‘ଏକ ରାଷ୍ଟ୍ର ଏକ ଭାଷା’ ଆହ୍ୱାନର ଜବାବ ରଖିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସେପ୍ଚେମ୍ୱର ୧୪ରେ ହିନ୍ଦୀ ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦେଇଥିବା ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବକୁ ନେଇ ବିବାଦ ତେଜିବାରେ ଲାଗିଛି। ଆଜି ପୁଣିଥରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ। ସେ କହିଛନ୍ତି ମୁଁ ମୋର ପୂର୍ବ ମନ୍ତବ୍ୟରେ କେଉଁଠି ବି କହି ନାହିଁ ହିନ୍ଦୀକୁ ସମସ୍ତ ରାଜ୍ୟରେ ଥୋପି ଦେବାକୁ। ନିଜ ନିଜର ମାତୃଭାଷା ଶିଖିବା ସହିତ ଦ୍ୱିତୀୟ ଭାଷା ଭାବରେ ହିନ୍ଦୀକୁ ଶିଖିବା ଉଚିତ୍ କହିଥିଲେ ବୋଲି […]

amit saha

amit saha

Subhransu Sekhar
  • Published: Wednesday, 18 September 2019
  • Updated: 18 September 2019, 06:24 PM IST

Sports

Latest News

ନୂଆଦିଲ୍ଲୀ: ସେପ୍ଚେମ୍ୱର ୧୪ରେ ହିନ୍ଦୀ ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦେଇଥିବା ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବକୁ ନେଇ ବିବାଦ ତେଜିବାରେ ଲାଗିଛି। ଆଜି ପୁଣିଥରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ। ସେ କହିଛନ୍ତି ମୁଁ ମୋର ପୂର୍ବ ମନ୍ତବ୍ୟରେ କେଉଁଠି ବି କହି ନାହିଁ ହିନ୍ଦୀକୁ ସମସ୍ତ ରାଜ୍ୟରେ ଥୋପି ଦେବାକୁ। ନିଜ ନିଜର ମାତୃଭାଷା ଶିଖିବା ସହିତ ଦ୍ୱିତୀୟ ଭାଷା ଭାବରେ ହିନ୍ଦୀକୁ ଶିଖିବା ଉଚିତ୍ କହିଥିଲେ ବୋଲି ସେ ଆଜି କହିଛନ୍ତି। ଏପରି ହେଲେ ଦେଶର ଗୋଟିଏ ଭାଷା ହିନ୍ଦୀକୁ ସମସ୍ତ ଦେଶବାସୀ ଜାଣିବେ। ଯାହାକି ଏକତାର ପରିଚୟ ଦେବ। ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଏହା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଥିଲେ ଶାହ।

ମୁଁ ନିଜେ ମଧ୍ୟ ଅଣ ହିନ୍ଦୀ ରାଜ୍ୟରୁ ଆସିଛି। ଯଦି କେହି ରାଜନୀତିକ ବ୍ୟକ୍ତି ମୋର ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ କରିପାରିବେ ବୋଲି ଶାହ କହିଛନ୍ତି।

ସୂଚନାଯୋଗ୍ୟ, ଶାହ ସେପ୍ଚେମ୍ୱର ୧୪ରେ ଦେଇଥିବା ତାଙ୍କ ମନ୍ତବ୍ୟକୁ ନେଇ ଦକ୍ଷିଣ ଭାରତରେ ଥିବା ରାଜ୍ୟ ଗୁଡ଼ିକର ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯଦି କେନ୍ଦ୍ର ସରକାର ହିନ୍ଦୀକୁ ସାରା ଦେଶରେ ଥୋପିବା ପାଇଁ ଚେଷ୍ଟା କରିବ ତାହେଲେ ଆଗାମୀ ଦିନରେ ଭାଷା ଯୁଦ୍ଧ ହେବ ବୋଲି ଡିଏମକେ ସୁପ୍ରିମୋ ଷ୍ଟାଲିନ୍ ସେତେବେଳେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story