ନିର୍ଭୟା ଦୋଷୀଙ୍କ ଫାଶୀ: ୭ ଦିନ ଭିତରେ ଆଇନଗତ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ କରିଥିବା ମିଳିତ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ରବିବାର ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୋଷୀମାନେ ଆଇନର ସମସ୍ତ ପ୍ରକ୍ରିୟା ଶେଷ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଆଗାମୀ ଦିନରେ ୪ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ […]

Nirbhaya

Nirbhaya

Subhransu Sekhar
  • Published: Wednesday, 05 February 2020
  • Updated: 05 February 2020, 03:32 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ କରିଥିବା ମିଳିତ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ରବିବାର ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

ଗୋଟିଏ ସପ୍ତାହ ମଧ୍ୟରେ ଦୋଷୀମାନେ ଆଇନର ସମସ୍ତ ପ୍ରକ୍ରିୟା ଶେଷ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଆଗାମୀ ଦିନରେ ୪ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ ଅଲଗା ଅଲଗା ଡେଥ୍ ଓ୍ୱାରେଣ୍ଟ ଜାରି କରିହେବନି ବୋଲି କୋର୍ଟ କହିଛନ୍ତି।

କେନ୍ଦ୍ର ସରକାର ଦୋଷୀଙ୍କ ବିରୋଧରେ ଆବେଦନ କରି କହିଥିଲେ, ୪ ଦୋଷୀ ଆଇନର ଗଳା ବାଟକୁ ଆଧାର କରି ଫାଶୀ ଦଣ୍ଡାଦେଶକୁ ବିଳମ୍ବିତ କରୁଛନ୍ତି। ଏହି ଦୋଷୀଙ୍କର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି। ତେଣୁ ଏମାନଙ୍କୁ ତୁରନ୍ତୁ ଫାଶୀ ଖୁଣ୍ଟରେ ଝୁଲାଯାଉ। ଯଦି ଜଣଙ୍କର ଆବେଦନ ବାକି ରହିଛି ତାହାଲେ ଅନ୍ୟ ତିନି ଜଣଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯାଉ ବୋଲି କେନ୍ଦ୍ର ଆବେଦନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story