ହେଲିକପ୍ଟରରେ ଉଡିବାକୁ ତାଙ୍କର ଭାରି ଭୟ, କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ: ପ୍ରାୟ ସମସ୍ତ ବଡ଼ ବଡ଼ ନେତାମାନେ ହେଲିକପ୍ଟରରେ ଯାତ୍ରା କରିବାକୁ ଭଲପାଆନ୍ତି। ସଡ଼କ ମାର୍ଗର ଭିଡ଼ରେ ବିଳମ୍ବ ହେବା କାରଣରୁ ସମସ୍ତେ ପ୍ରାୟ ହେଲିକପ୍ଟରର ସାହାଯ୍ୟ ନିଅନ୍ତି। ତେବେ ମନରେ ପ୍ରଶ୍ନ ଆସେ ଯେ ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ କ’ଣ ପାଇଁ ହେଲିକପ୍ଟର ଯାତ୍ରା ପସନ୍ଦ ନୁହେଁ? ଏହାର କାରଣ ତାଙ୍କ ମନର ଡର ନୁହେଁ ତ? ନା ଏହା ପଛରେ ଆଉ କିଛି କାରଣ ରହିଛି? ଏସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ନୀତୀଶ […]

nitish 1

nitish 1

Rakesh Mallick
  • Published: Monday, 28 May 2018
  • Updated: 28 May 2018, 11:42 AM IST

Sports

Latest News

ନୂଆଦିଲ୍ଲୀ: ପ୍ରାୟ ସମସ୍ତ ବଡ଼ ବଡ଼ ନେତାମାନେ ହେଲିକପ୍ଟରରେ ଯାତ୍ରା କରିବାକୁ ଭଲପାଆନ୍ତି। ସଡ଼କ ମାର୍ଗର ଭିଡ଼ରେ ବିଳମ୍ବ ହେବା କାରଣରୁ ସମସ୍ତେ ପ୍ରାୟ ହେଲିକପ୍ଟରର ସାହାଯ୍ୟ ନିଅନ୍ତି। ତେବେ ମନରେ ପ୍ରଶ୍ନ ଆସେ ଯେ ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ କ’ଣ ପାଇଁ ହେଲିକପ୍ଟର ଯାତ୍ରା ପସନ୍ଦ ନୁହେଁ? ଏହାର କାରଣ ତାଙ୍କ ମନର ଡର ନୁହେଁ ତ? ନା ଏହା ପଛରେ ଆଉ କିଛି କାରଣ ରହିଛି?

ଏସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ନୀତୀଶ ଦେଇଥିବା ବୟାନରୁ ହିଁ ମିଳିଯିବ। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି। ନିତୀଶ କୁମାର ହେଲିକପ୍ଟରରେ ଯାତ୍ରା କରିବାକୁ ଭାରି ଭୟ କରନ୍ତି। ତାଙ୍କ ଅନୁଯାୟୀ ହେଲିକପ୍ଚର ଯାତ୍ରା ଦୁନିଆର ସବୁଠୁ ଖରାପ ଯାତ୍ରା। ତାଙ୍କୁ କେବଳ ବାଧ୍ୟ ବାଧକତାରେ ହେଲିକପ୍ଟରରେ ଯାତ୍ରା କରିବାକୁ ପଡ଼େ।

ପାଟଣାର ଏକ ଗ୍ରାମୀଣ ବିଭାଗ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ସେ ଏ କଥା କହିଛନ୍ତି। ଆକାଶ ମାର୍ଗ ଅପେକ୍ଷା ତାଙ୍କୁ ସଡ଼କ ମାର୍ଗରେ ଯାତ୍ରା କରିବାକୁ ବହୁତ ଭଲଲାଗେ ଏହାକୁ ସେ ଅଧିକ ସୁରକ୍ଷିତ ଭାବୁଥିବା କହିଛନ୍ତି।

ଏହାର କାରଣ ବଦଳୁଥିବା ପାଣିପାଗ ବୋଲି ସେ କହିଛନ୍ତି। ସେ କହିଛନ୍ତି- ‘ପାଣିପାଗ ଏତେ ବଦଳୁଛି ଯେ ମନରେ ଏକ ଡର ରହିଯାଇଛି। ଖାଲି ମୁଁ ନୁହେଁ ବିହାରର ଅନେକ ଅଧିକାରୀ ମଧ୍ୟ ଏହି କାରଣରୁ ହେଲିକପ୍ଟରରେ ଯାତ୍ରା କରନ୍ତି ନାହିଁ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story