ଅଳ୍ପ ସମୟ ପାଇଁ ଖୋଲି ବନ୍ଦ ହୋଇଗଲା ନୋଏଡା-ଫରିଦାବାଦ ରାସ୍ତା

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେବ ଧାରଣାରେ ବସିଛନ୍ତି ମହିଳାମାନେ। ଫଳରେ ଦୀର୍ଘ ଦିନ ହେବ ନୋଏଡା-ଫରିଦାବାଦ ରାସ୍ତା ବନ୍ଦ ରହିଛି। ହେଲେ ଆଜି କିଛି ସମୟ ପାଇଁ ରାସ୍ତା ଖୋଲିଥିଲା। ଏହାପରେ ପୁଣିଥରେ ରାସ୍ତା ବନ୍ଦ କରି ଦିଆଯାଇଛି। ଦିଲ୍ଲୀ ପୁଲିସ କହିଛି, ଟ୍ରାଫିକ ପୁଲିସର ଜଣେ ଅଧିକାରୀ ସକାଳେ କହିଲେ, ଡିଏନଡି ରାସ୍ତା ଜାମ୍ ହୋଇଯାଇଛି। ରାସ୍ତାରେ ଗାଡ଼ି ମୋଟର ଜାମ୍ ହୋଇଯିବା […]

Noida Faridabad Road

Noida Faridabad Road

Subhransu Sekhar
  • Published: Friday, 21 February 2020
  • Updated: 21 February 2020, 06:04 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦୁଇ ମାସରୁ ଅଧିକ ଦିନ ହେବ ଧାରଣାରେ ବସିଛନ୍ତି ମହିଳାମାନେ। ଫଳରେ ଦୀର୍ଘ ଦିନ ହେବ ନୋଏଡା-ଫରିଦାବାଦ ରାସ୍ତା ବନ୍ଦ ରହିଛି। ହେଲେ ଆଜି କିଛି ସମୟ ପାଇଁ ରାସ୍ତା ଖୋଲିଥିଲା। ଏହାପରେ ପୁଣିଥରେ ରାସ୍ତା ବନ୍ଦ କରି ଦିଆଯାଇଛି।

ଦିଲ୍ଲୀ ପୁଲିସ କହିଛି, ଟ୍ରାଫିକ ପୁଲିସର ଜଣେ ଅଧିକାରୀ ସକାଳେ କହିଲେ, ଡିଏନଡି ରାସ୍ତା ଜାମ୍ ହୋଇଯାଇଛି। ରାସ୍ତାରେ ଗାଡ଼ି ମୋଟର ଜାମ୍ ହୋଇଯିବା ଫଳରେ ଯାନବାହାନ ଗୁଡ଼ିକ ଛିଡ଼ା ହୋଇ ରହିଛି। ଏହାପରେ ରାସ୍ତାକୁ ସ୍ୱାଭାବିକ କରିବାକୁ ଯାଇ ନୋଏଡା-ଫରିଦାବାଦ ରାସ୍ତାକୁ ଅଳ୍ପ ସମୟ ପାଇଁ ଖୋଲି ଦିଆଯାଇଥିଲା। କିଛି ସମୟ ପରେ ଡିଏନଡି ରାସ୍ତା ସ୍ୱାଭାବିକ ହେବା ପରେ ଏହି ରାସ୍ତାକୁ ପୁଣି ଥରେ ବନ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ, ଶାହୀନବାଗରୁ କାଲିନ୍ଦୀ କୁଞ୍ଜ ଆଡ଼କୁ ଯାଉଥିବା ରାସ୍ତା ୧୩ଏ ବନ୍ଦ ରହିଛି। ଏହି ରାସ୍ତାରେ ଶାହୀନବାଗ୍ ଆନ୍ଦୋଳନକାରୀ ଆନ୍ଦୋଳନ କରୁଛନ୍ତି। ତେଣୁ ନୋଏଡା କୁ ଯିବାର ୫୦୦ ମିଟର ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ସିଏଏକୁ ବିରୋଧ କରି ୧୩ ଡିସେମ୍ୱରରୁ ବିରୋଧ ପ୍ରଦର୍ଶନ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story