ନେପାଳରେ ଭୂସ୍ଖଳନ: ୧୬ ମୃତ,୩୦ରୁ ଅଧିକ ନିଖୋଜ

କାଠମାଣ୍ଡୁ: ବର୍ଷା ପରେ ଭୂସ୍ଖଳନ ଘଟି ଗୁରୁବାର ନେପାଳର ଏକ ଗାଁରେ ୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆହୁରି ୩୦ ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ନେପାଳର ରାଜଧାନୀ କାଠାମାଣ୍ଡୁ ଠାରୁ ପ୍ରାୟ ୧୫୦ କିଲୋମିଟର  ଦୂର ପଶ୍ଚିମ କାସ୍କି ଜିଲ୍ଲାରେ ଘଟିଛି ଏହି ଘଟଣା। ଏଥିରେ ୧୮ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁଚନାଯୋଗ୍ୟ, ଗତ ଏପ୍ରିଲରେ ୨୫ ତାରିଖରେ ନେପାଳରେ ହୋଇଥିବା ବଡ ଧରଣର ଭୂକଂପରେ […]

nepal

nepal

Rakesh Mallick
  • Published: Thursday, 30 July 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ବର୍ଷା ପରେ ଭୂସ୍ଖଳନ ଘଟି ଗୁରୁବାର ନେପାଳର ଏକ ଗାଁରେ ୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଆହୁରି ୩୦ ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ନେପାଳର ରାଜଧାନୀ କାଠାମାଣ୍ଡୁ ଠାରୁ ପ୍ରାୟ ୧୫୦ କିଲୋମିଟର  ଦୂର ପଶ୍ଚିମ କାସ୍କି ଜିଲ୍ଲାରେ ଘଟିଛି ଏହି ଘଟଣା। ଏଥିରେ ୧୮ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁଚନାଯୋଗ୍ୟ, ଗତ ଏପ୍ରିଲରେ ୨୫ ତାରିଖରେ ନେପାଳରେ ହୋଇଥିବା ବଡ ଧରଣର ଭୂକଂପରେ ୮,୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story