ପୁଣି ନେତାଜୀ ସସ୍‌ପେନ୍ସ: ଫ୍ରାନ୍ସର ଗୋଇନ୍ଦା ରିପୋର୍ଟ କହୁଛି ପ୍ଲେନ୍‌ କ୍ରାସ୍‌ରେ ମରି ନ ଥିଲେ ସୁବାଷ ବୋଷ

ନୂଆଦିଲ୍ଲୀ:ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ବୀର ପୁରୁଷ ନେତାଜୀ ସୁବାଶ ବୋଷଙ୍କ ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ। ସୁବାଶ ବୋଷ କେମିତି ମରିଥିଲେ ସେ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ପ୍ରମାଣ ମିଳିପାରି ନାହିଁ। ସରକାର ଏଥିପାଇଁ ୩ଟି କମିଶନ ବସାଇଥିଲେ ମଧ୍ୟ କୌଣସି ରିପୋର୍ଟ ବିଶ୍ୱାଷଯୋଗ୍ୟ ହୋଇପାରିନି। ପ୍ରଥମେ ୧୯୫୬ରେ ସାହା ନୱାଜ୍‌ କମିଟି , ୧୯୭୦ରେ ଖୋସଲା କମିଶନ ବସାଇଥିଲେ ସରକାର । ଏହି ଦୁଇ କମିଶନଙ୍କ ରିପୋର୍ଟ ସମାନ ଥିଲା। ଉଭୟ ରିପୋର୍ଟ ଅନୁଯାୟୀ […]

subash-1

subash-1

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 09:31 PM IST

Sports

Latest News

ନୂଆଦିଲ୍ଲୀ:ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ବୀର ପୁରୁଷ ନେତାଜୀ ସୁବାଶ ବୋଷଙ୍କ ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ। ସୁବାଶ ବୋଷ କେମିତି ମରିଥିଲେ ସେ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ପ୍ରମାଣ ମିଳିପାରି ନାହିଁ। ସରକାର ଏଥିପାଇଁ ୩ଟି କମିଶନ ବସାଇଥିଲେ ମଧ୍ୟ କୌଣସି ରିପୋର୍ଟ ବିଶ୍ୱାଷଯୋଗ୍ୟ ହୋଇପାରିନି। ପ୍ରଥମେ ୧୯୫୬ରେ ସାହା ନୱାଜ୍‌ କମିଟି , ୧୯୭୦ରେ ଖୋସଲା କମିଶନ ବସାଇଥିଲେ ସରକାର ।

ଏହି ଦୁଇ କମିଶନଙ୍କ ରିପୋର୍ଟ ସମାନ ଥିଲା। ଉଭୟ ରିପୋର୍ଟ ଅନୁଯାୟୀ ୧୯୪୫ ତାଇହୋକୁ ବିମାନ ଦୁର୍ଘଟଣାରେ ସୁବାଶ ବୋଷଙ୍କ ମୃତ୍ୟୁ ଘଟିଥିଲା ।  ହେଲେ ଏଥିରେ ସନ୍ଦେହ ଉପୁଜିବାରୁ  ବାଜପେୟୀ ସରକାର ୧୯୯୯ରେ ମୁଖାର୍ଜୀ କମିଶନ ବସାଇଥିଲେ।  ତେବେ ଉପରୋକ୍ତ ଦୁଇ କମିଶନଙ୍କ ରିପୋର୍ଟକୁ ମୁଖାର୍ଜୀ କମିଶନଙ୍କ ରିପୋର୍ଟ ଖଣ୍ଡନ କରିଥିଲା। । ବିମାନ ଦୁର୍ଘଟଣାରେ ସୁବାଷଙ୍କ ଦେହାନ୍ତ ହୋଇ ନ ଥିଲା ବୋଲି  ମୁଖାର୍ଜୀ କମିଶନ କହିଥିଲେ।

ଏହାକୁ ନେଇ ଆଜି ପର୍ଯ୍ୟନ୍ତ ସଂସୟ ଦୂର ହୋଇ ନ ଥିବା ବେଳେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପ୍ୟାରିସର ଐତିହାସିକ ତଥା ଗବେଷକ ଜେ ବି ପି ମୋରେ କହିଛନ୍ତି ଯେ, ସୁବାଶ ବୋଷଙ୍କ ମୃତ୍ୟୁ ବିମାନ ଦୁର୍ଘଟଣାରେ ହୋଇ ନ ଥିଲା।  ଫ୍ରାନ୍ସର ଗୋଇନ୍ଦା ରିପୋର୍ଟ ଆଧାରରେ ସେ ଏହି ତଥ୍ୟର ଉନ୍ମୋଚନ କରିଛନ୍ତି। କାରଣ ଫ୍ରାନ୍ସର ଜାତୀୟ ଅଭିଲେଖାଗାରରେ(ଆର୍କାଇଭ) ଥିବା ରିପୋର୍ଟ ଅନୁଯାୟୀ ୧୯୪୭ ଡିସେମ୍ବର ୧୧ ପର୍ଯ୍ୟନ୍ତ ସୁବାଶ ବୋଷ ଜୀବିତ ଥିଲେ।

ତାଇୱାନ ବିମାନ ଦୁର୍ଘଟଣାରେ ସୁବାଷଙ୍କ ମୃତ୍ୟୁ ସମ୍ପର୍କରେ ଏଥିରେ କୌଣସି ତଥ୍ୟ ନାହିଁ ବୋଲି ସମ୍ପୃକ୍ତ ଗବେଷକ କହିଛନ୍ତି। ୧୯୪୫ ଅଗଷ୍ଟ ୧୮ରେ ସୁବାଷ ବୋଷଙ୍କ ମୃତ୍ୟୁ ଘଟିଥିଲା ବୋଲି ଉଭୟ ବ୍ରିଟିସ ଏବଂ ଜାପାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଐତିହାସିକ ଜେ ବି ପି ମୋରେ ପ୍ୟାରିସର ଏବେ ଏକ ଖ୍ୟାତନାମା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ତେବେ ସମ୍ପୃକ୍ତ ଗବେଷକଙ୍କ ଏହି ନୂଆ ତଥ୍ୟ ଯେ, ସୁବାଷଙ୍କ ମୃତ୍ୟୁକୁ ନେଇ ପୁଣି ବିତର୍କର କାଠଗଡ଼ାକୁ ଟାଣିଆଣିଛି ଏଥିରେ ଦ୍ୱିମତ ନାହିଁ।

ସୌଜନ୍ୟ ଟାଇମ୍‌ସ୍‌ ଅଫ ଇଣ୍ଡିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story