କେରଳ ଗୋଲ୍ଡ ସ୍ମଗଲିଂରେ ଦାଉଦ୍ ଲିଙ୍କ୍!

ଏରନାକୁଲମ: କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଟୁଇଷ୍ଟ। ଏହି ସୁନା ଚୋରି ଚାଲାଣ ମାମଲାରେ ରାଜ୍ୟ ସରକାର ଅଡୁଆରେ ପଡ଼ିଥିବା ବେଳେ ଏବେ ଏହି ଚୋରା ଚାଲାଣରେ ଦାଉଦ ଲିଙ୍କ୍ ରହିଛି ବୋଲି ସନ୍ଦେହ କରାଯାଉଛି। ଏନଆଇଏ ଏଭଳି କିଛି ସୁରାକ ପାଇଛି। ଏହି ମାମଲାରେ ସାତ ଅଭିଯୁକ୍ତ ଏରନାକୁଲମ କୋର୍ଟରେ ଜାମିନ୍ ପାଇଛନ୍ତି। ଏବେ ଏହି ଲିଙ୍କ୍ ଦାଉଦ କମ୍ପାନୀ ସହିତ ରହିଥିବା ଏନଆଇଏ ସନ୍ଦେ ପ୍ରକାଶ କରିଛି। ଏନଆଇଏ କୋର୍ଟରେ ଏହି ମାମଲାର କିଛି […]

kerala gold smugglimg

kerala gold smugglimg

Subhransu Sekhar
  • Published: Thursday, 15 October 2020
  • Updated: 15 October 2020, 02:45 PM IST

Sports

Latest News

ଏରନାକୁଲମ: କେରଳ ଗୋଲ୍ଡ ସ୍ମଗଲିଂ ମାମଲାରେ ଟୁଇଷ୍ଟ। ଏହି ସୁନା ଚୋରି ଚାଲାଣ ମାମଲାରେ ରାଜ୍ୟ ସରକାର ଅଡୁଆରେ ପଡ଼ିଥିବା ବେଳେ ଏବେ ଏହି ଚୋରା ଚାଲାଣରେ ଦାଉଦ ଲିଙ୍କ୍ ରହିଛି ବୋଲି ସନ୍ଦେହ କରାଯାଉଛି। ଏନଆଇଏ ଏଭଳି କିଛି ସୁରାକ ପାଇଛି। ଏହି ମାମଲାରେ ସାତ ଅଭିଯୁକ୍ତ ଏରନାକୁଲମ କୋର୍ଟରେ ଜାମିନ୍ ପାଇଛନ୍ତି। ଏବେ ଏହି ଲିଙ୍କ୍ ଦାଉଦ କମ୍ପାନୀ ସହିତ ରହିଥିବା ଏନଆଇଏ ସନ୍ଦେ ପ୍ରକାଶ କରିଛି।

ଏନଆଇଏ କୋର୍ଟରେ ଏହି ମାମଲାର କିଛି ଦସ୍ତାବିଜ୍ ଦାଖଲ କରିଛି। ଯେଉଁଥିରେ ଅଭିଯୁକ୍ତ ରମେଶ କେଟି ଏବଂ ଶରାଫୁଦ୍ଦିନ୍ ତାନଜାନିଆକୁ ଯାଇଥିବାର ଏନଆଇଏ କହିଛି। ଆଫ୍ରିକାର ଏହି ସହରରେ ସୁନା ଚାଲାଣ ହୁଏ। ତାନଜାନିଆ ଗସ୍ତରେ ଯାଇ ହୀରା ବ୍ୟବସାୟ ପାଇଁ ଏହି ଦୁଇ ଅଭିଯୁକ୍ତ ଲାଇସେନ୍ସ ବାହାର କରିଥିବା ଜଣାପଡ଼ିଛି।

ପରେ ୟୁଏଇକୁ ଏବଂ ୟୁଏଇରୁ କେରଳକୁ ସୁନା ଚୋରା ଚାଲାଣ ହେଉଥିବାର ଏନଆଇଏ କହିଛି। ତାନଜାନିଆ ଏବଂ ଦୁବାଇରେ ଦାଉଦର ବ୍ୟବସାୟ ଅଧିକ ରହିଛି। ସେ ମଧ୍ୟ ଏହି ବ୍ୟବସାୟ କରେ। ଦାଉଦର ତାନଜାନିଆରେ ବ୍ୟବସାୟ ରହିଛି। ଦକ୍ଷିଣ ଭାରତର ଫିରୋଜ ଓଏସିସ୍ ସହିତ ଦାଉଦର ଲିଙ୍କ୍ ରହିଛି। ଏହି ଦୁଇ ଅଭିଯୁକ୍ତ ମଧ୍ୟ ଦକ୍ଷିଣ ଭାରତର ଏବଂ ଦାଉଦ ବ୍ୟବସାୟ କରୁଥିବା ସ୍ଥାନରେ ବ୍ୟବସାୟ କରୁଥିବାରୁ ଏନଆଇଏ ରମେଶ ଉପରେ ସନ୍ଦେହ ପ୍ରକାଶ କରିଛି।

ନଭେମ୍ବର ୨୦୧୯ରେ ରାଇଫଲ ଭିତରେ ରମେଶ ୧୩ .୨୨ ମିଲିମିଟର ସୁନା ଚୋରା ଚାଲାଣ କରିବା ବେଳେ କଷ୍ଟମ୍ସ ବିଭାଗ ରେଡ୍ କରି ଗିରଫ କରିଥିଲା।

ଏହି ରିପୋର୍ଟରେ ଏନଆଇଏର ପରାମର୍ଶଦାତା କହିଛନ୍ତି ଯେ ଏହି ମାମଲାର ୧୨ତମ ଅଭିଯୁକ୍ତ ମହମ୍ମଦ ଅଲି ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ସଦସ୍ୟ। କେରଳ ପୁଲିସର ହାତ କାଟିବା ମାମଲାରେ ପୁଲିସ ତା ବିରୋଧରେ ଚାର୍ଜସିଟ କରିଥିଲା। ପରେ ନିର୍ଦ୍ଦୋଷରେ ସେ ଖଲାସ ହୋଇଥିଲା।

ସୂଚନାଯୋଗ୍ୟ, ଜୁଲାଇ ୫ରେ କେରଳର ଥିରୁଅନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ୩୦ କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ୍ କରି ଏହି ସୁନା ଜବତ କରିଥିଲା। ଯାହାକି ବେଆଇନ୍। ଏହା ପରେ ଗୋଲ୍ଡ ସ୍ମଗଲିଂକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଜବତ ହୋଇଥିବା ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାପରେ କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ ନେଇଛି। ସରିତାଙ୍କୁ ପଚରା ଉଚରା କରିବା ପରେ ଗୋଲ୍ଡ ସ୍ମଗଲିଂ ମାମଲାର ମାଷ୍ଟର ମାଇଣ୍ଡ କେରଳ ସରକାରର ଆଇଟି ବିଭାଗର ସଚିବ ସ୍ୱପ୍ନା ସୁରେଶ ଜଣାପଡ଼ିଥିଲା। ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ତାଙ୍କୁ ପଦବୀରୁ ବିଦା କରିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ଆଉ ଜଣେ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story