ଲାଇଫ ଲାଇନ୍ ପାଇଲେ ନିର୍ଭୟା ଦୋଷୀ, ଘୁଞ୍ଚିଲା ଫାଶୀ ତାରିଖ

ନୂଆଦିଲ୍ଲୀ: ତାରିଖ ପରେ ତାରିଖ ଗଡ଼ୁଛି ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ଫାଶୀ ତାରିଖ। ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବାର ଥିଲା। ଏବେ ପଟିଆଲା ହାଉସ କୋର୍ଟ ଏହି ତାରିଖକୁ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ ତିହାର ଜେଲ କର୍ତ୍ତୃପକ୍ଷ ଯଦି ଚାହିଁବେ ତା’ହେଲେ ୩ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ପାରିବେ। ଫାଶୀ ଦଣ୍ଡାଦେଶ ତାରିଖକୁ ଟାଳିବା ପାଇଁ ନିର୍ଭୟା ଦୋଷୀ ଆଇନର ସମସ୍ତ ପ୍ରକାର ଦିଗକୁ ବ୍ୟବହାର […]

Nirbhaya

Nirbhaya

Subhransu Sekhar
  • Published: Friday, 31 January 2020
  • Updated: 31 January 2020, 06:36 PM IST

Sports

Latest News

ନୂଆଦିଲ୍ଲୀ: ତାରିଖ ପରେ ତାରିଖ ଗଡ଼ୁଛି ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ଫାଶୀ ତାରିଖ। ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବାର ଥିଲା। ଏବେ ପଟିଆଲା ହାଉସ କୋର୍ଟ ଏହି ତାରିଖକୁ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ତେବେ ତିହାର ଜେଲ କର୍ତ୍ତୃପକ୍ଷ ଯଦି ଚାହିଁବେ ତା’ହେଲେ ୩ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ପାରିବେ।

ଫାଶୀ ଦଣ୍ଡାଦେଶ ତାରିଖକୁ ଟାଳିବା ପାଇଁ ନିର୍ଭୟା ଦୋଷୀ ଆଇନର ସମସ୍ତ ପ୍ରକାର ଦିଗକୁ ବ୍ୟବହାର କରୁଛନ୍ତି। ଏହି ଧାରାରେ ଜଣକ ପରେ ଜଣେ କୋର୍ଟରେ କ୍ଷମା ଆବେଦନ ଖାରଜ ବିରୋଧରେ ଅପିଲ କରୁଛନ୍ତି। କୋର୍ଟରେ ତିହାର ଜେଲ ତରଫରୁ ଇରଫାନ ଅହମଦ ପକ୍ଷ ରଖିଥିଲେ। ଏବେ ବିନୟ ଶର୍ମାର କ୍ଷମା ଆବେଦନର ଶୁଣାଣି ବାକି ରହିଛି। ବାକି ୩ ଜଣଙ୍କୁ ଫାଶୀ ଦେଇ ହେବ। ଯଦି ତିନି ଜଣଙ୍କୁ ଏକା ସାଙ୍ଗରେ ଦିଆଯିବ ତାହେଲେ କୌଣସି ଆଇନ ଉଲ୍ଲଂଘନ ହେବନି। ମୁକେଶର କ୍ଷମା ଆବେଦନ ରାଷ୍ଚ୍ରପତି ଖାରଜ କରିଦେଇଛନ୍ତି। ଏବେ ତା’ ପାଖରେ କୌଣସି ବିକଳ୍ପ ନାହିଁ। କୋର୍ଟରେ ଅକ୍ଷୟର ଓକିଲ କହିଛନ୍ତି, ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ଏବେ ସେ ଏହି ମାମଲାରେ ଦୟା ଆବେଦନ କରିବାକୁ ଚାହୁଁଛନ୍ତି।

ଅନ୍ୟ ଜଣେ ଦୋଷୀ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ ପୁଣି ନିବେଦନ କରିଛି।

ପୂର୍ବରୁ ମଧ୍ୟ ସେ ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହେଲେ ଏହାକୁ କୋର୍ଟ କଡ଼ା ଭାଷାରେ ସମାଲୋଚନା କରି ଖାରଜ କରିଥିଲେ। ଏବେ ପୁଣିଥରେ ପବନ ଏହି ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛି।

ସେ ଭଲ ଭାବେ ଜାଣିଛି ଯେ ଏହା ଖାରଜ ହେବ। ହେଲେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ବରିଷ୍ଠ ଓକିଲମାନେ ମତ ଦେଇଛନ୍ତି। ସୁପ୍ରିମକୋର୍ଟ ପବନର ଆବେଦନକୁ ଖାରଜ କରି ସେତେବେଳେ କହିଥିଲେ ଯେ ହାଇକୋର୍ଟ ଥରେ ଜନ୍ମଗତ ପ୍ରମାଣପତ୍ର ଯାଞ୍ଚ କରି ଦେଇଥିବା ରାୟକୁ କେବେ ହେଲେ ପୁନଃ ସମୀକ୍ଷା କରାଯାଇ ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story