ଖେଳାଳିଙ୍କ ପାଇଁ ଖୁସି ଖବର, ସ୍ପୋର୍ଟସ୍‌ କୋଟାରେ ଯୋଡ଼ିହେଲା ଆଉ ୨୦ କ୍ରୀଡ଼ା

ନୂଆଦିଲ୍ଲୀ: ଡିପାର୍ଟମେଣ୍ଟ ଅଫ୍‌ ପର୍ସନେଲ୍‌ ଆଣ୍ଡ ଟ୍ରେନିଂ ବିଭାଗ ମଙ୍ଗଳବାର କ୍ରୀଡ଼ା ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବକ୍ରମେ ୨୦ଟି ବିଭାଗର ଆଥଲେଟ୍‌ଙ୍କୁ ସ୍ପୋର୍ଟସ୍‌ କୋଟାରେ ଚାକିରି ମିଳିପାରିବ। ପୂର୍ବରୁ ଏସବୁ କୋଟାରେ ସାମିଲ ନଥିଲା। ପରିବର୍ତ୍ତିତ ତାଲିକାରେ ବେସବଲ୍‌, ବଡି ବିଲ୍ଡିଂ, ସାଇକେଲିଂ ପୋଲୋ, ଡିଫ୍‌ ସ୍ପୋର୍ଟସ୍‌, ଫେନ୍ସିଂ, କୁଡୋ, ମାଲଖମ୍ବ, ମୋଟର ସ୍ପୋର୍ଟସ୍‌, ନେଟ୍‌ ବଲ୍‌, ପାରା ସ୍ପୋର୍ଟସ, ପେନାକ୍‌ ସିଲଟ୍‌, ରୋଲ୍‌ ବଲ୍‌, ରଗ୍‌ବୀ, ସ୍ପିକ୍‌ ଟକ୍‌ର, ସଫ୍ଟ […]

sports

sports

Subrat Kumar Nayak
  • Published: Wednesday, 02 September 2020
  • Updated: 02 September 2020, 10:16 PM IST

Sports

Latest News

ନୂଆଦିଲ୍ଲୀ: ଡିପାର୍ଟମେଣ୍ଟ ଅଫ୍‌ ପର୍ସନେଲ୍‌ ଆଣ୍ଡ ଟ୍ରେନିଂ ବିଭାଗ ମଙ୍ଗଳବାର କ୍ରୀଡ଼ା ମନ୍ତ୍ରଣାଳୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଗ୍ରହଣ କରିଛି। ଏହି ପ୍ରସ୍ତାବକ୍ରମେ ୨୦ଟି ବିଭାଗର ଆଥଲେଟ୍‌ଙ୍କୁ ସ୍ପୋର୍ଟସ୍‌ କୋଟାରେ ଚାକିରି ମିଳିପାରିବ। ପୂର୍ବରୁ ଏସବୁ କୋଟାରେ ସାମିଲ ନଥିଲା।

ପରିବର୍ତ୍ତିତ ତାଲିକାରେ ବେସବଲ୍‌, ବଡି ବିଲ୍ଡିଂ, ସାଇକେଲିଂ ପୋଲୋ, ଡିଫ୍‌ ସ୍ପୋର୍ଟସ୍‌, ଫେନ୍ସିଂ, କୁଡୋ, ମାଲଖମ୍ବ, ମୋଟର ସ୍ପୋର୍ଟସ୍‌, ନେଟ୍‌ ବଲ୍‌, ପାରା ସ୍ପୋର୍ଟସ, ପେନାକ୍‌ ସିଲଟ୍‌, ରୋଲ୍‌ ବଲ୍‌, ରଗ୍‌ବୀ, ସ୍ପିକ୍‌ ଟକ୍‌ର, ସଫ୍ଟ ଟେନିସ୍‌, ଶୁଟିଂ ବଲ୍‌, ଟେନ୍‌ପିନ୍‌ ବୋଲିଂ, ଟ୍ରାଇଥଲନ୍‌, ଟଗ୍‌ ଅଫ୍‌ ଆର ଏବଂ ୱୁଶୁ।

Image

ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ନିଯୁକ୍ତି ପାଇଁ ଯୋଗ୍ୟ ସାବ୍ୟସ୍ତ ହେଉଥିବା କ୍ରୀଡ଼ାବିତଙ୍କ କ୍ରୀଡ଼ା ବିଭାଗ ସଂଖ୍ୟା ୪୩ରୁ ୬୩କୁ ବୃଦ୍ଧି ପାଇଛି। ଏଥିରେ ବିଲୁପ୍ତ ପ୍ରାୟ ଏବଂ ପାରମ୍ପରିକ କ୍ରୀଡ଼ା ମଧ୍ୟ ସ୍ଥାନ ପାଇଛି।

କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜ୍ଜୁ ଏହି ପଦକ୍ଷେପକୁ ନେଇ କହିଛନ୍ତି, “ଆମ ଆଥଲେଟ୍‌ଙ୍କର ସର୍ବାଙ୍ଗୀନ ମଙ୍ଗଳ ଆମ ସରକାରର ପ୍ରାଥମିକତା। ସେହି ଲକ୍ଷ୍ୟରେ ଡିପାର୍ଟମେଣ୍ଟ ଅଫ୍‌ ପର୍ସନେଲ୍‌ ଆଣ୍ଡ ଟ୍ରେନିଂକୁ ଏହି ସବୁ କ୍ରୀଡ଼ାକୁ ଯୋଡ଼ିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ାବିତଙ୍କ ମନୋବଳ ବୃଦ୍ଧି କରିବା ସହ ଦେଶରେ କ୍ରୀଡ଼ାର ବିକାଶ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story