ଟାଇଟ୍‌ ଡ୍ରେସ୍‌ ଏବଂ ସର୍ବସାଧାରଣରେ ଚୁମ୍ବନ ପାଇଁ ଲାଗିବ ଫାଇନ୍‌

ରିୟାଦ୍‌: ଶନିବାର ସାଉଦି ଆରବ ସରକାର ‘ଶାଳୀନତା’ ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦେଶକୁ ନିମନ୍ତ୍ରଣ କରିବାର ଗୋଟିଏ ଦିନ ପରେ ସାଉଦି ସରକାର କହିଛନ୍ତି, ଟାଇଟ୍‌ ବା ଚିପା ପୋଷାକ ଏବଂ ସର୍ବସାଧାରଣରେ ଚୂମ୍ବନ ପାଇଁ ଫାଇନ୍‌ ଦେବାକୁ ହେବ। ସାଉଦି ସରକାରଙ୍କ ପକ୍ଷରୁ ୧୯ଟି ଏଭଳି ଅପରାଧ ବାବଦରେ ତାଲିକା କରାଯାଇଥିଲେ ମଧ୍ୟ ଏହାର ଦଣ୍ଡ ବାବଦରେ କିଛି କୁହାଯାଇନି। ଏହି ଦେଶର ଅର୍ଥନୀତି […]

kiss

kiss

Subrat Kumar Nayak
  • Published: Sunday, 29 September 2019
  • Updated: 29 September 2019, 04:29 PM IST

Sports

Latest News

ରିୟାଦ୍‌: ଶନିବାର ସାଉଦି ଆରବ ସରକାର ‘ଶାଳୀନତା’ ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦେଶକୁ ନିମନ୍ତ୍ରଣ କରିବାର ଗୋଟିଏ ଦିନ ପରେ ସାଉଦି ସରକାର କହିଛନ୍ତି, ଟାଇଟ୍‌ ବା ଚିପା ପୋଷାକ ଏବଂ ସର୍ବସାଧାରଣରେ ଚୂମ୍ବନ ପାଇଁ ଫାଇନ୍‌ ଦେବାକୁ ହେବ।

ସାଉଦି ସରକାରଙ୍କ ପକ୍ଷରୁ ୧୯ଟି ଏଭଳି ଅପରାଧ ବାବଦରେ ତାଲିକା କରାଯାଇଥିଲେ ମଧ୍ୟ ଏହାର ଦଣ୍ଡ ବାବଦରେ କିଛି କୁହାଯାଇନି। ଏହି ଦେଶର ଅର୍ଥନୀତି ମୁଖ୍ୟତଃ ତୈଳ ଉତ୍ତୋଳନ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଅର୍ଥନୀତିର ଦିଗ ବଦଳାଇବାର ପ୍ରୟାସ କରାଯାଇଛି।

ଏକ ବିବୃତିରେ କୁହାଯାଇଛି, ନୂଆ ନିୟମ ଅନୁଯାୟୀ ଉଭୟ ମହିଳା ଓ ପୁରୁଷ ଶାଳୀନତାର ସହ ପୋଷାକ ପିନ୍ଧନ୍ତୁ ଏବଂ ସର୍ବସାଧାରଣରେ ପ୍ରେମ ସାବ୍ୟସ୍ତ କରିବାରୁ ନିବୃତ ରୁହନ୍ତୁ। ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ନିଜ ବ୍ୟବହର ପ୍ରତି ଯତ୍ନବାନ ହେବାକୁ ଏହି ଆଇନ ସବୁ କରାଯାଇଥିବା ଏଥିରେ କୁହାଯାଇଛି। ଶୁକ୍ରବାର ସାଉଦି ପକ୍ଷରୁ କୁହାଯାଇଥିଲା ୪୯ଟି ରାଷ୍ଟ୍ର ନାଗରିକଙ୍କୁ ଇ-ଭିସା ଏବଂ ଭିସା ଅନ୍‌ ଆରାଇଭାଲର ସୁବିଧା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story