ନାଇଜେରିଆରେ ୧୦ ବର୍ଷ ଝିଅର ଆତ୍ମଘାତୀ ବିସ୍ଫୋରଣ: ୧୬ ମୃତ, ୫୦ ଆହତ  

ଲଣ୍ଡନ: ଏକ ୧୦ ବର୍ଷର ଝିଅ ଆତ୍ମଘାତୀ ବିସ୍ଫୋରଣ କରିବା ଯୋଗୁ ଉତ୍ତର-ପୂର୍ବ ନାଇଜେରିଆରେ ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ୟୋବେ ପ୍ରଦେଶର ଦାମାତୁରୁ ସହରର ଏକ ଜନଗହଳିପୂର୍ଣ୍ଣ ବଜାରକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା। ୟୋବେ ପୋଲିସର ମୁଖପାତ୍ର ତୋୟିନ୍ ଜିବାଦେସିନ୍ କହିଛନ୍ତି ଯେ ରବିବାର ଏହି ବିସ୍ଫୋରଣ ହୋଇଥିଲା। ଏକ ଶିଶୁ ଲୋକଙ୍କ ମଧ୍ୟରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ବଜାର ଭିତରକୁ ଯିବା […]

nigeria

nigeria

Rakesh Mallick
  • Published: Monday, 27 July 2015
  • Updated: 04 May 2017, 03:45 PM IST

Sports

Latest News

ଲଣ୍ଡନ: ଏକ ୧୦ ବର୍ଷର ଝିଅ ଆତ୍ମଘାତୀ ବିସ୍ଫୋରଣ କରିବା ଯୋଗୁ ଉତ୍ତର-ପୂର୍ବ ନାଇଜେରିଆରେ ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଆହତ ହୋଇଛନ୍ତି। ୟୋବେ ପ୍ରଦେଶର ଦାମାତୁରୁ ସହରର ଏକ ଜନଗହଳିପୂର୍ଣ୍ଣ ବଜାରକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା।

ୟୋବେ ପୋଲିସର ମୁଖପାତ୍ର ତୋୟିନ୍ ଜିବାଦେସିନ୍ କହିଛନ୍ତି ଯେ ରବିବାର ଏହି ବିସ୍ଫୋରଣ ହୋଇଥିଲା। ଏକ ଶିଶୁ ଲୋକଙ୍କ ମଧ୍ୟରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ବଜାର ଭିତରକୁ ଯିବା ପାଇଁ ସୁରକ୍ଷାକର୍ମଚାରୀମାନେ ଲୋକଙ୍କୁ ଯାଞ୍ଚ କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନ ଥିବା ବେଳେ ଏହା ବୋକୋ ହାରାମର କାମ ବୋଲି କୁହାଯାଛି। କାରଣ କିଛି ମାସ ହେଲାଣି ଏହି ଆତଙ୍କବାଦୀ ସଂଗଠନ ଦେଶର ବିଭିନ୍ନ ସ୍ଥାନରେ ଏଭଳି ଆକ୍ରମଣ କରି ସାରିଛି। ଏହି ବିସ୍ଫୋରଣର କିଛି ଦିନ ପୂର୍ବରୁ ଇଦ୍ ଅବସରରେ ଦାମାତୁରୁରେ ଏକ ମସଜିଦରେ ଦୁଇ ଜଣ ମହିଳା ଆତ୍ମଘାତୀ ନିଜକୁ ଉଡ଼ାଇ ଦେବା ଯୋଗୁ ପ୍ରାର୍ଥନା କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story