗିଛି। ମଧ୍ୟସ୍ଥତା ପାଇଁ ଆମେରିକା ମଧ୍ୟ ଇଚ୍ଛା ପ୍ରକାଶ କରିଛି। ହେଲେ ଏହା ଦ୍ୱିପାକ୍ଷିକ ଚୁକ୍ତି କହି ଭାରତ ଆମେରିକାକୁ ଜବାବ ଦେଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story